<< aunties aunts >>

auntly Meaning in Odia (Oriya). ( auntly ଶବ୍ଦର ଓଡିଆ ଅର୍ଥ)



ମାଉସୀ,

Noun:

ମାଉସୀ,

People Also Search:

aunts
aunty
aupair
aupairs
aura
aurae
aural
aurally
auras
aurated
aureate
aureity
aurelius
aureola
aureolae

auntly తెలుగు అర్థానికి ఉదాహరణ:

ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ ।

ବୁଢ଼ୀ ମାଉସୀ ସମସ୍ତେ ଲୁଚିବା ଯାଏଁ ଚୋର ଆଖି ବନ୍ଦକରି ରଖେ ଓ ସମସ୍ତ ଖେଳାଳି ଲୁଚିଗଲା ପରେ ଛାଡେ ।

|ପୁରୀର ଅର୍ଦ୍ଧାଶନୀ ଦେବୀ ଲୋକଙ୍କର 'ମାଉସୀ ମାଁ' ଭାବେ ଜଣାଶୁଣା ।

|ପିଲାଟିଦିନରୁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିବାରୁ ସେ ତାଙ୍କ ମାଉସୀ ମିନିକା ସାହୁଙ୍କଦ୍ୱାରା ପରିପାଳିତ ହୋଇଥିଲେ ।

ସେ ମୁଖ୍ୟତଃ ମାଆ, ଖୁଡ଼ୀ, ମାଉସୀ, ପିଉସୀ, ଶାଶୁ ଆଦି ଭୂମିକାରେ ଅଭିନୟ କରିଥିଲେ ।

ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା ।

ବୁଦ୍ଧଙ୍କ ମାଉସୀ ଗୌତମୀ ଏହି ପ୍ରଥାକୁ ଅଧିକ ପ୍ରଚଳନ କରାଇଲେ ଓ ପ୍ରତି ବର୍ଷ ବସ୍ତ୍ର ବୁଣି ବୌଦ୍ଧ ଭିକ୍ଷୁଙ୍କୁ ଦାନ କରୁଥିଲେ ।

ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ।

କଳା ପାହାଡ ବହୁତ ନିଷ୍ଠୁର ଥିଲେ ସେ ଆକବରଙ୍କ ବାପାଙ୍କ ମାଉସୀ ପୁଅର ପୁଅ ଥିଲେ| ଧର୍ମ ପରିବର୍ତ୍ତନ |ସୁଲେମାନ କର୍ରାନି ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ବଙ୍ଗଳାରେ ଶାସକ (Governer) ହିସାବରେ ସ୍ଥାପିତ ହୋଇଥିଲେ ।

ବାସ୍ତବରେ ଦାରୁବ୍ରହଙ୍କର କେହି ମାଉସୀ ନାହାନ୍ତି ।

ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ "ଟିକି ମାଉସୀ" ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।

auntly's Usage Examples:

Amis described him at the time as, "handsome, festive [and] gauntly left-wing".


hill-top transfixed, lay the twin craters, whose black walls stood up gauntly above the encroaching sand like the battlements and bastions of some great.


"—Francis Wyndham Charteris was noted for his beauty in youth and later was gauntly handsome.



auntly's Meaning in Other Sites