bathhouse Meaning in Odia (Oriya). ( bathhouse ଶବ୍ଦର ଓଡିଆ ଅର୍ଥ)
ସ୍ନାନାଗାର,
Noun:
ହାମାମଖାନା |,
People Also Search:
bathhousesbathing
bathing cap
bathing costume
bathing suit
bathing trunks
bathmat
bathmic
bathmism
batholite
batholites
batholith
batholithic
batholiths
batholitic
bathhouse తెలుగు అర్థానికి ఉదాహరణ:
୨/୩ଟି ଉନ୍ନତ ବିଶ୍ରାମାଗର, ସ୍ନାନାଗାର ସହ ସ୍ଥାନୀୟ କାରିଗର ଏବଂ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଉପାର୍ଜନର ମାଧ୍ୟମ ପାଇଁ ଜିଲ୍ଲାର ହସ୍ତଶିଳ୍ପ ଏବଂ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୃହ ଆଦି ଅଛି ।
|ସ୍ନାନାଗାରରେ ଖାଲି ପାଦରେ ନ ଯିବା, ପାଦ ନଖ ଛୋଟ ରଖିବା, ବଡ଼ ଯୋତା ପିନ୍ଧିବା ଓ ପ୍ରତିଦିନ ମୋଜା ବଦଳେଇବା ଅବଲମ୍ବନ କଲେ ଏହି ରୋଗ ପ୍ରତିରୋଧ ହୋଇଯାଏ ।
ସେଗୁଡିକ ଥିଲା ବାସଗୃହ, ସର୍ବସାଧାରଣ ଗୃହ ଓ ସର୍ବଜନୀନ ସ୍ନାନାଗାର।
ଜନ ସାଧାରଣ ବ୍ୟବହୃତ ସ୍ନାନାଗାରରେ ଗାଧୋଇଲେ, ଦେହ ସଂସ୍ପର୍ଷରେ ଆସୁଥିବା କ୍ରୀଡ଼ା ଯେପରିକି କୁସ୍ତିରେ ଭାଗ ନେଲେ, ଅତ୍ୟଧିକ ଝାଳ ବୋହିଲେ, ମୋଟାପଣ ଥିଲେ ଓ ଇମ୍ମ୍ୟୁନିଟି ଅଭାବ ଥିଲେ ଏହି ରୋଗ ସଙ୍କଟ ରହେ ।
ସ୍ନାନାଗାର ଜଳ ଗାଧୁଆ, ଚିକିତ୍ସା ଓ ଆମୋଦ ପ୍ରମୋଦ ନିମନ୍ତେ ବ୍ୟବହାର କରାଯାଉଥିଲା ।
ସେହି ସ୍ଥାନକୁ ସ୍ପା, ସ୍ନାନାଗାର ବା କୂପ କୁହାଯାଉଥିଲା ।
ମହେଞ୍ଜୋଦାରୋ ନଗରର ଭଗ୍ନସ୍ତୁପରୁ ଏକ ବିରାଟ ସର୍ବସାଧାରଣ ସ୍ନାନାଗାର ଉଦ୍ଧାର କରାଯାଇଛି।
ମହେଞ୍ଜୋଦାର ଓ ହରପ୍ପା ସଭ୍ୟତାର ଧ୍ୱଂସାବଶେଷରୁ ମଧ୍ୟ ବାସଗୃହ, ସ୍ନାନାଗାର ଓ ରାସ୍ତା ନିର୍ମାଣରେ ଜ୍ୟାମିତିକ ନକ୍ସାର ପ୍ରୟୋଗ ଦେଖିବାକୁ ମିଳେ ।
ସେଗୁଡିକ ଥିଲା ଖମ୍ବବିଶିଷ୍ଟ ସଭାଗୃହ, ଶସ୍ୟାଗାର ଓ ସାର୍ବଜନୀନ ସ୍ନାନାଗାର।
bathhouse's Usage Examples:
introverted student who lives above a Japanese bathhouse, and NieA, a freeloading, freewheeling alien who lives in her closet, who is considered an outcast.
gay bathhouses in the United States and Canada with particular prominence from the 1960s through the 1990s.
Bathtubs are increasingly common in modern Japanese homes; but in cities there are still many small and old apartments that do not have bathtubs, so public bathhouses called sentō are common.
stadium, a building that was probably a bathhouse, the xenon (hotel), a stoa, several rows of seats, and a group of statue bases.
Deep Eddy is the oldest swimming pool in Texas and features a bathhouse built during.
Slavic bathhouses resemble saunas, with an inner steaming room and an outer changing room.
bathhouses resemble saunas, with an inner steaming room and an outer changing room.
parking lot, concrete sidewalks, bathhouse, pool and deck, lawn areas of suntanning, patios, a concession area, and stone landscape walls.
the usual series of rooms inherited from the Roman bathhouse model: an undressing room (equivalent to an apodyterium), a cold room (frigidarium), warm room.
the buildings like a stable, a bathhouse, a laundry, some shades for firewoods and hay, and a garden.
1842 saw the completion of the first few buildings of the Duke's bathhouse and the site received the name Wilhelma.
Gay bathhouses in the United Kingdom are referred to as "gay saunas" as opposed to gay bathhouse, the term more commonly used in North America.
Bathhouses offering similar services for women are rare, but some men"s bathhouses occasionally have a "lesbian" or "women.
Synonyms:
bagnio, sudatorium, sudatory, house,
Antonyms:
disassembly,