barefoot Meaning in Odia (Oriya). ( barefoot ଶବ୍ଦର ଓଡିଆ ଅର୍ଥ)
ଖାଲି ପାଦରେ, ଖାଲି ପାଦ, ଜୋତା ଏବଂ ଚୁଡ଼ି ପିନ୍ଧନ୍ତୁ ନାହିଁ,
People Also Search:
barefootedbarege
barehanded
bareheaded
barelegged
barely
bareness
barer
bares
barest
barf
barfed
barfing
barfs
bargain
barefoot తెలుగు అర్థానికి ఉదాహరణ:
ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି ।
|ଖାଲି ପାଦରେ ସଂକ୍ରମଣ ଶଂସୟ ଜାଗାରେ ଚଲାବୁଲା କରନ୍ତୁ ନାହିଁ ।
ଗାନ୍ଧୀଙ୍କ ଭଳି ସେ ମଧ୍ୟ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁଥିଲେ ଓ ଖାଲି ପାଦରେ ବୁଲି ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରୁଥିଲେ ।
ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି ।
କାରଣ ବିଗ୍ରହ ନିର୍ମାଣ ସମୟରେ ବିଗ୍ରହଙ୍କୁ ବା ଦାରୁଙ୍କର କୌଣସି ପରିତ୍ୟକ୍ତ ଅଂଶକୁ ଖାଲି ପାଦରେ ସ୍ପର୍ଶ କରିବା ଅପରାଧ ଭାବରେ ପରିଗଣିତ ହୋଇଥାଏ ।
|ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ ।
ଗଜପତି ସେଠାରୁ ଖାଲି ପାଦରେ ଚାଲି ସିଂହଦ୍ୱାର ଗୁମୁଟରେ ପତିତପାବନ ଏବଂ ବାଇଶିପାହାଚରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନକରି କୂର୍ମବେଢାରେ ପ୍ରବେଶ କରନ୍ତି ।
ମନ୍ଦିରକୁ ଖାଲି ପାଦରେ ଗଲାଭଳି କେତେକ ଲୋକ ଥିଏଟରକୁ ଖାଲି ପାଦରେ ଯିବାକୁ ଲାଗିଲେ ଓ ସମୁଦାୟ ଉତ୍ତର ଭାରତରେ ତାଙ୍କ ମନ୍ଦିରମାଣା ଛତୁ ଫୁଟିଲା ଭଳି ବିରାଜମାନ କରିବାକୁ ଲାଗିଲା ।
|ଚର୍ମ ଓଦା ନ ରଖିଲେ, ଖାଲି ପାଦରେ ନ ଚାଲିଲେ ଓ ଅନ୍ୟର ବ୍ୟକ୍ତିଗତ ପଦାର୍ଥ ବ୍ୟବହାରର ଭାଗୀଦାର ନ ହେଲେ ଏହି ରୋଗ ପ୍ରତିରୋଧ କରିହୁଏ ।
|ସ୍ନାନାଗାରରେ ଖାଲି ପାଦରେ ନ ଯିବା, ପାଦ ନଖ ଛୋଟ ରଖିବା, ବଡ଼ ଯୋତା ପିନ୍ଧିବା ଓ ପ୍ରତିଦିନ ମୋଜା ବଦଳେଇବା ଅବଲମ୍ବନ କଲେ ଏହି ରୋଗ ପ୍ରତିରୋଧ ହୋଇଯାଏ ।
ସର୍ତ୍ତ ଅନୁସାରେ ସେ ଖାଲି ପାଦରେ ଦୌଡ଼ିବାକୁ ଆରମ୍ଭ କଲେ ଓ ତାଙ୍କର ୭ ଫୁଟ ପଛରେ ରହି ନବାବ ଘୋଡ଼ା ଉପରେ ବସି ତାଙ୍କୁ ଗୋଡ଼େଇଲେ ।
କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
barefoot's Usage Examples:
Firewalking is the act of walking barefoot over a bed of hot embers or stones.
you stand, barefoot, in the water on the sandy beach, tiny fish will (painlessly) nibble dead skin from your feet for free! This is a treatment, which.
shoes in public, is participating in the aforementioned sports or goes unshod either for religious or punitive reasons may be described as a barefooter.
iniquities inherent in the institution of slavery, including the use of horsewhips and bludgeons to force barefoot human beings to walk through mud and snow.
As penance, a legend states that Mabel walked barefoot from Wigan to Haigh every week for the rest of her life.
Hertzler from Kansas, who said: "when the wife is kept barefooted and pregnant there are no divorces.
full moon, tens of thousands of pilgrims worship Erumbeeswarar by circumambulating the hill barefoot in a practise called girivalam.
Josemaría Escrivá, in Barbastro Spain1917: According to Escriva, he received inklings of a special call, after seeing footprints in the snow, sign of the generosity of a monk who walked barefooted in winter1925: 28 March.
Hurricane Irma washed a large amount of sand from under the foundations of the lighthouse and displaced the barefoot mailman statue.
Skin colored slippers—which are unobtrusive and thus give the appearance of dancing barefoot—are.
Fe Fi Fo Yum has a challenge which sees two children go barefoot into a bowl of gunge to collect objects for their teammates such as letters/numbers or other items.
meant to replicate being barefoot and has thin, flexible soles that are contoured to the shape of the human foot, including visible individual sections.
He was lynched barefoot, hanged along with Con and Ace Moyer from the rafters of the cabin.
Synonyms:
shoeless, unshoed, barefooted, unshod,
Antonyms:
booted, shoed, sandaled, calced, shod,