banqueter Meaning in Odia (Oriya). ( banqueter ଶବ୍ଦର ଓଡିଆ ଅର୍ଥ)
ଭୋଜି,
Noun:
ଭୋଜି,
People Also Search:
banquetingbanquets
banquette
banquettes
banquo
banrural
bans
banshee
banshees
bant
bantam
bantams
bantamweight
banted
banteng
banqueter తెలుగు అర్థానికి ఉదాహరణ:
ଏହା ବଣଭୋଜି ପାଁଇ ମଧ୍ୟ ଏହା ଏକ ଉପଯୁକ୍ତ ସ୍ଥାନ।
|ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି।
ଏମାନଙ୍କ ସଂଖ୍ୟା ହ୍ରାସ ପାଇବାର ଅନ୍ୟସବୁ କାରଣ ହେଲେ: ଶିକାର ଜନ୍ତୁ କମିବା, ଜଙ୍ଗଲ ନଷ୍ଟ ହେବା, ଅନ୍ୟ ମାଂସଭୋଜି ହିଂସ୍ର ଜନ୍ତୁଙ୍କ ସହ ପ୍ରତିଯୋଗିତା, ଦେଶୀ କୁକୁରମାନଙ୍କଠାରୁ ସଂକ୍ରମିତ ହେଉଥିବା ରୋଗ ।
ଶେଷରେ ଭୋଜିଭାତ କରି ଶାଙ୍କୁଳାଇଙ୍କୁ ପୂଜାକରି ପ୍ରସାଦ ସେବନ କରି ଫେରିଥାନ୍ତି ।
ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥାଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରିଥାନ୍ତି ।
ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ।
କୁହାଯାଏ ଯେ ବଳିଆ କୁକୁରମାନଙ୍କ ପାଇଁ ଭାରତରୁ ବହୁ ବର୍ଷ ପୂର୍ବେ ଏସୀୟ ଚିତାବାଘ ପରି ମାଂସଭୋଜି ପ୍ରାଣୀ ଲୋପ ପାଇଗଲେ ।
ଓଶ୍ପାଜ୍ (ମୁଖ୍ୟ ଓଶ୍ ରୋଷେୟା) ଗୋଟିଏ ବଡ଼ ପାତ୍ରରେ ଏହାକୁ ବିଶେଷ ଅବସରରେ ବା ଉତ୍ସବ ଭୋଜିରେ ବହୁ ଲୋକଙ୍କ ପାଇଁ ତିଆରି କରନ୍ତି ।
ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା'ନ୍ତି ।
|ମହାନ ଗ୍ରୀକ୍ ସମ୍ରାଟ୍ ଆଲେକ୍ଜାଣ୍ଡାର୍ ସୋଗଡୀୟ ରାଜଧାନୀ ମରକନ୍ଦ (ଆଧୁନିକ ସମରକନ୍ଦ) ଅକ୍ତିଆର କରିବା ପରେ ଏକ ରାଜକୀୟ ଭୋଜିର ଆୟୋଜନ ହୋଇଥିଲା ଓ ଏହି ଭୋଜିରେ ଆଲେକ୍ଜାଣ୍ଡାର୍ଙ୍କୁ ପଲଉ ଓ ଅନ୍ୟାନ୍ୟ ବ୍ୟଞ୍ଜନ ପରଷା ଯାଇଥିଲା ।
ବନ୍ଧୁମିଳନ ସାଙ୍ଗକୁ ଭୋଜିର ବ୍ୟବସ୍ଥା ହୋଇଥାଏ ।
banqueter's Usage Examples:
the martyr as being "reclined on his left elbow languidly as any Roman banqueter", and thwarting his torturers with "a carved attitude of rapture".
antagonist of Odysseus in book nine of Homer’s Odyssey, as a dignified banqueter consuming wine.
banqueroute "bankruptcy" banqueroutier banqueroutière banquet "banquet" banqueter banquet-souvenir banquetage banqueteur banquette banquezingue banquier.
His banqueters were portrayed satirically: overweight, aging, huge, jutting noses, and so on.
Cantonese restaurants, such as Fook Choi Restaurant and Glorious Chinese Restaurant, are venues for Chinese cuisine for weekend family dinners and festal banqueters.