beijing Meaning in Odia (Oriya). ( beijing ଶବ୍ଦର ଓଡିଆ ଅର୍ଥ)
ବେଜିଂ,
ବେଜିଂ,
People Also Search:
beingbeingness
beings
beirut
beja
bejewel
bejeweled
bejewelled
bejewelling
bejewels
bekiss
bekissing
beknown
bel
bel canto
beijing తెలుగు అర్థానికి ఉదాహరణ:
ପ୍ରଥମ ଭାରତୀୟ ଭାବେ ସେ ଚାରିବର୍ଷ ତଳେ ବେଜିଂ ଅଲିମ୍ପିକର କ୍ୱାଟର ଫାଇନାଲକୁ ଯାଇଥିଲେ ମଧ୍ୟ ସେମିଫାଇନାଲ ଖେଳି ପରିନଥିଲେ।
|୨୦୦୮ରେ ଚୀନର ରାଜଧାନୀ ବେଜିଂଠାରେ ଅନିଷ୍ଠିତ ହୋଇଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକରେ ୨୦୫ଟି ଦେଶର ପ୍ରାୟ ଏଗାରହଜାର ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ।
ସେ ବେଜିଂଠାରେ ଅନୁଷ୍ଠିତ ୨୦୦୮ ଗ୍ରୀଷ୍ମ ଅଲିମ୍ପିକ୍ସରେ ୧୦ ମିଟର୍ ଏୟାର୍ ରାଇଫଲ୍ ଓ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ରେ ପ୍ରତିଦ୍ୱନ୍ଦୀତା କରିଥିଲେ ।
ବେଜିଂର ସରକାରୀ ଲାଟିନ ଲିପି ସଂକ୍ଷିପ୍ତକରଣ ହେଉଛି "BJ"।
|୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ୫୭୪୯ ପଏଣ୍ଟ କରି ୨୮ ନଂ ସ୍ଥାନରେ ରହିଥିଲେ ।
ବେଜିଂ ବିମାନବନ୍ଦରରେ ଏହା ସକାଳ ୬ଟାରେ ପହଂଚିବାର ଥିଲା ।
| ଆଧାର |ଓଡ଼ିଆ ସାହିତ୍ୟ|ଓଡ଼ିଆ ଭାଷା|ଭାଷା ବିଜ୍ଞାନ ବେଜିଂ ଚୀନର ରାଜଧାନୀ ।
ବେଜିଂର ପ୍ରଥମ ପ୍ରସ୍ଥର ନଗର ହେଉଛି ଜୀ ।
ବୈଠକରେ ସମସ୍ତ ପ୍ରତିନିଧି ଏଥିରେ ସହମତ ହେଲେ କିନ୍ତୁ କିଛିଦିନ ପରେ ବେଜିଂ ଏହି ଭାରତ-ଚୀନ ସୀମାକୁ ଅମାନ୍ୟ କଲା ଓ ବିସ୍ତୃତ ମାନଚିତ୍ର ଓ ଚୁକ୍ତିପତ୍ରରେ ସ୍ୱାକ୍ଷର କଲାନାହିଁ ।
ମଞ୍ଚୁମାନେ ବେଜିଂଗ୍ ଅଧିକାର କରି ବିପ୍ଳବୀମାନଙ୍କଦ୍ୱାରା ପ୍ରତିଷ୍ଠିତ ଶୁନ ସାମ୍ରାଜ୍ୟ ଓ ଅବଶିଷ୍ଟ ମିଂଗ୍ ବିଦ୍ରୋହର ଅନ୍ତ ଘଟାଇ ଚୀନରେ ଚିଂଗ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ।
ଅପର ପକ୍ଷେ ବେଜିଂରେ ଚୀନର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଥିଲେ ଯେ ଚୀନର ସେନା ପୁଷ୍ଟି କରିଛି ଯେ ଭାରତୀୟ ସେନାମାନେ ପଛକୁ ହଟିଗଲେଣି ଓ ତେଣୁ ଚୀନ ମଧ୍ୟ ଡୋକଲାମ୍ ଅଞ୍ଚଳରୁ ନିଜ ସୈନ୍ୟସଂଖ୍ୟା କମ୍ କରିଦେବ ।
ଏହି ଚଳଚ୍ଚିତ୍ରଟି ବେଜିଂ ୫ମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।
୨୦୧୦ ମସିହା ପରଠାରୁ ବେଜିଂ ରାଜଧାନୀ ଅନ୍ତର୍ଜାତୀୟ ବିମାନବନ୍ଦର ପୃଥିବୀର ବହୁଳ ଯାତ୍ରୀମାନଙ୍କ ପାଇଁ ବ୍ୟସ୍ତପୂର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଲଟିଥିଲା ।
Synonyms:
PRC, People"s Republic of China, Peiping, Forbidden City, Communist China, China, Red China, capital of Red China, mainland China, Peking, Cathay,