<< authoresses authoring >>

authorial Meaning in Odia (Oriya). ( authorial ଶବ୍ଦର ଓଡିଆ ଅର୍ଥ)



ପ୍ରାମାଣିକ,

ପ୍ରାମାଣିକ,

authorial తెలుగు అర్థానికి ఉదాహరణ:

ବିଭିନ୍ନ ଅଞ୍ଚଳ ଭେଦରେ ଉପଭାଷା ମାନ ରହିଛି ଯାହା ପ୍ରାମାଣିକ ଜର୍ମାନ୍ରୁ ଶବ୍ଦାବଳୀ, ଉଚ୍ଚାରଣ ଓ ବାକ୍ୟସଜ୍ଜାରେ ଭିନ୍ନ ।

|ସମାଲୋଚ଼ନାର କେତେକ ବିନ୍ଦୁ ହେଲା - ଉଭୟ ବ୍ଯକ୍ତିଗତ ଏବଂ ସାମାଜିକ ଜୀବନରେ, ଇସଲାମର ସ୍ଥାପକ ମହମ୍ମଦଙ୍କର ଜୀବନର ନୈତିକତା, ଇସଲାମୀୟ ଧର୍ମଗ୍ରନ୍ଥ କୋରାନ ଏବଂ ହଦିଥର ନୈତିକତା ଏବଂ ପ୍ରାମାଣିକତା ।

ଏହା କେବଳ ଶୁଣିବା ଓ ବୋଲିବା ମାଧ୍ଯମରେ ଗୋଟିଏରୁ ଆଉ ଏକ ପିଢ଼ିକୁ ଯାଉଥିବାରୁ ଏଥି ସମ୍ବନ୍ଧରେ ବିଶେଷ ପ୍ରାମାଣିକ ତଥ୍ୟ ମିଳିପାରି ନାହିଁ ।

ଭେସପୁଚିଙ୍କ ପ୍ରଥମ ସମୁଦ୍ର ଯାତ୍ରା ବିଷୟରେ ବିଶେଷ ପ୍ରାମାଣିକ ତଥ୍ୟ ହାସଲ ହୋଇନାହିଁ ।

|ଆଧାର|କୁହୁଡ଼ି|ଶିଶିର|ତୁହିନ|Dew|Frost|ବାୟୁମଣ୍ଡଳରେ ପରିବର୍ତ୍ତନ ଗଡ଼ସ ଓନ ପିପୁଲ (Gods Own People) ହେଉଛି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ ନବକଳେବର ଉପରେ ଆଧାରିତ ଏକ ପ୍ରାମାଣିକ ବୃତ୍ତଚିତ୍ର ।

ଅନ୍ୟ ବହୁତ ପ୍ରକାର ଖାଦ୍ୟ ସପ୍ଲିମେଣ୍ଟ ଖାଇବାକୁ ଉପଦେଶ ଦିଆଯାଏ, କିନ୍ତୁ ସେମାନଙ୍କର ଉପକାରୀତା ଓ ବିପଦମୁକ୍ତତା ସମ୍ପର୍କରେ ପ୍ରାମାଣିକ ତଥ୍ୟ ନାହିଁ ।

|ତଦୁପରାନ୍ତ ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ସେ ୨୦୦୧ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷର ପରିଣତ ବୟସରେ ଯୋଗଦେଇଥିଲେ।

|ଶିଳାଲେଖର ପ୍ରଥମ ପ୍ରାମାଣିକ ପଠନର ଶ୍ରେୟ ଐତିହାସିକ ଭଗବାନ ଲାଲ ଇନ୍ଦ୍ରଜୀଙ୍କୁ ଦିଆଯାଏ।

ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରାୟ ୨ ୨ଟି ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ସେ ରଚିଥିଲେ ଇତିହାସ ।

| ଜୀବନୀ |ବାଲ୍ମିକୀଙ୍କ ଜନ୍ମ ସମ୍ବନ୍ଧରେ ସଠିକ ପ୍ରାମାଣିକ ତଥ୍ୟ ନାହିଁ ।

ଏହା ବ୍ୟତୀତ ସେ ଏକ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ "ସମ୍ପର୍କ", ଗୀତ ସଂକଳନ "ମନତରଙ୍ଗ"ର ରଚୟିତା ଓ କୋଣାର୍କ ଉପରେ ଏକ ପ୍ରାମାଣିକ ଚିତ୍ରର ନିର୍ଦ୍ଦେଶକ ।

୧୯୯୭ ମସିହାରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ୨୦୦୯ ମସିହାରେ ସେ ଏକ ଦୂରଦର୍ଶନ ଚେନାଲର ପ୍ରାମାଣିକ ଚଳଚ୍ଚିତ୍ର ଜରିଆରେ ପ୍ରଥମେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।

ଏହି ମନ୍ଦିରା ତାଙ୍କର ବୈଷ୍ଣବ ଧର୍ମ ପ୍ରତି ଆନୁଗତ୍ୟର ଏକ ପ୍ରାମାଣିକ ନିଦର୍ଶନ ଓ ସ୍ଥାପତ୍ୟ କଳାର ଏକ ଅକ୍ଷୟ କୀର୍ତ୍ତି ।

authorial's Usage Examples:

The Newberry version of Book II is substantially different from the other known versions and is undoubtedly the result of an extensive authorial reworking of the text, which included the addition of important material that does not appear in the other versions.


play, saying that the lack of Nabokov"s authorial voice made the musical salacious.


argued in 2008 that The Sandman, like all of Gaiman"s texts, usurps and expropriates from cultures and stories to replace them under his authorial brand or.


to regard him as an essential collaborator who intentionally muted his authorial voice to create the effect of Malcolm X speaking directly to readers.


Book IV has been transmitted in 21 manuscripts, all representing a single authorial version.


The order of the authorial versions of Book I has been discussed extensively by scholars in the last century and a half and there have been many fundamental disagreements.


much a meditation on what is and is not true, on the ease of rushing to misjudgment, and also a further manifestation of the longstanding authorial fascination.


There is no clear evidence for authorial involvement in these, or in any of the novel's subsequent appearances except for the 18mo Novels and Tales (1823) and the Magnum edition.


) Critics had scored the play, saying that the lack of Nabokov"s authorial voice made the musical salacious.


parables, metaphors and allegory exist in the Bible, but rather relies on contextual interpretations based on apparent authorial intention.


"[prefigures] a (nonphysical) fight with Ramona" as a form of label that "externalizes subjective perspectives"; the use of O"Malley"s typical ironic authorial.


Paul Werstine states that foul papers "need not refer exclusively to authorial drafts", and that the term "simply describes papers that are to be, are.


It later transpired that this assertion is not entirely true, but when Haas denied authorial status to the 1889 version he was unaware that the Stichvorlage from which that print was taken has extensive revisions in Bruckner's own hand, which Bruckner made in February 1888 after the premiere of the 1887 version of the symphony.



Synonyms:

auctorial,

authorial's Meaning in Other Sites