battleship Meaning in Odia (Oriya). ( battleship ଶବ୍ଦର ଓଡିଆ ଅର୍ଥ)
ଯୁଦ୍ଧ ଜାହାଜ, ମନୋହର,
Noun:
ଯୁଦ୍ଧ ଜାହାଜ |, ମନୋହର |,
People Also Search:
battleshipsbattling
battological
battology
batts
battue
battues
batty
batwing
batwoman
bauble
baubles
baubling
bauchle
baud
battleship తెలుగు అర్థానికి ఉదాహరణ:
|ମାର୍ଚ୍ଚରେ ଏହା ଯୁଦ୍ଧ ଜାହାଜ ପି କ୍ୟୁ-୧୨]]କୁ ସୁରକ୍ଷା ଦେବାରେ ଓ ଯୁଦ୍ଧ ଜାହାଜ କ୍ୟୁ ପି-୮କୁ ଫେରାଇ ଆଣିବାରେ ଅନ୍ୟ ହୋମ ଫ୍ଲିଟ ଜାହାଜଙ୍କ ସହ ମିଶି କାର୍ଯ୍ୟ କରିଥିଲା ।
| ସାଇରକ୍ୟୁସିଆ |ଗ୍ରୀକ ଲେଖକ ଆଥେନିଅସ (Athenaeus)ର ନଉକ୍ରାଟିସ (Naucratis) ବର୍ଣ୍ଣନା କରିଥିଲେ କିପରି ରାଜା ହାଇରୋନ ଦ୍ୱିତୀୟ (King Hieron-II) ସାଇରକ୍ୟୁସିଆ ନାମକ ଏକ ବଡ଼ ଜାହାଜ ନିର୍ମାଣ କରିବା ପାଇଁ (ଯାହା ବିଳାସପୂର୍ଣ୍ଣ ଜଳଯାତ୍ରା ସମୟରେ ଜିନିଷପତ୍ର ନେଇପାରିବ ଏବଂ ନୌସେନାରେ ମଧ୍ୟ ଯୁଦ୍ଧ ଜାହାଜ ରୂପେ ବ୍ୟବହୃତ ହୋଇପାରିବ) ତାଙ୍କୁ ଏକ ହୁକୁମନାମା ଦେଇଥିଲେ ।
ପଞ୍ଜାବୀ ନାମରେ ରୟାଲ ନାଭିର ଏକମାତ୍ର ଯୁଦ୍ଧ ଜାହାଜ ।
|ଆଧାର|୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଏଚ୍ ଏମ୍ ଏସ୍ ପଞ୍ଜାବୀ|{|||}|ଏଚ୍ ଏମ୍ ଏସ୍ ପଞ୍ଜାବୀ ରୟାଲ ନାଭିର ଟ୍ରାଇବାଲ୍ ଶ୍ରେଣୀର ବିଧ୍ୱଂସକାରୀ ଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ କାର୍ଯ୍ୟ କରିଥିଲା ଓ ଯୁଦ୍ଧ ଜାହାଜ କିଙ୍ଗ ଜର୍ଜ ଭି ସହ ଧକା ହୋଇ ବୁଡି ଯାଇଥିଲା ।
୧୬୦ ଫୁଟ ଦୂରରେ ଥିବା ପ୍ଲାଇକାଠ ନିର୍ମିତ ଏକ ରୋମାନ ଯୁଦ୍ଧ ଜାହାଜ ଆଡକୁ ଦର୍ପଣ ଗୁଡ଼ିକ ମୁହାଁଇ ରହିଥିଲା ।
ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ ୩ ଟି ଯୁଦ୍ଧ ଜାହାଜ (INS Veer, INS Nipat ଏବଂ INS Nirghat), ସର୍ବାଧିକ ବେଗରେ କରାଚି ଆଡକୁ ଗରି କରି ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲେ ।
କିନ୍ତୁ ଅପେକ୍ଷାକୃତ ଛୋଟ ପ୍ରାଙ୍ଗଣରେ ଯୁଦ୍ଧ ଜାହାଜ କିପରି ଆସୁଥିଲା ଓ ଜଳକ୍ରୀଡ଼ା ପାଇଁ ଜଳସ୍ତର କିପରି ବଜାୟ ରଖାଯାଉଥିଲା – ଏପରି କିଛି ପ୍ରଶ୍ନ ଯୋଗୁଁ ଐତିହାସିକଙ୍କ ମଧ୍ୟରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ ତଥ୍ୟକୁ ନେଇ ବିଭେଦ ଦେଖାଦେଇଛି ।
|ଅନ୍ୟ ଏକ ଓଡ଼ିଆ ଶବ୍ଦ “ପୋତ”ର ଅର୍ଥ ହେଲା ଜାହାଜ ବା ଯୁଦ୍ଧ ଜାହାଜ ।
ଏହା ଆମେରିକା ଯୁଦ୍ଧ ଜାହାଜ ୟୁ ଏସ ଏସ ୱାସିଂଟନର ରାସ୍ତରେ ବୁଡ଼ି ଯାଇଥିଲା ।
ବ୍ରିଟିଶ ସଙ୍କଟର ଭାବନା ଏତେ ଶକ୍ତିଶାଳୀ ଥିଲା ଯେ ଗାନ୍ଧୀ ଏବଂ କଂଗ୍ରେସ ନେତାମାନଙ୍କୁ ଭାରତରୁ ବାହାରକୁ ଆଣିବା ପାଇଁ ଏକ ଯୁଦ୍ଧ ଜାହାଜ ନିର୍ଦ୍ଦିଷ୍ଟ ଭାବରେ ରଖାଯାଇଥିଲା, ସମ୍ଭବତ ଦକ୍ଷିଣ ଆଫ୍ରିକା କିମ୍ବା ୟେମେନ କିନ୍ତୁ ଶେଷରେ ଭୟରୁ ସେ ପଦକ୍ଷେପ ନେଇ ନଥିଲେ ।
ବିଶ୍ୱାସ କରାଯାଏ ଯେ, ଏହି କାର୍ଯ୍ୟରେ ଜର୍ମାନ ଯୁଦ୍ଧ ଜାହାଜ ତିରପିଜକୁ ସୁରକ୍ଷା ଦେଉଥିବା ଏହି ଜାହାଜଙ୍କ ଗତିରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
battleship's Usage Examples:
For over three hours the officers and men of Pecos worked at the delicate task of getting the huge battleship alongside, then maneuvering her into the atoll.
In 1944, all four ships took part in the Battle of the Philippine Sea, where Cruiser Division 4 was part of C Force, composed of the two superbattleships Yamato and Musashi, two fast battleships Kongō and Haruna, three light carriers, eight heavy cruisers (including the four Takaos), one light cruiser and seven destroyers.
The Frigate Jylland was launched in 1860, and served as both royal yacht and battleship before it was reduced to a barracks ship in 1892.
Meanwhile, Halsey's carrier and battleship task forces remained just beyond Japanese air attack range about south of Guadalcanal.
However, all four were cancelled in June when it was realised that there were insufficient gun turrets to complete both the battleship, , and the monitors before 1917.
However, when the American battleships landed at Calbayog on February 9, 1902, the municipal officials of Bangahon prepared an occasion for the American soldiers.
its battleships, and to facilitate that, they imported from Britain an air lock diving-bell plant, a purpose-built barge in 1902.
Deyo commanded battleships, cruisers and destroyers in the bombardment of Kerama Retto and the southeast coast of Okinawa, Japan.
Sinking of the TirpitzOn 12 November 1944 the Royal Air Force (RAF) launched Operation Catechism, the raid which sank the battleship .
She was sunk off the Pacific coast of Panama during fleet exercises by the battleship , with members of the United States Congress and the press attending.
four ships were in Sevastopol when the crew of the battleship Potemkin mutinied in June 1905.
Synonyms:
warship, combat ship, battlewagon, dreadnought, pocket battleship, war vessel, dreadnaught,
Antonyms:
submersible, surface ship,