<< aware of awarenesses >>

awareness Meaning in Odia (Oriya). ( awareness ଶବ୍ଦର ଓଡିଆ ଅର୍ଥ)



ସଚେତନତା, ସାବଧାନ,

Noun:

ଟେର୍, ସଚେତନତା, ପରିଚୟ,

People Also Search:

awarenesses
awarer
awarest
awarn
awarning
awash
awatch
awater
awave
away
away!
awayes
aways
awdl
awe

awareness తెలుగు అర్థానికి ఉదాహరణ:

|କ୍ଲିନିକାଲ ମନୋବୈଜ୍ଞାନୀ (Clinical psychology) ଏବଂ ମାନସିକ ଚିକିତ୍ସାବିତ୍ (psychiatry) ୧୯୭୦ ମସିହାରୁ ଅନେକ ସଚେତନତାକୁ ଉପଯୋଗ କରି ରୋଗ ନିବାରଣ ପଦ୍ଧତି ବାହାରକରିଥିଲେ ଯାହା ମାନସିକ ରୋଗୀମାନଙ୍କୁ ସହାୟତା କରିଆସୁଛି ।

ଗର୍ଭନିରୋଧକ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଇଲେ ଅସୁରକ୍ଷିତ ଗର୍ଭପାତଜନିତ ସମସ୍ୟା ହ୍ରାସ ପାଇବା ସମ୍ଭବପର ।

| ଅର୍ଥନୀତି |ଉଚ୍ଚ ରକ୍ତଚାପ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ସଚେତନତା ନିମନ୍ତେ ଦେଶର ତଥା ଲୋକମାନଙ୍କର ପ୍ରଭୁତ ଅର୍ଥ ବ୍ୟୟ ହୁଏ ।

ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡ଼ିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ ।

|ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।

| ଦିନର ଉଦ୍ଦେଶ୍ୟ |ଶିଳ୍ପ ବିପର୍ଯ୍ୟୟର ପରିଚାଳନା ଏବଂ ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିବା ।

| ଇତିହାସ |ବିଧବାମାନଙ୍କର ବୈଧବ୍ୟଜନିତ ଯନ୍ତ୍ରଣା ତଥା ଦୈନ୍ୟତା ବିରୁଦ୍ଧରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବିଧବା ଦିବସର ପ୍ରଚଳନ ଲୁମ୍ବା ଫାଉଣ୍ଡେସନଦ୍ୱାରା କରାଯାଇଥିଲା ।

ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ଆକୃତି ସଚେତନତା କେବେଳ ମଣିଷର ବିଶେଷତ୍ୱ ନୁହେଁ, ଏହା ଜୀବଜନ୍ତୁଙ୍କର ମଧ୍ୟ ପ୍ରବୃତ୍ତିଗତ ।

ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

|ଏହି ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସଚେତନତାର ଅଭାବ ଦେଖିବାକୁ ମିଳିଥାଏ ।

ସେହି ସଚେତନତା ଯୋଗୁ ଗର୍ଭ ଏଡ଼େଇବା, ଗର୍ଭାଧାନ କରିବା ବା ଅନ୍ୟ ପକ୍ଷରେ କ‌ହିବାକୁ ଗଲେ ମହିଳା ସ୍ୱାସ୍ଥ୍ୟ (gynecological) ସୁରକ୍ଷା ଲାଭ କରିହେବ ।

ଜନସାଧାରଣଙ୍କ ସହ ଏହି ବିଷୟରେ ଯୋଗାଯୋଗ, ସଚେତନତା ଆଦି ପଦକ୍ଷେପ ନିଆଯାଉଛି ।

awareness's Usage Examples:

Andrade has become active in raising mental health awareness and plans to launch the Mary Kay Bergman Project, a mental health outreach program for artists and entertainers.


clinicians most frequently address these tensions by emphasizing the mediational strategies of increasing self-awareness, seeking secular support (e.


It goes off onto some dopey tangents and displays an unnerving tendency toward self-awareness, but it provides reasonable entertainment.


OtherSerenAIDe is an annual, entirely student-run, benefit concert organized to raise money and awareness for victims of Amyotrophic lateral sclerosis (Lou Gehrig's Disease).


"Although the name Beaners was chosen twenty years ago out of innocent unawareness, it is undeniable that this word is xenophobic and offensive to many".


Corruption, a failing economy, growing public awareness of the harsh repressive measures taken by the regime, and the military defeat in the Falklands War, eroded the public image of the regime.


"a sensitivity to ephemera", is a Japanese term for the awareness of impermanence (無常, mujō), or transience of things, and both a transient gentle sadness.


is a Japanese term for the awareness of impermanence (無常, mujō), or transience of things, and both a transient gentle sadness (or wistfulness) at their.


confabulate a plausible explanation, and "seem" to be "unaware of their unawareness".


Evidence-based design for healthcare facilities There is a growing awareness among healthcare professionals and medical planners for the need to create patient-centered environments that can help patients and family cope with the stress that accompanies illness.


Nationalism requires first a national consciousness, the awareness of national communality of a group of people, or nation.


protection and networked situational awareness to generate shock action and overmatch in close combat.



Synonyms:

knowing, feel, sense, self-awareness, unaware, cognisant, incognizant, aware, knowingness, cognisance, cognizant, consciousness, cognizance,

Antonyms:

insensibility, sleeping, incognizance, unaware, aware,

awareness's Meaning in Other Sites