<< blende blended whiskey >>

blended Meaning in Odia (Oriya). ( blended ଶବ୍ଦର ଓଡିଆ ଅର୍ଥ)



ମିଶ୍ରିତ,

Adjective:

ମିଶ୍ରିତ |,

blended తెలుగు అర్థానికి ఉదాహరణ:

| ବିବିଧ ଭାରତୀୟ ପ୍ରାଦେଶିକ ନାମ | ଶାସ୍ତ୍ରୋକ୍ତ ଗୁଣ |କଟୁ ମିଶ୍ରିତ ତିକ୍ତ ରସ।

|ଅଧିକ ତଥ୍ୟ | ଆଧାର |କେନ୍ଦୁଝର ଜିଲ୍ଲା ଏଟୋନୋଜେସ୍ଟ୍ରେଲ ଜନ୍ମ ନିରୋଧ ପ୍ରତ୍ୟାରୋପଣ (ଇଂରାଜୀ ଭାଷାରେ Etonogestrel birth control implant, ଏକ ବିକ୍ରୟ ନାମ ନେକ୍ସପ୍ଲାନନ) ଏକ ଉପକରଣ ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହୃତ ହେଉଥିବା ଏଟୋନୋଜେସ୍ଟ୍ରେଲ (etonogestrel) ମିଶ୍ରିତ ଏକ ରଡ଼କୁ ବୁଝାଏ ।

|ଅପରେଶନ, ରାଡିଏସନ, କେମୋଥେରାପି ଓ ଟାର୍ଗେଟେଡ ଥେରାପି ସାହାଯ୍ୟରେ ଏହି ରୋଗର ମିଶ୍ରିତ ଚିକିତ୍ସା କରାଯାଏ ।

| ବିବିଧ ଭାରତୀୟ ପ୍ରାଦେଶିକ ନାମ | ଶାସ୍ତ୍ରୋକ୍ତ ଗୁଣ |ମଧୁର ମିଶ୍ରିତ ତିକ୍ତ ରସ।

|ସଂକ୍ରମିତ ପଶୁଙ୍କ ନିକଟ ସଂସ୍ପର୍ଶରେ ଆସିଲେ ବା ପରଜୀବୀର ଅଣ୍ଡା ମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ ।

ପାକସ୍ଥଳୀରେ ଥିବା ବିଷ ବା ବିଷ ମିଶ୍ରିତ ଖାଦ୍ୟକୁ ନାସାପାକସ୍ଥଳୀ ନଳୀଦ୍ୱାରା ବାହାର କରାଯାଏ, ପାକସ୍ଥଳୀ ଧୁଆ କରାଯାଏ, ସମ୍ପୁର୍ଣ୍ଣ ଖାଦ୍ୟନଳୀ ଜଳ ସିଞ୍ଚନ କରାଯାଏ ଓ ଆକ୍ଟିଭେଟେଡ ଚାରକୋଲ ଦିଆଯାଏ ।

ଏହି ନାମରେ "ସୁପ" ଶବ୍ଦର ଅର୍ଥ ହେଉଛି ତରଳରେ ସମ୍ପୂର୍ଣ୍ଣ ମିଶ୍ରିତ ରୁଟି, ଏକ "ସୋପ" ।

(ଅମ୍ଲଜାନ ସର୍ବାଧିକ) | କ୍ଲେ, ଗ୍ରାନାଇଟ, ଫେଲ୍‌ଡସ୍ପର୍‌, ମାଇକା, ଆଜ୍‌ବେଷ୍ଟସ୍‌, କ୍ୱାର୍ଜ ଓ ବାଲିରେ ଏହା ମିଶ୍ରିତ ଭାବରେ ରହିଥାଏ| ମୂଖ୍ୟ ଉତ୍ପାଦନକାରି ଦେଶଗୁଡ଼ିକ ହେଲେ ଅଷ୍ଟିଆ, ଇଟାଲି, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ, କାନାଡା, ଭାରତ, ଓ ବ୍ରାଜିଲ୍‌।

ଏହି ଆୟୋଜନରେ ପନ୍ଦରଟି ଖେଳରେ ୧୦୨ ସ୍ପର୍ଦ୍ଧା ରହିଛି, ଯେଉଁଥିରେ ବିଗ ଏୟାର ସ୍ନୋବୋଡିଙ୍ଗ, ମାସ ସ୍ଟାର୍ଟ ସ୍ପିଡ ସ୍କେଟିଙ୍ଗ, ମିଶ୍ରିତ ଯୁଗଳ କଲିଙ୍ଗ ଏବଂ ମିଶ୍ରିତ ଟୀମ ଅପ୍ଲାଇନ ସ୍କେଟୀଙ୍ଗ ଆଦି ଖେଳ ଶୀତକାଳୀନ ଅଲିମ୍ପିକ କାର୍ଯ୍ୟକ୍ରମରେ ସାମିଲ ରହିଛି ।

ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ (clindamycin) ଭଳି ଆଣ୍ଟିବାୟୋଟିକ (antibiotic) ସାଥିରେ ମିଶ୍ରିତ ହୋଇ ଥାଏ ।

କେବଳ ଓଲମେସାର୍ଟାନ ଔଷଧରେ ଉପଶମ ଯଥେଷ୍ଟ ନହେଲେ ଏହି ମିଶ୍ରିତ ଔଷଧ ଦିଆଯାଏ ।

ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ ଓ କେତେକ ମିଶ୍ରିତ ଔଷଧ ଶିଶୁପ୍ରତି ହାନି ପ‌ହୁଞ୍ଚାଏ ।

|ଆହୁରି ପଢ଼ନ୍ତୁ|ଆରବି ଖାଦ୍ୟ|ମିଶ୍ରିତ ଖାଦ୍ୟ|ପୃଥିବୀର ଖାଦ୍ୟ|ଏସୀୟ ଖାଦ୍ୟମାନ‌ଙ୍କର ତାଲିକା|ଆଧାର|ଏସୀୟ ଖାଦ୍ୟ ପୁଷ୍ପକ ଏକ୍ସପ୍ରେସ, ଭାରତୀୟ ରେଳବାଇର ଏକ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ .ଏହା ଲକ୍ଷ୍ନୋ ଜଙ୍କସନରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିଥାଏ ।

blended's Usage Examples:

Highland purchased Matthew Gloag " Son, producers of the Famous Grouse blended whisky and acquired The Macallan single malt Scotch producers in Speyside,.


There can be distinct layering with obvious layers, or blended layering with soft layers.


They are used to make flour for yeast breads, or are blended with soft spring wheats to.


Sauvignon became internationally recognized through its prominence in Bordeaux wines where it is often blended with Merlot and Cabernet Franc.


known blended rosé champagne by blending still red and white champagne wines.


is a blended word of "fucking" + "ugly"- a slang term for extreme unattractiveness.


The survivors interbred with the native Dals and established the traditions and culture of their homeland, blended somewhat with the ways of the Dals.


picadillo is made with blended guajillo chiles, and sautéed onions and tomatillos.


an American company that produces blended fruit and vegetable juices, smoothies and similar products.


as if it had [just] been recorded so the instruments sounded full and well-blended.


to works of fiction in which sensual or sexual imagery are blended with horrific overtones or story elements for the sake of sexual titillation.


Traditionally the dish is made with a pestle and mortar, giving a slightly grainy texture, but commercial taramasalata is commonly blended to a very smooth.


The finetuning of the lighting of the Asgard homeworld, which was blended with a matte.



Synonyms:

homogenised, homogenized, alloyed,

Antonyms:

unhomogenized, heterogeneous, pure, unblended,

blended's Meaning in Other Sites