<< atlantic croaker atlantic salmon >>

atlantic ocean Meaning in Odia (Oriya). ( atlantic ocean ଶବ୍ଦର ଓଡିଆ ଅର୍ଥ)



ଆଟଲାଣ୍ଟିକ ମହାସାଗର,

atlantic ocean తెలుగు అర్థానికి ఉదాహరణ:

ଏହାଦ୍ୱାରା ଉତ୍ତର ଆଟଲାଣ୍ଟିକ ମହାସାଗରରେ ବହୁତ ବଡ଼ ସୁନାମି ସୃଷ୍ଟି ହୋଇଥିଲା, ୨୯୦ କିମି ତଟୀୟ ଅଞ୍ଚଳ ଧସି ଯାଇଥିଲା ଓ ଛାଡିଗଲା ୩,୫୦୦ ଘନକିମିର ମଇଳା ।

ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ।

ଏହି ପକ୍ଷୀ ଆଟଲାଣ୍ଟିକ ମହାସାଗରର ବାସିନ୍ଦା; କିନ୍ତୁ ଏହାର ଦୁଇଟି ସମ୍ପର୍କୀୟ ପ୍ରଜାତି ଟଫ୍‌ଟେଡ ପଫିନ (tufted puffin) ଓ ହର୍ଣ୍ଣ‌ଡ ପଫିନ (horned puffin) ଅଛନ୍ତି ଓ ସେମାନେ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରରେ (Pacific) ବାସ କରନ୍ତି ।

ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ ।

|ଇତିହାସ|ଭୂଗୋଳ|ଆଧାର|ବାହାର ଲିଙ୍କ|Government of Aruba|Aruba.com – Official Tourism site of Aruba|ଇଉରୋପ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଅଟେ ।

୨୨ ଅକ୍ଟୋବର ୧୯୬୮ ଦିନ ଯାନଟି ପରୀକ୍ଷଣ ସମାପ୍ତ କରି ଆଟଲାଣ୍ଟିକ ମହାସାଗରରେ ଖସିପଡିଥିଲା ।

ଯାନରେ ଥିବା କ୍ୟାମେରାରେ ସଂଯୁକ୍ତ ଆମେରିକା, ଆଟଲାଣ୍ଟିକ ମହାସାଗର, ଆଫ୍ରିକା ତଥା ପଶ୍ଚିମ-ପ୍ରଶାନ୍ତ ମହାସାଗରର କିଛି ଅଂଶର ଉଚ୍ଚ ରିଜୋଲ୍ୟୁସନ ଯୁକ୍ତ ଫଟୋଚିତ୍ର ଉତ୍ତୋଳିତ ହୋଇଥିଲା ।

ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି ।

ଏହି ପ୍ରଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯେପରିକି ଆଟଲାଣ୍ଟିକ ମହାସାଗରରେ (Atlantic Ocean) ରହିଥିବା ଆଟଲାଣ୍ଟିକ ୱାଲରସ ଓ ପ୍ରଶାନ୍ତ ମହାସାଗରରେ ରହiଥିବା ପାସିଫିକ ୱାଲରସ ।

atlantic ocean's Usage Examples:

transatlantic ocean liner.



Synonyms:

Atlantic, Kalaallit Nunaat, Gulf of Saint Lawrence, St. Thomas and Principe, Gulf of Mexico, West Indies, Orkney Islands, English Channel, Biscayne Bay, South Atlantic, Bay of Fundy, Labrador Sea, Faroe Islands, Sao Thome e Principe, Bermudas, Shetland, Mid-Atlantic Ridge, Long Island Sound, Delaware Bay, Gronland, North Sea, Gulf of St. Lawrence, New York Bay, Antarctic Ocean, Bermuda, Bay of Biscay, Chesapeake Bay, Greenland, Sao Tome and Principe, Sao Tome e Principe, Newfoundland, North Atlantic, Windward Passage, Iceland, Norwegian Sea, the Indies, Cape Verde Islands, British Isles, Penobscot Bay, Massachusetts Bay, Bristol Channel, Zetland, Sargasso Sea, Bermuda Triangle, Tenerife, Faeroes, Golfo de Mexico, Shetland Islands, Falkland Islands, Galway Bay, Atlantic Coast, Gulf of Guinea, Faeroe Islands, Buzzards Bay, Democratic Republic of Sao Tome and Principe, Faroes,

Antonyms:

western, west, midwestern,

atlantic ocean's Meaning in Other Sites