<< biassed biassing >>

biasses Meaning in Odia (Oriya). ( biasses ଶବ୍ଦର ଓଡିଆ ଅର୍ଥ)



ପକ୍ଷପାତ,

ପକ୍ଷପାତ |,

People Also Search:

biassing
biathlete
biathlon
biathlons
biaxal
biaxial
bib
bib and tucker
bibacious
bibation
bibations
bibb
bibbed
bibber
bibbers

biasses తెలుగు అర్థానికి ఉదాహరణ:

|ପ୍ରତିକ୍ରିୟା|ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଶନଙ୍କ ଏହି ରିପୋର୍ଟରେ ଗୁଜରାଟ ସରକାରଙ୍କର ହସ୍ତକ୍ଷେପ ସନ୍ଦେହ, ନିର୍ବାଚନ ସମୟ କିଛିଦିନ ପୂର୍ବରୁ ରିପୋର୍ଟ ପ୍ରକାଶ ଓ ସାମ୍ପ୍ରଦାୟିକ ପକ୍ଷପାତିତା ଆଦି କାରଣକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

| ରାଫେଲ ବିମାନ ଚୁକ୍ତି |ବିରୋଧୀ ଦଳଗୁଡ଼ିକ ରାଫେଲ ବିମାନ କିଣା ଚୁକ୍ତିର ମୂଲ୍ୟବୃଦ୍ଧି ଏବଂ କେତେକ ନିର୍ଦ୍ଧିଷ୍ଟ କମ୍ପାନୀଗୁଡିକୁ ଅଧିକ ପକ୍ଷପାତ ହେଉଛି ବୋଲି ଆଙ୍ଗୁଳି ଉଠାଇଛନ୍ତି ।

କମିଟିର ଉଭୟ ସଦସ୍ୟଙ୍କ ମତକୁ ଅଗ୍ରାହ୍ୟ କରି ଓଡେ଼ନାଲ ଯେଉଁ ପକ୍ଷପାତମୂଳକ ରିପୋର୍ଟ ଦେଇଥିଲେ, ତାହାର ପ୍ରତିବାଦ ଉଭୟ କରିଥିଲେ ଓ ଓଡ଼ିଆ ନେତାଗଣ ଜଏଣ୍ଟ ପାର୍ଲ୍ୟାମେଣ୍ଟାରି କମିଟି ଆଗରେ ଏହି ବିଷୟରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ।

କିନ୍ତୁ ଯଯାତି ତାଙ୍କର ଅନ୍ୟପତ୍ନୀ ଶର୍ମିଷ୍ଠାଙ୍କପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଗଲେ ।

|ଏହି ପ୍ରକାର ମହତ୍ତ୍ୱ ପରେ ମଧ୍ୟ ତାଙ୍କ ଉପରେ ପକ୍ଷପାତ ଏବଂ ଭ୍ରଷ୍ଟାଚାର ଆରୋପ ଲଗା ଯାଇଥିଲା ଏବଂ ତାଙ୍କୁ 1964 ମସିହାରେ ମୁଖ୍ୟମନ୍ତ୍ରୀ ପଦବୀକୁ ପରିତ୍ୟାଗ କରିବାକୁ ପଡ଼ିଥିଲା ।

ଅନେକ ପୁରୁଷଙ୍କର ମହିଳାଙ୍କ ପ୍ରତି ପକ୍ଷପାତିତା ଓ ପୁରୁଷ ପ୍ରାଧାନ ଚିନ୍ତା ଧାରା ଅତି ଭୟଙ୍କର ଅଛି”।

ଏହାର ବିକଲ୍ପ ବାହାର କରିବା ପାଇଁ ତର୍କ ଦୁଇଟି ବିଷୟରେ ଚାଲିଲା କି ଏହା ଏକ ଡାକ୍ତରୀ ସମସ୍ୟା ନା କେବଳ ପକ୍ଷପାତ ସମସ୍ୟା ।

କେତେକଙ୍କ ମତରେ ତାତ୍ୟା ଏଭଳି ଗଣ ହତ୍ୟାର ପକ୍ଷପାତୀ ନ ଥିଲେ , ବରଂ ସେ ନିଜେ ୫୩ ଜଣ ବ୍ରିଟିଶ ମହିଳା ଏବଂ ପିଲାଙ୍କ ଜୀବନ ରକ୍ଷା କରିଥିଲେ ।

ବଙ୍ଗପ୍ରଦେଶର ମେଦିନପୁର ବିଷୟରେ କମିଶନରଙ୍କ ମତ ଥିଲା ସମ୍ପୂର୍ଣ୍ଣ ପକ୍ଷପାତ ମୂଳକ ।

ତେବେ ଏହି ସମୟରେ ହୀରାକୁଦ ନଦୀବନ୍ଧ ଯୋଜନାରେ ସରଳ ଅାଦିବାସୀ ତଥା ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ଥାପନ ନୀତିରେ ଯେଉଁଭଳି ଭାବରେ ପକ୍ଷପାତିତାପୂର୍ଣ୍ଣ ବିଚାର କରାଗଲା, ତାହା ହିଁ କୋଶଳ ଅାନ୍ଦୋଳନକୁ ଜନ୍ମ ଦେଲା।

ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ ।

ଏଚ.ଜି.ୱେଲସ ମନିଛନ୍ତି ଯେ ଆରିଷ୍ଟୋଟଲ ଶ୍ରୁଙ୍ଖଳିତ ଶିକ୍ଷାର ପକ୍ଷପାତି ଥିଲେ ।

biasses's Usage Examples:

"Quasi-experimental" attempts to control for such biasses with paired difference tests have found that the effect on recidivism persists.


Thirdly and lastly, "dualism" biasses journalistic objectivity towards violence: "A decision to tell a story.


iSheep#Behavioural patterns – Derogatory marketing term (references multiple cognitive biasses) Media bias – Summarized analysis of various types of media bias.


method known as deconstruction in which they look at laws to find hidden biasses within them.



Synonyms:

prejudice, taboo, partiality, partisanship, irrational hostility, experimenter bias, tabu, racism, tendentiousness, Islamophobia, preconception, homophobia,

Antonyms:

dislike, fairness, profane, permissible, impartiality,

biasses's Meaning in Other Sites