<< beath beathing >>

beathed Meaning in Odia (Oriya). ( beathed ଶବ୍ଦର ଓଡିଆ ଅର୍ଥ)



ପ୍ରହାର,

Adjective:

ନିଶ୍ୱାସ,

beathed తెలుగు అర్థానికి ఉదాహరణ:

ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ ।

ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି ।

| ଫିଲ୍ମ ନିର୍ଦ୍ଦେଶନା |ନାନା ପାଟେକର 'ପ୍ରହାର' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ଶେଷରେ ସାତ ଡାଳରେ ବନ୍ଧାଯାଇଥିବା ଛାଟରେ ସଭିଙ୍କୁ ଧୀରେ ପ୍ରହାର କଲେ ଠାକୁରାଣୀ ତାଙ୍କୁ ବଜ୍ର ଭଳି ବଳବାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

'ପ୍ରହାର ' ଏକ ସାଧାରଣ ଧାରା ଚଳଚ୍ଚିତ୍ର ନ ହେଇ ଏକ ନୂଆ ଧାରାର ଚିତ୍ର ଭାବରେ ବହୁଳ ଆଦୃତ ହେଇଥିଲା ।

ତୃଷ୍ଣା ଅସହ୍ୟ ଦେଖି ଭୀମ ସେଠାରେ ମାଟିକୁ ପାଦରେ ଶକ୍ତ ପ୍ରହାର କରିବାରୁ ଏକ ଗର୍ତ୍ତ ସୃଷ୍ଟିହୋଇ ଜଳ ବାହାରି ଥିଲା ।

ରାଧାଚରଣ ମଧ୍ୟ ଗୋପାଳଚନ୍ଦ୍ର ପ୍ରହାରାଜଙ୍କୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ପାଇଁ ଶବ୍ଦ ସଂଗ୍ରହରେ ବହୁ ସହଯୋଗ କରିଥିଲେ ।

ଅନ୍ଧକର ଲୌହମୁଖ ମୁଦ୍‌ଗର ପ୍ରହାରରେ ନନ୍ଦୀଶ୍ୱର ଅଚେତ ହୋଇଗଲେ ।

|ମାନି ମିନିତିକି ଘେନି ଭକତିକି, ତୋଷ ମତିକି ଉରହାରେ|କରିଣ ପୀରତି ରଖତୁ କୀରତି, ଦେଇଣ ସୁରତି ବିହାରେ|ତୋହର ସୁତନୁ, ପରଶୋ ଏତନୁ, ତରିବ ଅତନୁ ପ୍ରହାରେ ।

ଲିଙ୍ଗଟି ଭାରୀ ହୋଇଥିବାରୁ ଉଠାଇ ନପାରିବାରୁ ଗଉଡ଼ କ୍ରୋଧାନ୍ୱିତ୍ୱ ହୋଇ ସାବଳରେ ଲିଙ୍ଗକୁ ଏକ ଶକ୍ତ ପ୍ରହାର ଦେଇଥିଲେ ।

ଗଉଡ଼ର ପ୍ରହାର ଫଳରେ ଉକ୍ତ ଲିଙ୍ଗରୁ ରକ୍ତ ଝରିବାକୁ ଲାଗିଲା ।

|ଅଛି ଯେବେ ଅନୁକମ୍ପା,|କାତି ଝିଙ୍କି ପଛେ ଛାତିରେ ପ୍ରହାର, ମୋ ନିଆଳୀ,|ହୀରା ବୁଲାକି ନ କମ୍ପା।

beathed's Meaning in Other Sites