<< aspirators aspire >>

aspiratory Meaning in Odia (Oriya). ( aspiratory ଶବ୍ଦର ଓଡିଆ ଅର୍ଥ)



ଆକାଂକ୍ଷା,

Noun:

ଭେଣ୍ଟିଲେଟର,

People Also Search:

aspire
aspired
aspires
aspirin
aspiring
aspirins
asplenium
asport
aspout
asprawl
aspread
asprout
asps
aspy
asquat

aspiratory తెలుగు అర్థానికి ఉదాహరణ:

|ଚିତ୍ରଟି ଅଙ୍କିତ ହେଉଥିବା ସମୟରେ ଲିଓନାର୍ଡ଼ୋଙ୍କ ଜଣେ ଗାଣିତିକ ବନ୍ଧୁ ଲୁକା ପାଚ୍ୟୋଲି ଏହି ଚିତ୍ରକୁ "ମୋକ୍ଷପ୍ରାପ୍ତି ପାଇଁ ମନୁଷ୍ୟର ଦୃଢ଼ ଆକାଂକ୍ଷାର ଚିହ୍ନ (a symbol of man's burning desire for salvation)" ବୋଲି କହିଥିଲେ ।

ଏହି ନଦୀମାନଙ୍କ ଜଳକୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରିବା ଭାରତର ଆକାଂକ୍ଷା ରହିବା ସ୍ୱାଭାବିକ କିନ୍ତୁ ଜଳସେଚନର ଏକ ମୁଖ୍ୟ ଉତ୍ସ ଅଭାବରେ ପାକିସ୍ତାନର ଦୁଇ କୃଷିପ୍ରଧାନ ପ୍ରାନ୍ତରେ କୃଷି ବ୍ୟବସ୍ଥା ଧରାଶାୟୀ ହେବାର ଆଶଙ୍କା ଦେଖାଦେଲା ।

ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ ।

|ସୁନନ୍ଦା|ସେ ଆକାଂକ୍ଷା ଭଳି ଭିନ୍ନ ଶକ୍ତିର ଅଧିକାରୀଣି ଥିଲା ।

ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ।

ରାଜକୀୟ ବଂଶର ଉତ୍ତରାଧିକାରୀ ନିଶ୍ଚିତ କରିବାକୁ ବ୍ୟଗ୍ର ହୋଇ ମାତା ସତ୍ୟବତୀ ତାଙ୍କର ଅନ୍ୟ ଜଣେ ପୁତ୍ର ବ୍ୟାସଦେବଙ୍କୁ ଦୁଇ ବିଧବା ରାଣୀଙ୍କୁ ମାତୃତ୍ୱ ପ୍ରଦାନ କରିବାକୁ ଆକାଂକ୍ଷା କରି ଡକାଇଲେ ।

ନିଜ ଚାରିପାଖର ଦୁନିଆ, ଯୁବପିଢୀର ଆଶା ଆକାଂକ୍ଷା, ସ୍ୱପ୍ନ ଓ ସ୍ୱପ୍ନଭଙ୍ଗ ହିଁ ତାଙ୍କ ଉପନ୍ୟାସର ବିଷୟବସ୍ତୁ।

ଅପରାଜିତା ମହାନ୍ତି, ଝରଣା ଦାସ, ମନୋଜ ମିଶ୍ର, ଜୟୀରାମ ସାମଲ, ପପୁନ, ଅରୋସ୍ମିତା, ଆକାଂକ୍ଷା, ବିଭୁଦତ୍ତ, ପ୍ରକାଶ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

|ସାଧାରଣ ଲୋକେ ନିଜର ଆନନ୍ଦ, ବିଷାଦ, ଆଶା, ଆକାଂକ୍ଷାକୁ ଗୀତ ଓ ଗପ ମାଧ୍ୟମରେ ପ୍ରକାଶ କରିଥାନ୍ତି ।

ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ ।

ମିଳନ ଋତୁ କମ୍ ସମୟର ହୋଇଥିବାରୁ ଜଣେ ସଙ୍ଗିନୀ ସହ ମିଳନ ପରେ ହିମ କଲରାପତ୍ରିଆ ବାଘମାନେ ଆଉ ଏକ ବାଘୁଣୀ ସହ ମିଳନର ଆକାଂକ୍ଷା ରଖନ୍ତି ନାହିଁ ।

|ଅଭିନୟ|ଅନୁଭବ ମହାନ୍ତି|ଗୀତାଞ୍ଜଳୀ|ଅପରାଜିତା ମହାନ୍ତି|ଝରଣା ଦାସ|ମନୋଜ ମିଶ୍ର|ଜୟୀରାମ ସାମଲ|ପପୁନ|ଅରୋସ୍ମିତା|ଆକାଂକ୍ଷା|ବିଭୁଦତ୍ତ|ପ୍ରକାଶ|ସୁମନ|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।

aspiratory's Usage Examples:

Cholesterol, a alkene that are located in aspiratory surfactant, anticipated in the attack by ozone among the different receptive.



aspiratory's Meaning in Other Sites