bangladeshis Meaning in Odia (Oriya). ( bangladeshis ଶବ୍ଦର ଓଡିଆ ଅର୍ଥ)
ବଙ୍ଗଳାଦେଶ,
ବାଂଲାଦେଶର ମୂଳ ବା ବାସିନ୍ଦା |,
Noun:
ବାଂଲାଦେଶୀ |,
People Also Search:
banglebangled
bangles
bangling
bangor
bangs
bangster
bangsters
bangtail
bangui
bani
bania
banian
banian tree
banians
bangladeshis తెలుగు అర్థానికి ఉదాహరణ:
|ପୁରସ୍କାର|ଟିଶାଙ୍କୁ ବଙ୍ଗଳାଦେଶର ଜତୀୟ ଚଳଚ୍ଚିତ୍ର ପୁରସ୍କାର ଥରେ ମିଳିଛି ଏବଂ ମଡେଲିଂରେ ମେରିଲ ପ୍ରଥମ ଆଲୋ ପୁରସ୍କାର ୮ଥର ମିଳିଛି ।
୨୦୦୭ରେ ସେ ଏକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।
|ଆଧାର|ବାହାର ଆଧାର|୧୯୩୬ ଜନ୍ମ|୨୦୦୪ ମୃତ୍ୟୁ|ବଙ୍ଗଳାଦେଶର ଅଭିନେତ୍ରୀ ବିଜ୍ଞାନର ଯେଉଁ ବିଭାଗରେ ଉଦ୍ଭିଦ ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ ଉଦ୍ଭିଦବିଜ୍ଞାନ କୁହାଯାଏ ।
: ସବନମ ବବ୍ଲି (ଜନ୍ମ: ୨୦ ନଭେମ୍ବର ୧୯୮୯; ଜନ୍ମସ୍ଥାନ: ଢାକା, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଏବଂ ନ୍ୟୁଜ୍ ଆଙ୍କର୍ ଯିଏକି ସମ୍ବାଦ ଉପସ୍ଥାପିକା ଭାବରେ ତାଙ୍କ ପେଶା ଆରମ୍ଭ କରିଥିଲେ ।
|ତମାଳିକା ୧୯୯୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
| ଆହୁରି ଦେଖନ୍ତୁ |କେଲିମୁଟୁ|ମିଖାଇଲ ଗୋର୍ବାଚୋଭ|ଚେକ୍ ଗଣରାଜ୍ୟ|ଲିଓନେଲ ବୁଷ୍ଟର କ୍ରାବ|ଭାଲେଣ୍ଟିନା ତେରେସ୍କୋଭା| ଆଧାର | ଅନ୍ୟାନ୍ୟ ଲିଂକ୍ |ପର୍ଯ୍ୟଟନ ସ୍ଥାନ ଜାକିୟା ବାରୀ ମମ (ଜନ୍ମ: ୧୪ ଅଗଷ୍ଟ ୧୯୮୫) ଜଣେ ବାଂଲାଦେଶୀ ମଡେଲ ଏବଂ ଅଭିନେତ୍ରୀ ଯିଏକି ଲକ୍ସ ଚ୍ୟାନେଲ ଆଇ ସୁପରଷ୍ଟାର ଭାବରେ ମଧ୍ୟ ସାରା ବଙ୍ଗଳାଦେଶରେ ଜଣାଶୁଣା ।
|ଆଧାର|ବାହାର ଆଧାର|ବଙ୍ଗଳାଦେଶର ଅଭିନେତ୍ରୀ ଜନ୍ନାତୁଲ ଫିରଦୋସ୍ ପେୟା (ଜନ୍ମ: ୧୪ ଅକ୍ଟୋବର ୧୯୯୧), ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ ।
| ଆଧାର |୧୯୨୪ ଜନ୍ମ|୧୯୮୭ ମୃତ୍ୟୁ|ଓଡ଼ିଆ ଲୋକ|ଅନୁଗୋଳ ଜିଲ୍ଲାର ଲୋକ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ ବୋନାଜ ( বোনাজ , Bonaz ) ବଙ୍ଗଳାଦେଶର ଶ୍ରୀମଙ୍ଗଳ ଏବଂ ତ୍ରିପୁରାରେ ବାସ କରୁଥିବା ଏକ ଓଡ଼ିଆ ଗୋଷ୍ଠୀ ।
ନ୍ୟାୟପାଳିକାର ମୁଖ୍ୟ ହେଉଛନ୍ତି ବଙ୍ଗଳାଦେଶର ପ୍ରଧାନ ବିଚାରପତି।
| ଆଧାର | ବାହାର ଆଧାର | ମାର୍ଚ୍ଚ ମାସର ପାଳିତ ଦିବସ|ପାଳିତ ଦିବସ କୋହିନୂର ଅଖତା (ଜନ୍ମ:; ଜନ୍ମସ୍ଥାନ: ସାତଖିରା ଜିଲ୍ଲା, ପୂର୍ବ ବାଂଲା, ପାକିସ୍ତାନର ଡୋମିନିୟନ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ପ୍ରଯୋଜିକା ଏବଂ ନିର୍ଦ୍ଦେଶିକା, ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ସୁଚନ୍ଦା ନାମରେ ପରିଚିତା ।
କିନ୍ତୁ ବର୍ତ୍ତମାନ ସମୟରେ ଏହା ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ (ଭୁଟାନ ଓ ବଙ୍ଗଳାଦେଶରେ ପ୍ରବାହିତ ଅଂଶ) ଓ ଈରାବତୀ ନଦୀରୁ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ।
ବଙ୍ଗଳାଦେଶର ୟୁନିଭରସିଟି ଗ୍ରାଣ୍ଟ କମିସନ ସହିତ ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ।