backyard Meaning in Odia (Oriya). ( backyard ଶବ୍ଦର ଓଡିଆ ଅର୍ଥ)
ପଛପଟ,
Noun:
ପଛପଟ,
People Also Search:
backyardsbacon
bacon and eggs
bacon's
baconer
baconian
bacons
bacteremia
bacteria
bacteria order
bacterial
bacterial plaque
bacterial toxin
bacterian
bacterias
backyard తెలుగు అర్థానికి ఉదాహరణ:
କୁହାଯାଏ ଯେ ମୁଣ୍ଡ ପଛପଟେ ମଣିଷ ମୁଖା ଲଗାଇବା ଓ ବୈଦ୍ୟୁତିକ କୃତ୍ରିମ ମୂର୍ତ୍ତି ମଧ୍ୟ ବାଘଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରେ ।
ସେନାପଟା ବିଗ୍ରହମାନଙ୍କ ପଛପଟେ ଲାଗି ହେଉଥିବା ବେଳେ ବାହୁତକଣ୍ଟ ଶ୍ରୀହସ୍ତରେ ଲାଗି ହୋଇଥାଏ ।
ଏହାର ରଙ୍ଗ ମୁଖ୍ୟତଃ ଧଳା, ଛାତି ତଥା ବେକର ପଛପଟର ରଙ୍ଗ ପାଉଁଶିଆ ଏବଂ ଲାଞ୍ଜର ରଙ୍ଗ ଖଇରିଆ ।
ଗୋଟିଏ ବା ଦୁଇଟି କୁକୁର ସମ୍ମୁଖ ପଟୁ ଶିକାରକୁ ଆକ୍ରମଣ କରି ତାହାର ଧ୍ୟାନ ଆକର୍ଷଣ କରି ରଖନ୍ତି ଓ ଆଉ ଦୁଇଟି ଜୀବ ପଛପଟୁ ଆକ୍ରମଣ କରନ୍ତି ।
ମା’ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ ।
ପଛପଟୁ ଆକ୍ରମଣ ହେବାର ଜାଣି ଲିଓନାଇଡ଼ସ ବାକି ଗ୍ରୀକ ସୈନ୍ୟଙ୍କୁ ବିଦାୟ କରିଦେଇ କେବଳ ତିନିଶହ ସ୍ପାର୍ଟୀୟ, ସାତଶହ ଥେସ୍ପିୟ ଓ ଚାରିଶହ ଥିବୀୟ ସୈନ୍ୟଙ୍କ ସହ ପାରସ୍ୟ ବାହିନୀର ମୁକାବିଲା କରିଥିଲେ ଓ ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ ।
ସେବାୟତମାନେ ପ୍ରଭୁଙ୍କ ଅନିଷ୍ଟ ନ ହେବା ପାଇଁ ଶ୍ରୀମନ୍ଦିରର ପଛପଟେ ଲୁଚାଇ ନେଇ ପ୍ରଭୁଙ୍କୁ ଚିଲିକାର ଗୋପନ ଆଶ୍ରୟସ୍ଥଳୀରେ ରଖିଥିଲେ।
ଏବଶେଷରେ ତଳ ପାଟିହାଡ ଏବଂ ଖପୁରୀର ପଛପଟୁ ଅଧା, ବେକ ଏବଂ ପଛ ମେରୁହାଡ ଓ ବିଭିନ୍ନ ଅଙ୍ଗ ତତ୍ତ୍ୱ ସହିତ ସାମିଲ ରହିଛି ।
ଆଖିରୁ ବେକର ପଛପଟ ବା ମୁଣ୍ଡର ଉପରାଂଶ ପାଉଁଶିଆ ରଙ୍ଗର (କେତେକ ଗୟଳଙ୍କ କ୍ଷେତ୍ରରେ ଏହା ମାଟିଲଗା ଧଳା ରଙ୍ଗର ମଧ୍ୟ ହୋଇପାରେ) ।
ଏହି ସମୟ ଭିତରେ ଯଦି କେହି ଧରାପଡ଼ିନଥିବା ଖେଳାଳି ପଛପଟୁ ଚୋରକୁ ଛୁଇଁଦିଏ ତେବେ ସେହି ଚୋରକୁ ପୁଣିଥରେ ଚୋର ହବାକୁ ପଡେ ।
ବେକର ଆଗ ବା ପଛପଟେ କାମୁଡ଼ି ଧରିଲେ ତାହାର ଶ୍ୱାସରୁଦ୍ଧ ହୋଇଯାଏ ।
backyard's Usage Examples:
in his backyard using the limb of a peach tree and landing in a pit of piled up dirt.
Early home movies show him training for a life at sea, climbing a telephone pole in his backyard, and wrestling " Jiu Jitsu to prepare for the inevitable fights he believed would occur due to his reading the novels of Jack London and Joseph Conrad.
However, it is in a prominent position and otherwise has good commercial reuse potential, particularly due to the large backyard.
In a voice-over (during a scene which Lesly is shown fleeing the house), Jackie-O states she buried Marty's body in the backyard, next to Daddy.
Meanwhile Cartman dresses in a brown Hitler-esque uniform and hosts a fan club meeting in his backyard.
Many homeowners with children build sandpits in their backyards because, unlike most playground equipment, they can be easily and cheaply.
with trains, which led him to build the Carolwood Pacific Railroad, a ridable miniature railroad in his backyard.
Enjoying butterflies more: attract butterflies to your backyard.
by Kevin Bray in the Lancaster area, depicts Norwood as an unnoticed wedding guest in the backyard of an expressway hotel, following the breakdown of her.
Backyard wrestling (BYW), also referred to as yarding or backyarding, is an underground hobby and sport involving untrained practices of professional-style.
Playground slides are found in parks, schools, playgrounds and backyards.
According to police reports, he arrived at her house after an argument on the phone, forced entry into her home by breaking in doors, and chased her into the backyard where he punched her twice in the face with a closed fist.
from Palestine! In our backyard, is currently developing one of the most anguishing questions of this world.
Synonyms:
yard, grounds, curtilage,