attestative Meaning in Odia (Oriya). ( attestative ଶବ୍ଦର ଓଡିଆ ଅର୍ଥ)
ପ୍ରମାଣପତ୍ର,
Noun:
ବିବୃତ୍ତି, ସାକ୍ଷ୍ୟ, ପ୍ରମାଣପତ୍ର,
People Also Search:
attestedattester
attesters
attesting
attestor
attestors
attests
attic
attic fan
attica
atticise
atticism
attics
atticum
atticus
attestative తెలుగు అర్థానికి ఉదాహరణ:
ଖୁବଶୀଘ୍ର ତାଙ୍କୁ ଏହାର ପ୍ରମାଣପତ୍ର ମିଳିବ ବୋଲି ଇମେଲ ଜରିଆରେ ସଚିନଙ୍କୁ ଜଣାଇ ଦେଇଥିଲେ ।
ତାଙ୍କର ଜନ୍ମ ପ୍ରମାଣପତ୍ର ନଥିବାରୁ ତାଙ୍କ ପରିବାର ତାଙ୍କ ଜନ୍ମ ତାରିଖ ବିଷୟରେ ଅନିଶ୍ଚିତ ଥିଲେ ମଧ୍ୟ ତାଙ୍କ ମା ସେ ଦଶହରାର ଦୁଇ ଦିନ ପରେ ଜନ୍ମ ହୋଇଥିଲେ ।
|ଯୋଜନାରେ ହୋଇଥିବା ପରିବର୍ତ୍ତନ|ଆକାଉଣ୍ଟର ଅପରିପକ୍ୱ ସମାପ୍ତି|କନ୍ୟା ସନ୍ତାନର ମୃତ୍ୟୁ ସ୍ଥଳେ ମୃତ୍ୟୁ ପ୍ରମାଣପତ୍ର ସହ ଆକାଉଣ୍ଟ ଅପରିପକ୍ୱ ଅବସ୍ଥାରେ ସମାପ୍ତି କରାଯାଇପାରିବ ।
ପ୍ରମିଳା ଜନ୍ମରୁ ଗୋପାଳ ଥିଲେ, ମାତ୍ର ବିବାହ ପରେ ତାଙ୍କ ପତିଙ୍କ ଅନୁସାରେ ସେ ଆଦିବାସୀ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିଲେ ।
ଏହି ପ୍ରମାଣପତ୍ରକୁ ବ୍ଯବହାର କରି ଜଣେ ସର୍ବୋଚ୍ଚ ନ୍ଯାୟାଳୟରେ ଅପିଲ କରିପାରିବ, ଯାହା ତାଙ୍କ ମୁଖ୍ଯ ଅଧିକାରକ୍ଷେତ୍ରଭୁକ୍ତ ।
ସେ ଏବେ ମୁମ୍ବାଇରେ ରହୁଛନ୍ତି ଏବଂ ଜାତୀୟ ଦୁର୍ନୀତି ନିବାକରଣ ଏବଂ ଅପରାଧ ନିୟନ୍ତ୍ରଣ ପରିଷଦର (GNACCPC-National Anti Corruption and Crime Preventive Council) ମହାସଚିବ ଭାବେ କାମ କରୁଛନ୍ତି ତାଙ୍କର ସ୍ୱାଧୀନତା ସଂଗ୍ରାମୀ ପ୍ରମାଣପତ୍ର ମିଳିବାରେ ହୋଇଥିବା ଅସୁବିଧା ପାଇଁ ସେ ଚର୍ଚ୍ଚାକୁ ଅସିଥିଲେ ।
ନିର୍ମାତା ମାନେ ସଫଳତାପୂର୍ବକ ୟୁ/ଏ ପ୍ରମାଣପତ୍ର ପ୍ରାପ୍ତ ପାଇଁ ପୁନଶ୍ଚ ସେଂସର ବୋର୍ଡକୁ ସମ୍ପର୍କ କରିଥିଲେ, ଏହାଦ୍ୱାରା ପରିବାରର ଦର୍ଶକ ମାନଙ୍କ ପାଇଁ ଏହା ଅଧିକ ଅପୀଲ ହେବ ।
ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ କରାଇବାକୁ ଆବଶ୍ୟକ କରୁଥିବା ପ୍ରମାଣପତ୍ର ପାଇଁ ଏହି ଆନ୍ଦୋଳନ କରିଥିଲେ, ଯାହା ପାଇଁ ତାଙ୍କୁ ୩୦ ବର୍ଷ ସମୟ ଲାଗିଯାଇଥିଲା ।
ଦୀର୍ଘ ୨୦ ବର୍ଷ ପରେ ସେ ୨୦୦୬ରେ ନିଜ ସ୍ୱାଧୀନତା ସଂଗ୍ରାମୀ ପ୍ରମାଣପତ୍ର ପାଇଥିଲେ ।
୧୯୭୧ ମସିହାରେ ସମ୍ବଲପୁର ଆକାଶବାଣୀ ସମ୍ବଲପୁର ତାଙ୍କୁ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲା ।