avenging Meaning in Odia (Oriya). ( avenging ଶବ୍ଦର ଓଡିଆ ଅର୍ଥ)
ପ୍ରତିଶୋଧ,
Verb:
ପରିଶୋଧ କରିବାକୁ, ପ୍ରତିଶୋଧ ନିଅ, ପ୍ରତିଶୋଧ ନେବାକୁ, ପୁନରୁଦ୍ଧାର ପାଇଁ, ପ୍ରତିଶୋଧ,
People Also Search:
aveniravens
avenses
aventail
aventails
aventring
aventure
aventurine
avenue
avenues
aver
average
average cost
averaged
averagely
avenging తెలుగు అర్థానికి ఉదాహరణ:
ତେଣୁ ସେ ସମସ୍ତଙ୍କଠାରୁ ପ୍ରତିଶୋଧ ନେବାପାଇଁ ଏକ ନାଟକ ରଚିଲା ।
ସେ ଚାହୁଁଥିଲେ ଯେ କୁରୁ ବଂଶର ଶାଖାଗୁଡ଼ିକ ମଧ୍ୟରେ ଏକ ପୂର୍ଣ୍ଣ-ଗୃହଯୁଦ୍ଧ ହେଉ, ଯାହା ତାଙ୍କର ପ୍ରତିଶୋଧ ପୂରଣ କରି ସମଗ୍ର ପରିବାରକୁ ଧ୍ୱଂସ କରିବ ।
ଏସବୁ ଦେଖି ରୋମା (ପ୍ରିୟଙ୍କା ଚୋପ୍ରା ଅଭିନୀତ), ଯିଏକି ରମେଶର ଭଉଣୀ, ପ୍ରତିଶୋଧ ପରାୟଣ ହୋଇଉଠେ ଏବଂ ନିଜ ପରିଚୟ ଗୋପନ କରି ଡନ୍ର ଦଳରେ ଯୋଗଦିଏ ।
ତାହାଦ୍ୱାରା ରାଜା ବ୍ରାହମଦତ୍ତ ତାଙ୍କ ପିତାଙ୍କୁ ପରାଜିତ କରିଥିବାର ପ୍ରତିଶୋଧ ନେଇଥିଲେ ।
ଏହି ଅପମାନଜନକ ସର୍ଭଗୁଡ଼ିକ ଜର୍ମାନୀ ମନ ଭିତରେ ପ୍ରତିଶୋଧ ଭାବନା , ଜାଗ୍ରତ କରିଥିଲେ।
ମୋଗ୍ଗାଲ୍ଲନା ଜୀବନ ଭୟରେ ଭାରତ ପଳାୟନ କରି ସେଠାରେ ପ୍ରତିଶୋଧ ନେବାପାଇଁ ଯୋଜନା କରିବାକୁ ଲାଗିଲେ ।
| ଅର୍ଜୁନଙ୍କ ପ୍ରତିଶୋଧ ||ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନାକୁ ଭେଦ କରି ଭୀଷଣ ଯୁଦ୍ଧରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥଙ୍କ ନିକଟକୁ ପହଞ୍ଚି ପାରିନଥିଲେ ।
|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
ଧୀରେ ଧୀରେ ସେ ମୁମ୍ବାଇରୁ ତା'ର ଦଳ ସମ୍ପୂର୍ଣ୍ଣ ଭାରତ ବର୍ଷରେ ବିସ୍ତାର କରିଦେଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ଛିଡ଼ା କରାଇ ତାଙ୍କୁ ବିଜୟୀ କରାଇଲା ଓ ତା'ର ବାପାମାଆଙ୍କୁ ଧୋକା ଦେଇ ହତ୍ୟା କରିଥିବା ଅନ୍ୟତମ ପ୍ରଧାନମନ୍ତ୍ରୀ ପାର୍ଥୀ ଜୟ ଦେବକୁ ମଧ୍ୟ ହତ୍ୟା କରି ପ୍ରତିଶୋଧ ନେଲା ।
ଖରାସୁର ସ୍ୱଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ ।
ଯେତେବେଳେ ଦଶରଥ ରାମଙ୍କୁ ତାଙ୍କ ସିଂହାସନ ପ୍ରଦାନ କରିବାକୁ ଚାହିଲେ , କ୍ୟେକେୟୀ ମନ୍ଥରାର ଅହଂକାର ଓ ପ୍ରତିଶୋଧ ନେବାର ଇଚ୍ଛା ଯୋଗୁ ତାଙ୍କ ପ୍ରବର୍ତନାରେ ପଡି ତାଙ୍କ ନିଜ ପୁତ୍ର ଭରତଙ୍କୁ ରାଜଗାଦି ଦେବାକୁ ବର ମାଗିଲେ ଓ ରାମଙ୍କୁ ବନବାସ ପଠେଇବାକୁ କହିଲେ ।
ଏଥରେ ଇଜାନାମୀ ଲଜ୍ଜିତ ହେଲେ ଏବଂ ଘଡ଼ଘଡ଼ିର ଦେବତା, ୟୋମିପୁରର କୁରୂପୀ ବୁଢ଼ୀ (予母都志許売; ୟୋମୋତ୍ସୁ ଶିକୋମେ) ଏବଂ ସୈନ୍ଯମାନଙ୍କର ଏକ ଦଳକୁ ନିଜର ମାନହାନୀର ପ୍ରତିଶୋଧ ପାଇଁ ଇଜାନାଗିଙ୍କ ପଛରେ ଛାଡିଦେଲେ ।
ଗୋର୍ଯ୍ୟୋମାନେ ହେଉଛନ୍ତି ପ୍ରତିଶୋଧ ପୂର୍ଣ୍ଣ ଆତ୍ମା ଯାହାଙ୍କର ଅକାଳ ମୃତ୍ଯୁ ହୋଇଯାଇଛି କିନ୍ତୁ ଶିଣ୍ଟୋବାଦୀମାନଙ୍କର ଭକ୍ତି ଦ୍ବାରା ଶାନ୍ତ ହୋଇଛନ୍ତି ।
avenging's Usage Examples:
For picking materials from the curbside trash collection, expressions such as curb shopping, trash picking or street scavenging are.
The exhaust gases left the cylinder at sufficiently high speed to create a partial vacuum, drawing air into the cylinder like a supercharger, while improved airflow cooled the valves and scavenging, this 'inertial' supercharging being supplemented by a blower.
The battle is notable for ending Mapuche pretensions to expulse the Spanish from Santiago, while also avenging the death of former governor.
He was born for the sole purpose of avenging Baldr, and does this by killing Höðr, who was an unwitting participant.
" In an extraordinary allocution in Salamanca Cathedral in August 1936 he declared that, "The avenging.
Many of Bontade's friends, fellow mafiosi and relatives were cut down in the following months to prevent them from avenging the death of their boss.
As he lay disabled with a broken leg from a horse fall he was discovered by an old woman scavenging the battlefield who stabbed him to death with a rusty knife.
The former, which was about a murdered man reincarnating as a housefly and avenging his death, earned Nani an award in the Best.
scavenging, teaching, sexual behaviour, coalition formation, group displays, flocking behaviour, and dustbathing.
Biological effects include decay, scavenging, bioturbation, encrustation and boring.
native dog found throughout Sri Lanka, often living in a semi-wild state scavenging for food.
of scavenging is affected by both biotic and abiotic factors, such as carcass size, habitat, temperature, and seasons.
substrate, thus the common name, and are primarily carnivorous, with some scavenging observed.
Synonyms:
retaliate, penalise, get even, punish, get back, revenge, penalize,