<< be extended be fixed >>

be filled Meaning in Odia (Oriya). ( be filled ଶବ୍ଦର ଓଡିଆ ଅର୍ଥ)



ପୁରଣ କର, ବୁ .ିବା,

be filled తెలుగు అర్థానికి ఉదాహరణ:

ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ ।

ରାଜ୍ୟସରକାର ସେହି ସମୟରେ ସୀତାଙ୍କ ପାଇଁ ୧ ଲକ୍ଷ ଟଙ୍କାର ଉପହାର ଦେବାପାଇଁ କଥା ଦେଇଥଲେ, କିନ୍ତୁ ଏହି କଥାକୁ ପୁରଣ କରିବାରେ ସରକାର ବିଫଳ ହେଲେ ଏବଂ ଯାହାକାରଣରୁ ତାଙ୍କ ମା' ତାଙ୍କୁ ଅନ୍ୟ କୌଶଳ ଶିଖେଇବା ପାଇଁ ମତଦେଲେ ଯାହାଦ୍ୱାରା କି ସେ କିଛି ଟଙ୍କା କମେଇ ପାରନ୍ତେ ।

ଶାରୀରିକ ଏବଂ ଆର୍ଥିକ ରୂପରେ ହଜ କରିବାରେ ସକ୍ଷମ ହେବାର ସ୍ଥିତିକୁ ଇସ୍ତି'ତାହ କୁହାଯାଏ ଏବଂ ଯେଉଁ ମୁସଲମାନ ମାନେ ଏହି ସର୍ତ୍ତକୁ ପୁରଣ କରନ୍ତି ସେମାନଙ୍କୁ ମୁସ୍ତାତି କୁହାଯାଇଥାଏ ।

|ଜାପାନୀ ସାମ୍ରାଜ୍ୟ ଏବଂ ରାଜଧର୍ମ ରୂପେ ଶିଣ୍ଟୋର ପୁନଃସ୍ଥାପନ ସମୟରେ, ମୁଖ୍ଯ ପୂଜକଙ୍କ ପଦବୀ ସିଂହାସନ ଆରୋହିତ ସମ୍ରାଟଙ୍କ ଦ୍ବାରା ପୁରଣ କରାଗଲା ।

2012 ମସିହାରେ ସେ 12 ମଇ ଏବଂ 19 ମଇରେ ଏଭରେଷ୍ଟରେ ଚଢ଼ି ଏହି ଉପଲବ୍ଧିକୁ ପୁରଣ କରିଥିଲେ ।

|୨୦୧୬ ମେ ୧୦ରେ କମ୍ପାନୀ ୧୦୦ ବର୍ଷ ପୁରଣ କରିବାକୁ ଯାଉଛି ।

ଦୁଇଟି ଜଙ୍ଗଲ କମିଟିଦ୍ୱାରା ସୁରକ୍ଷିତ ଜଙ୍ଗଲ, ଗ୍ରାମର ଜାଳେଣୀ ଆବଶ୍ୟକତାକୁ କେତେକାଂଶରେପୁରଣ କରିଥାଏ ।

ଏପରି ସ୍ଥଳେ ନିଜ ଇଚ୍ଛା ପୁରଣ କରିବା ପାଇଁ ସେ ଜଣେ ଯୁବତୀର ପୋଷାକ ପିନ୍ଧି ଅପସରାର ନୃତ୍ୟ ଦେଖିବା ପାଇଁ ସ୍ୱର୍ଗରେ ପହଞ୍ଚିଥିଲେ ।

ଏହା ଇସ୍ଲାମର ପାଞ୍ଚୋଟି ସ୍ତମ୍ଭରୁ ଏକ ଅଟେ, ତାସହ ଏହା ଏକ ଧାର୍ମିକ କର୍ତ୍ତବ୍ୟ ଅଟେ ଯାହା ନିଜ ଜୀବନ କାଳରେ ଅତି କମରେ ଗୋଟିଏ ଥର ପୁରଣ କରିବା ସମସ୍ତ ମୁସଲମାନ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷର କର୍ତ୍ତବ୍ୟ ଅଟେ ଯାହାର କି ସକ୍ଷମ ଶରୀର ହେବା ସହ ଏହାର ଖର୍ଚ୍ଚ ଉଠେଇବାରେ ସମର୍ଥ ହୋଇପାରୁଥିବେ ।

|ଅଣ-ସରକାରୀ ସଂଗଠନ (ଏନ‌ଜିଓ)|ସ୍ଥାନୀୟ ଗରିବ ଲୋକଙ୍କୁ ସ୍ୱୟଂ-ସାହାଯ୍ୟ କରିବାକୁ ପ୍ରବର୍ତ୍ତେଇବା, ତାଙ୍କର ସାମାଜିକ ଓ ସାଂସ୍କୃତିକ ଜଟିଳତା ଓ ରେଡ ଟେପରେ କାମ କରିବାର ଆବଶ୍ୟକତାକୁ ବୁଝି ତାକୁ ପୁରଣ କରିବାକୁ ଏନ‌ଜିଓ ସାହାଯ୍ୟ କରନ୍ତି ।

|ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।

ଏଭଳି ଲକ୍ଷ ପୁରଣ କରିବା ନିମନ୍ତେ ସେ ଅଙ୍ଗୁଳିମାଳ ହୋଇଗଲା ଓ ନିଷ୍ଠୁର ଡାକୁ ହୋଇ ଅନେକ ହତ୍ୟା କରିବା ଫଳରେ ସମୁଦାୟ ଗ୍ରାମମାନଙ୍କରୁ ଲୋକମାନେ ଛାଡ଼ି ପଳେଇଲେ ।

ଏହି ଅବଧି ଥିଲା ଯାହା ମାଧ୍ୟମରେ ନିର୍ମାତା ମାନେ , ସଙ୍ଗୀତ-ସଂଘ , ଏହିପରି ଦଳ ଯିଏ ଏହି ବାଦ୍ୟ-ଯନ୍ତ୍ର ସମୂହ ପାଇଁ ଲେଖାଯାଇଥିବା ରଚନାକୁ ବଜାଉଥିଲେ , ଏହାପରେ ନିଜ ଆବଶ୍ୟକତାକୁ ପୁରଣ କରିବା ପାଇଁ ଗୋଟିଏ ପ୍ରକାରର ଉପକରଣର ନିର୍ମାଣ ବିଭିନ୍ନ ଆକାରରେ କରିବା ଆରମ୍ଭ କରିଥିଲେ ।

be filled's Usage Examples:

This fritter is usually topped with powdered sugar, and may be filled with custard, jelly, cannoli-style pastry cream, or a butter-and-honey.


Pilot fountain pens to be filled from ink bottles.


Furthermore, an empty column can be filled with any available card.


The area immediately north of the station, among the last parcels of land to be filled, was approved for development in 2013.


One difference between Royal Parade and Virginia Reel is that in Royal Parade when a card is moved from anywhere in the tableau, the gap it leaves behind does not have to be filled right away, but can be filled later by a card appropriate for the row that the gap is located in.


It also established a mechanism by which an intra-term vacancy in the vice presidency could be filled.


initially fills with meltwater, forming a proglacial lake, and later may be filled with surface water from streams or precipitation.


underside of the eaves may be filled with a horizontal soffit fixed at right angles to the wall, the soffit may be decorative but it also has the function of.


If savoury, they can be filled with cheese, sausage, minced meat, minced chicken or peppers.


Cakes can also be filled with fruit preserves, nuts or dessert sauces (like pastry cream), iced with.


For special tasks, balloons can be filled with smoke, liquid water, granular media (e.


In application of these provisions, 250 seats were to be filled.


The remainder of his school years were said by Cronin to be filled with repeated difficulties; the exception to this pattern was between the ages six to eight, where he was educated by nuns at St Margaret's convent in Edinburgh, where he developed a deep respect for the nuns.



Synonyms:

full,

Antonyms:

empty, emptiness,

be filled's Meaning in Other Sites