<< bambinos bamboo curtain >>

bamboo Meaning in Odia (Oriya). ( bamboo ଶବ୍ଦର ଓଡିଆ ଅର୍ଥ)



ବାଉଁଶ, ବାଉଁଶ ଗଛ,

Noun:

ବଂଶ, ବାଉଁଶ |, କର୍ମୁକ |,

People Also Search:

bamboo curtain
bamboo fern
bamboo palm
bamboos
bamboozle
bamboozled
bamboozler
bamboozlers
bamboozles
bamboozling
bamburgh
bamming
bams
ban
bana

bamboo తెలుగు అర్థానికి ఉదాహరణ:

ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତିଥାନ୍ତି ।

ଏହି ଷଢ଼େଇରେ ଗୋଟିଏ କ୍ଷୁଦ୍ର କଣାଟିଏ କରି ବାଉଁଶଟିଏ ଯୋଡ଼ାଯାଏ ଏବଂ ଘୋଡ଼ାକେଶକୁ ସୂତା ଭାବରେ ବ୍ୟବ‌ହାର କାରଯାଇଥାଏ ।

୨୦୦୦ ମସିହାରେ ତାଙ୍କ ଲିଖିତ ଜଗନ୍ନାଥ ଭଜନ ‘ବାଉଁଶ ପତର ସରୁ ଲୋ ଝାଇଁ ଝୁମୁରୁ…’ ଗୀତଟି ଲୋକପ୍ରିୟ ହେବା ପରେ ସୁବ୍ରତ ଲୋକଲୋଚନକୁ ଆସିଥିଲେ ।

କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।

ଏହା ଛଡ଼ା ସାଳଇ, ବରଗଛ, ବାଉଁଶ, ବରକୋଳି ଗଛ, ଖଇର ଗଛ, ଅର୍ଜୁନ, ଗୁଗ୍‌ଗୁଳ ଆଦି ଅନ୍ୟ ପ୍ରଜାତିର ଗଛ ମଧ୍ୟ ରହିଛି ।

 | ଜୀବଜନ୍ତୁ ଓ ବୃକ୍ଷରାଜି |ଏଠାରେ ଆକାଶିଆ ,ବାଉଁଶ ଯତୋୟ ବୃକ୍ଷ ବହୁଲ ପରିମାଣରେ ଦେଖାଯାଏ ।

ବାଉଁଶ ପାତ ଗୁଡ଼ିକୁ ଛନ୍ଦି ବୁଣିଲା ବେଳେ ଛୋଟ ଛୋଟ ଫୋଡ଼ ରହିଥାଏ ଯେଉଁ ଛିଦ୍ର ଲିଆରୁ ତସୁ ଅଲଗା କରିବା ପାଇଁ ସାହାଯ୍ୟ କରେ ।

ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ ।

ପ୍ରତି କଣ୍ଢେଇରେ ଗୋଟିଏ ବାଉଁଶ କାଠି ଖଞ୍ଜାଯାଏ ।

|ଏହାକୁ ଏକ ବାଉଁଶର ତାଟିରେ ଘୋଡାଇ କିଣ୍ୱନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଏ।

ନଦୀ କୂଳିଆ ଓ ଢାଲୁଆ ଅଞ୍ଚଳରେ ବାଉଁଶ ବଣ ମଧ୍ୟ ଦେଖିବାକୁ ମିଳେ ।

ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ମଇ ବା ଭେଣ୍ଡିଆମର୍ଦ୍ଦନ ଗଛ ଛେଲିରୁ ଏହି ବିରଳ ବାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହି ବାଦ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।

ଏହାକୁ ଘରର ଚାଳରୁ ଓ ବାଉଁଶରୁ ଝୁଲାଇ ତହିଁରେ ଖାଦ୍ଯ ପାତ୍ର ଆଦି ରଖାଯାଇଥାଏ ।

bamboo's Usage Examples:

Rodney bamboozles one creditor into co-operation, but is taken aback when the Comtesse turns.


lacking: some men were armed with nothing better than muzzle-loading muskets, longbows, or bamboo spears; nevertheless, they were expected to make do with what.


Neohouzeaua fimbriata - Myanmar, Thailand Neohouzeaua helferi - India straggling bamboo - Myanmar, Assam, Arunachal Pradesh, Bhutan Neohouzeaua kerriana.


In Tibetan cuisine, gyaho is a chafing dish in the Han Chinese style: a hot pot of vermicelli, kombu, mushrooms, meatballs, bamboo sprouts and salt.


The village became known as Celopan, a name derived from the bamboos growing along the bank of the river that were made into smoking pipes.


In 1957, an Australian visiting California told them offhand that in his home country, children twirled bamboo hoops around their waists.


A toothpick is a small thin stick of wood, plastic, bamboo, metal, bone or other substance with at least one and sometimes two pointed ends to insert.


Out of this area, bamboo groves occupy , producing an annual output of six million bamboo products.


by dipping it in sesame and salt and drink rượu cần (a beer-like drink sipped through a long bamboo pipe from a jar) like the mountain people do.


where four villages of mud and bamboo, all of which were included in the zemindary limits of the original settlement.


These may be metal (generally found in the north) or bamboo (in the south).


It was once built with cogon and bamboo by Augustinian friars around 1788.



Synonyms:

giant cane, Arundinaria gigantea, Bambusa vulgaris, Phyllostachys aurea, switch cane, tribe Bambuseae, kyo-chiku, cane reed, giant bamboo, common bamboo, black bamboo, giant timber bamboo, Arundinaria tecta, ku-chiku, fishpole bamboo, madake, Dendrocalamus giganteus, small cane, Phyllostachys nigra, gosan-chiku, Bambuseae, Phyllostachys bambusoides, kuri-chiku, gramineous plant, hotei-chiku, graminaceous plant,

Antonyms:

fauna,

bamboo's Meaning in Other Sites