<< backed backers >>

backer Meaning in Odia (Oriya). ( backer ଶବ୍ଦର ଓଡିଆ ଅର୍ଥ)



ପୃଷ୍ଠପୋଷକ, ସାହାଯ୍ୟକାରୀ, ସମର୍ଥକ,

Noun:

ସାହାଯ୍ୟକାରୀ, ସମର୍ଥକ,

backer తెలుగు అర్థానికి ఉదాహరణ:

| ଇତିହାସ |ପାଠାଗାରଟି ୧୯୦୭ ମସିହାରେ "ଯୁବ ପାଠାଗାର" ନାମରେ ମଞ୍ଜୁଷାର ତତ‌୍‍କାଳୀନ ରାଜା ବାସୁଦେବ ରାଜମଣିଙ୍କ ପୃଷ୍ଠପୋଷକତାରେ ନରସିଂହ ମନ୍ଦିର ନିକଟରେ ପ୍ରତିଷ୍ଠିତ ହୋଇଥିଲା ।

ଏଠି ପୁସ୍ତକରେ କାମବାନ ତାଙ୍କର ପୃଷ୍ଠପୋଷକଙ୍କ ନାମ ଉଲ୍ଲେଖ ବିଭିନ୍ନ ସ୍ଥାନରେ କରିଛନ୍ତି ।

ବାଲ୍ୟ ଜୀବନରୁ ପ୍ରଫୁଲ୍ଲ ନିଜ ଗାଁ ମାଟି, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ରାମନବମୀ ଓ ଚଇତି ପର୍ବର ଲାଳିକା, ନବରଙ୍ଗ ସହିତ ଗାଁ ସୁଆଙ୍ଗ ଆଉ ରାମଲୀଳା ଦେଖ୍ ଦେଖ୍ ଏବଂ ୧୯୪୪ ବେଳକୁ ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୃଷ୍ଠପୋଷକତାରେ ଉଦୟ ନାଟ୍ୟସଂଘର ମଞ୍ଚସ୍ଥ ଅନେକ ନାଟକ ଓ ୧୯୫୫ରେ ଭବାନୀପାଟଣା ଗସ୍ତରେ ଆସିଥିବା ଅନ୍ନପୂର୍ଣ୍ଣା ‘ଏ’ ଗୁପର ନାଟକ ସମୂହ ଦେଖି ପ୍ରଭାବିତ ହୋଇଥିଲେ ।

ଘରେ ସଙ୍ଗୀତର ପୃଷ୍ଠପୋଷକତା ପାଇଁ ଜମିବାଡ଼ି ସମ୍ପତ୍ତି ବିକ୍ରୀ ହୋଇ ଯାଇଥିଲା ଓ ଅର୍ଥାଭାବ ଯୋଗୁ ତାଙ୍କ ସଙ୍ଗୀତ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା ।

ସାଧାରଣତଃ କୁଶାଣମାନେ ବୌଦ୍ଧଧର୍ମର ପୃଷ୍ଠପୋଷକ ଥିଲେ, ଏବଂ କନିଶ୍କଙ୍କ କାଳରୁ ତାଙ୍କ ଦେବତାଙ୍କ ସୂଚୀରେ ଜୋରାଷ୍ଟ୍ରୀୟ ଧର୍ମର କେତେକ ସଙ୍କେତ ମିଳେ ।

ପରବର୍ତ୍ତୀ ସମୟରେ ଗଞ୍ଜାମର ରମ୍ଭାଠାରେ, ଖଲ୍ଲୀକୋଟ ରାଜ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ସମ୍ପାଦନା କରୁଥିଲେ ।

|ସ୍ପିଂକ୍ କୁହନ୍ତି ଯେ ହରିସେନଙ୍କ ମୃତ୍ୟୁର କିଛି ବର୍ଷ ପରେ ଖ୍ରୀ. ୪୮୦ ବେଳକୁ ଅନ୍ୟ ବିତ୍ତଶାଳୀ ପୃଷ୍ଠପୋଷକ ଅଜନ୍ତାରେ ନିର୍ମାଣ ପାଇଁ ଆଉ ମନ ବଳାଇଲେ ନାହିଁ ।

ଗୁମ୍ଫାରେ ବୁଦ୍ଧଙ୍କ ପୁନର୍ଜନ୍ମର କେବଳ ରାଜକୀୟ ଜୀବନକଥା ସବୁ ଅଙ୍କିତ ହୋଇଥିବାରୁ ବାକାଟକ ରାଜା ହରିସେନ ଏହି ଗୁମ୍ଫାର ପୃଷ୍ଠପୋଷକ ରହିଥିବା ସ୍ପିଂକ୍ ଅନୁମାନ କରିଛନ୍ତି ।

ପରବର୍ତ୍ତୀ ସମୟରେ ଶୈଳୋଦ୍ଭବ ବଂଶୀୟ ରାଜା ଧର୍ମରାଜ ଓ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଓଡ଼ିଶାରେ ଜୈନ ଧର୍ମର ପୃଷ୍ଠପୋଷକା କରିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କ ସପକ୍ଷରେ ଲେଖି ଦୈନିକ ଆଶା ବହୁ ସରକାରୀ ପୃଷ୍ଠପୋଷକତା ଲାଭ କରିଥିଲା ।

ତାହାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଲା ।

ଖ୍ରୀ.ପୂ. ୨୩୦ରୁ ଖ୍ରୀ. ୨୨୦ ମଧ୍ୟରେ ରାଜୁତି କରିଥିବା ହିନ୍ଦୁ ସାତବାହନ ବଂଶର ପୃଷ୍ଠପୋଷକତାରେ ଏଗୁଡ଼ିକ ନିର୍ମିତ ହୋଇଥିବା ସମ୍ଭବପର ।

ସିନ୍ଧୁର ପୂର୍ବଦିଗରେ ଘଗ୍ଗର-ହାକ୍ରାର ଭୌଗୋଳିକ ଅବସ୍ଥିତି, ପାତାଳଗାମୀ ସରସ୍ୱତୀ ଓ ମରୁ ଅଞ୍ଚଳରେ ଘଗ୍ଗର ଅଦୃଶ୍ୟ ହେବା ଏହି ମତର ପୃଷ୍ଠପୋଷକ

backer's Usage Examples:

that there is still no clear release date and for the difficulty in which backers who have abandoned the project have had in receiving a refund.


The Colts traded Looney and an undisclosed draft pick to the Detroit Lions following on June 3, 1965 for linebacker Dennis Gaubatz.


The two outside or "Stud" linebackers must be effective at pressuring the offensive line and reading and reacting to the play as it develops.


In 1993, as a junior, Mamula had 84 tackles and 11 sacks as a rush-backer in a 3-4 defense for Boston College.


At this time, Israel was the primary backer of the Lebanese Front's militia.


logistical and political support of either the local population or foreign backers who do not engage in an armed struggle but sympathize with the guerrilla.


In 1999, he made 131 tackles and intercepted four passes, becoming the first Cowboys linebacker to go to the Pro Bowl since Ken Norton Jr.


Linebacker (LB): Linebackers are positioned 2 to 4 yards behind the defensive line.


Among major early backers of iWon was Viacom, parent of CBS, UPN and MTV.


In 1989, property magnate Michael Knighton was on the verge of completing a £20"nbsp;million takeover, but his financial backers pulled out at the last minute and he had to be content with merely a seat on the board.


The close relationship Stapleton seemed to have with land-owning political backers who stood to benefit, conspicuous among them H.



Synonyms:

angel, patron, sponsor, supporter,

Antonyms:

bad person, boycott, nonworker,

backer's Meaning in Other Sites