awesome Meaning in Odia (Oriya). ( awesome ଶବ୍ଦର ଓଡିଆ ଅର୍ଥ)
ଅଦ୍ଭୁତ, ଭୟଙ୍କର ଏବଂ ଅତ୍ୟଧିକ ଅନୁଭବ, ଅତ୍ୟଧିକ ହୃଦୟସ୍ପର୍ଶୀ ଏବଂ ଚିତ୍ତାକର୍ଷକ,
Adjective:
ଅଦ୍ଭୁତ, ଭୟଙ୍କର,
People Also Search:
awesomelyawesomeness
awestruck
awful
awfully
awfulness
awhape
awhaped
awhaping
awheel
awhile
awhirl
awing
awink
awk
awesome తెలుగు అర్థానికి ఉదాహరణ:
ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ ।
ଇତ୍ୟବସରରେ ତାଙ୍କରି ପିତା ତାଙ୍କୁ ମଗରମଛକୁ ଧରିବାର ଅଦ୍ଭୁତ କଳା କୌଶଳ ଶିକ୍ଷା ଦେଇଥିଲେ ।
ରାମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଥିଲା ।
କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ ।
ତନ୍ମଧ୍ୟରୁ ଏକ ଅଦ୍ଭୁତ ମୋହରର ଏକ ପାର୍ଶ୍ୱରେ କୁଷାଣ ରାଜାଙ୍କ ଚିତ୍ର, ବ୍ରାହ୍ମି ଲିପିରେ ଲେଖା ରହିଛି ଓ ଅପର ପାର୍ଶ୍ୱରେ ରୋମାନ ପରି ମୁଣ୍ଡ, ରୋମାନ ଭାଷାର ଲେଖା ରହିଛି ।
ଶକ୍ତି, ଐକ୍ୟ ଓ ଠାଣିର ଏହା ଅଦ୍ଭୁତ ନିଦର୍ଶନ ।
ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ ।
ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ସମାଲୋଚକ ମାନଙ୍କ ମତରେ , ତାଙ୍କ ଭିତରେ ଏକ ଅଦ୍ଭୁତ କଳାତ୍ମକତା ଲୁଚି ରହିଥିଲା , ଯାହା ଫଟୋଗ୍ରାଫି ବାଟଦେଇ ପ୍ରକଟିତ ହେଉଥିଲା ।
ପୃଥିବୀ ପରିଭ୍ରମଣ କରୁଥିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଦୃଷ୍ଟି ପଥାରୂଢ଼ ହେଲା ।
ଏହାଦ୍ୱାରା ତାଙ୍କ କ୍ଷୁଧା ନିବାରଣ ତ ହେଲା ତା ସହିତ ତାଙ୍କ ଭିତରେ ଏକ ଅଦ୍ଭୁତ ଆତ୍ମ ବିଶ୍ୱାସ ଜାଗ୍ରତ ହେଲା ଯେ ସେ କହୁଣିରେ ନଡ଼ିଆ ଭାଙ୍ଗିପାରନ୍ତି ।
ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି ।
ବରଦାନ ଅନୁସାରେ ଅଦ୍ଭୁତରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ।
awesome's Usage Examples:
Lost was awesome, but exhausting -- in a good way (and so were we)In 2017, Eddie Cibrian named Invasion one of his favorite shows to be a part of.
stories of lobster feasts, of eel for breakfast, dinner and tea, of mud up to your neck, the awesome chopping of the Browdens and Jack Churchfield, and the.
He told The Independent, It's a pretty awesome place to be homeless.
What"s up? Jak: I finally got the 1974 Moldovian Three Gringo Stamp – unlicked! How awesome is that? This may also have something to do with the ongoing.
Furthermore, like Xena, Jack is a gay basher’s worst nightmare: a queer weapon-wielding, ass-kicking superhero gleefully chewing his way through awesome fight scenes.
is known for catchphrases such as "This is awesome, baby!" and "diaper dandy" (outstanding freshman player), as well as his enthusiastic and colorful.
Hugo Wolf wrote to a friend that the symphony was the work of a giant that surpasses the other symphonies of the master in intellectual scope, awesomeness, and greatness.
Totally Office CalendarIn 2006, Elliot had a slip of the tongue while trying to say awesome and instead said office.
He is known for catchphrases such as "This is awesome, baby!" and "diaper dandy" (outstanding freshman player), as well as his enthusiastic and colorful.
Although Stereogums Ryan Leas did not include it in his Top 10 Pulp song's he noted that he almost ranked it at number ten, purely on that awesome synth thing that happens about two and a half minutes in.
basically the awesome, mind-blowing experience of what it"s like to take a shit for the first time.
Synonyms:
impressive, awing, awe-inspiring, amazing, awful,
Antonyms:
pleasant, nice, niceness, unalarming, unimpressive,