blasphemes Meaning in Odia (Oriya). ( blasphemes ଶବ୍ଦର ଓଡିଆ ଅର୍ଥ)
ଭର୍ତ୍ସନା, ଗାଳି, ଗାଲ, ନିନ୍ଦା, ଅପମାନ,
ଶପଥ ବା ଅପମାନ,
Verb:
ଭର୍ତ୍ସନା |, ଗାଳି, ଗାଲ, ନିନ୍ଦା, ଅପମାନ,
People Also Search:
blasphemiesblaspheming
blasphemous
blasphemously
blasphemy
blast
blast furnace
blast trauma
blast wave
blasted
blastema
blastemas
blaster
blasters
blasting
blasphemes తెలుగు అర్థానికి ఉదాహరణ:
ସେହି ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ବିଦୁରଙ୍କୁ ଭର୍ତ୍ସନା କରି ତାଙ୍କୁ କୃତଘ୍ନ ବୋଲି କହିଥିଲେ ।
ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା।
ଦୁର୍ଯ୍ୟୋଧନ କକା ବିଦୁରଙ୍କୁ ଅପମାନିତ ଅକରନ୍ତେ, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ଭର୍ତ୍ସନା କରିବାକୁ ଯାଉଥିଲେ, କିନ୍ତୁ ଅତୀତରେ ଜଣେ ଅନ୍ଧ ରାଜା ହୋଇପାରିବ ନାହିଁ ବୋଲି ବିଦୁର କହିଥିବା କଥା ମନେ ପକାଇ ସେ ଦୁର୍ଯୋଧନଙ୍କୁ ଭର୍ତ୍ସନା କରିବା ବଦଲରେ ତାଙ୍କୁ ମାତ୍ର ରାଜ୍ୟର ମନ୍ତ୍ରୀଙ୍କୁ ଅପମାନିତ ନ କରିବାକୁ ତାଗିଦ କରି ଛାଡିଦେଇଥିଲେ ।
ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ।
ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ ।
ନିଜ ପୁତ୍ରର ଏଭଳି ଆଚରଣରେ ଦୁଃଖିତ ହୋଇ ପିତା ନୋସେକେନି ଟ୍ରାନସ୍କେଇ ଫେରିଆସିଲେ ଓ ଏଭେଲିନ ମଣ୍ଡେଲାଙ୍କୁ ରାଜନୀତିରେ ଅତ୍ୟଧିକ ସଂପୃକ୍ତି ପାଇଁ ଭର୍ତ୍ସନା କରିଥିଲେ ।
ଅର୍ଜୁନ ତାହା ପରେ ମଧ୍ୟ ନାନା ପ୍ରକାର ଭର୍ତ୍ସନା କରି ଅନାଗ୍ରହ ପ୍ରକାଶ କରିବାରୁ ଶ୍ରୀକୃଷ୍ଣଙ୍କ ଉପାୟ ମତେ ସତ୍ୟଭାମା ମାୟାବତୀ ଦେବୀଙ୍କଠୁଁ ମନ୍ତ୍ରଧୂଳି ଆଣି ଅର୍ଜୁନଙ୍କୁ କାମଭରେ ମୋହିତ କରିନିଅନ୍ତି ।
ସେଠାରେ ନିଜ ଶିକ୍ଷକ ଧର୍ମକୀର୍ତ୍ତୀଙ୍କ ବୈଦିକ ପ୍ରଥାକୁ ଭର୍ତ୍ସନା କରିବା ସେ ବିରୋଧ କରିବା କାରଣରୁ ସେ ନାଳନ୍ଦାରୁ ବହିଷ୍କୃତ ହୋଇଥିଲେ ।
ତାଙ୍କୁ ବ୍ରିଟିଶ୍ ସରକାର ଭର୍ତ୍ସନା କରିବା ପରେ ସେ ଭାରତୀୟ ସର୍ବେକ୍ଷଣ ସଂସ୍ଥାରୁ ଇସ୍ତଫା ଦେଇଥିଲେ ।
ଫେବ୍ରୁଆରୀ ୨୫, ୧୯୫୬ରେ ହୋଇଥିବା ପାର୍ଟି କଂଗ୍ରେସରେ ସେ ଏକ ସିକ୍ରେଟ ସ୍ପିଚ ବା ଗୁପ୍ତ ବକ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ ସ୍ଟାଲିନଙ୍କର ପର୍ଜେସକୁ ସେ ଭର୍ତ୍ସନା କରିଥିଲେ ଓ ଏହା ପରେ ସୋଭିଏଟ ୟୁନିଅନରେ ଏକ ସ୍ୱଳ୍ପ ଅତ୍ୟାଚାରୀ ଯୁଗ ଆରମ୍ଭ କରିଥିଲେ ।
ବାମିୟାନ୍ ବୁଦ୍ଧ ପ୍ରତିମୂର୍ତ୍ତିକୁ ଧ୍ୱସ୍ତ କରିବା ପରେ ଆଫଗାନିସ୍ତାନର ବୌଦ୍ଧ ପରମ୍ପରାକୁ ଯୋଜନାବଦ୍ଧ ଭାବେ ବିନଷ୍ଟ କରାଯାଉଛି ବୋଲି ଚୀନ କଡ଼ା ଭର୍ତ୍ସନା କରିଥିଲା ଓ ପ୍ରସ୍ରବଣ ମନ୍ଦିର ବୁଦ୍ଧ ପ୍ରତିମୂର୍ତ୍ତି (ସ୍ପ୍ରିଂଗ୍ ଟେମ୍ପଲ୍ ବୁଦ୍ଧ) ନିର୍ମାଣ କରାଇବାର ଯୋଜନା କରିଥିଲା ।
blasphemes's Usage Examples:
Whoever blasphemes the name of the Lord shall surely be put to death.
Based on Lev, 24:16: "He that blasphemes the name of Yahweh shall surely be put to death", Jews generally avoided.
Penal Code assigns a prison sentence and fine to anyone who publicly blasphemes God or His prophets, commits an affront to religions and faiths by spoken.
professes with his lips to honour, but whom by his deeds and beliefs he blasphemes more than words can tell.
Belshazzar, in contrast, learns nothing from Nebuchadnezzar"s example, blasphemes against God, and his kingdom is given to others.
Azathoth: [O]utside the ordered universe [is] that amorphous blight of nethermost confusion which blasphemes and bubbles at the center of all infinity—the.
blasphemy: Any Muslim who blashpemes against Allah or His Messanger or blasphemes against nay one from amongst the prophets is thereby guilty of rejecting.
ordered universe [is] that amorphous blight of nethermost confusion which blasphemes and bubbles at the center of all infinity—the boundless daemon sultan.
Leviticus 24:16 states: And whoever blasphemes the name of the Lord shall surely be put to death.
forgiven the sons of men, and whatever blasphemies they utter; but whoever blasphemes against the Holy Spirit never has forgiveness, but is guilty of an eternal.
For Étienne-Jean Delécluze, "this little canvas yells, shouts, blasphemes .
some of the teachers of the law said to themselves, "This fellow is blaspheming!" Witham notes that the phrase "this man blasphemes", stems from the.
If someone blasphemes or otherwise engages in deviant behavior, Malaysia punishes such transgression.
Synonyms:
swear, verbalize, utter, cuss, give tongue to, express, verbalise, curse, imprecate,
Antonyms:
shout, close up, specify, mitigated, incomplete,