bacterizing Meaning in Odia (Oriya). ( bacterizing ଶବ୍ଦର ଓଡିଆ ଅର୍ଥ)
ଜୀବାଣୁ,
ଜୀବାଣୁ କ୍ରିୟା ଅଧୀନରେ |,
People Also Search:
bacteroidbacteroids
bactria
baculiform
baculine
baculite
baculum
bacup
bad
bad advice
bad block
bad blood
bad breath
bad character
bad debt
bacterizing తెలుగు అర్థానికి ఉదాహరణ:
ଏହି ଜୀବାଣୁ ମାଇକୋବାକ୍ଟେରିଅମ ଦଳର ଅନ୍ତର୍ଭୁକ୍ତ ଯେଉ ଦଳର ଜୀବାଣୁ ଯକ୍ଷ୍ମା ଓ କୁଷ୍ଠ ରୋଗ କରାନ୍ତି ।
ଏଥିରେ ଜୀବାଣୁମାରକ ଗୁଣ ଥାଏ ।
ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।
| ଟାଇଫଏଡ ମ୍ୟାରୀ (ଯୁକ୍ତରାଷ୍ଟ୍ର ଆମେରିକା) |ମ୍ୟାରୀ ମାଲନ ନାମକ ଜଣେ ମହିଳା ଏକ ପ୍ରକାର ସାଲମୋନେଲା ଜୀବାଣୁର ବାହକ ବୋଲି ଜଣାପଡ଼ିଥିଲା ।
ଜୀବାଣୁର କୋଷ କାନ୍ଥ (cell wall) ତିଆରି ଶକ୍ତିକୁ ମେରୋପେନେମ ଅବରୋଧ କରିବାଦ୍ୱାରା ଜୀବାଣୁ ମୃତ୍ୟୁ (bacterial death) ହୁଏ ।
| ଏନରିଚମେଣ୍ଟ ମିଡିଆ |୧ ଆଲକାଲାଇନ ପେପଟୋନ ଜଳ ପି.ଏଚ ୮.୬ (Alkaline peptone water at pH 8.6)|୨ ମନସୁର ଟରୋକୋଲେଟ ଟେଲ୍ୟୁରା ଇଟ ଜଳ ପି.ଏଚ. ୯.୨ (Monsur's taurocholate tellurite peptone water at pH 9.2) | ପ୍ଲେଟ ମିଡିଆ |ଆଲକାଲାଇନ ବାଇଲ ସଲ୍ଟ ଅଗର|ଜି.ଟି.ଟି. ଅଗର|ଟି.ସି.ବି.ଏସ. ମିଡିଅମ|କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ ।
ଜୀବାଣୁଦ୍ୱାରା ହେଉଥିବା ନିମୋନିଆକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।
ସାଧାରଣତଃ ସ୍ଟ୍ରେପ୍ଟୋକୋକାଇ streptococci ବା ସ୍ଥାଫାଇଲୋ କୋକାଇ staphylococci ଜୀବାଣୁ ଯୋଗୁ ଏହି ରୋଗ ହୁଏ ।
୧୯୮୩ ମସିହାରେ ଆଫଗାନିସ୍ତାନରେ ହୋଇଥିବା ବିସ୍ଫୋରଣର ଅନୁସନ୍ଧାନ କରୁଥିବା ଋଷିଆର ବୈଜ୍ଞାନିକମାନେ ଏହି ଜୀବାଣୁକୁ ପୃଥକ୍ କରିଥିଲେ।
ଏହା ଜୀବାଣୁର ପ୍ରୋଟିନ ପ୍ରସ୍ତୁତିରେ ବାଧା ସୃଷ୍ଟି କରି ତାହାର ବୃଦ୍ଧି ରୋକିଦିଏ ।
ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କଦ୍ୱାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କଦ୍ୱାରା ହୋଇଥାଏ ।
ପି. ଭିଭାକ୍ସ ଓ ପି. ଓଭାଲ ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି ଦୁଇ ଦିନରେ ଥରେ ଏବଂ ପି. ମ୍ୟାଲେରିଏ ଓ ପି. ଫାଲସିପାରମ ଜନିତ ସଂକ୍ରମଣରେ ଏହା ପ୍ରତି ତିନି ଦିନରେ ହୋଇପାରେ ତଥା ୩୬-୪୮ ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ୱର ଆସିଥାଏ ।
କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।
Synonyms:
bacterise, subject,
Antonyms:
noncitizen, unsusceptible, insubordinate,