arterialized Meaning in Odia (Oriya). ( arterialized ଶବ୍ଦର ଓଡିଆ ଅର୍ଥ)
ଧମନୀ,
ଧମନୀ ରକ୍ତ ଶିରା ରକ୍ତ ପରିବର୍ତ୍ତନ କରେ |,
People Also Search:
arterializesarterializing
arterials
arteries
arteriography
arteriole
arterioles
arteriosclerosis
arteriosclerotic
arteritis
artery
artery of the labyrinth
artery of the penis bulb
artery of the vestibule bulb
artesian
arterialized తెలుగు అర్థానికి ఉదాహరణ:
ଏହାର ସଙ୍କଟାବସ୍ଥା ଠିକ କରୋନାରୀ ଧମନୀ ଭଳି: ଧୂମ୍ରପାନ, ଉଚ୍ଚ ରକ୍ତଚାପ, ଅଧିକ କୋଲେସ୍ଟେରଲ, ଡାଏବେଟିସ ଓ ପୁରୁଷ ପ୍ରଧାନ ଇତ୍ୟାଦି ।
ଧମନୀ (arteries), ଶିରା (veins), ମସ୍ତିଷ୍କର ଭେଣ୍ଟ୍ରିକ୍ଲ (ventricles of the brain), ମୂତ୍ର ପ୍ରଣାଳୀ (urinary system) ଓ ଗଣ୍ଠିମାନଙ୍କର (joints) ଅବସ୍ଥା ଦେଖିବାକୁ ଓ କମ୍ପ୍ୟୁଟର ଟୋମୋଗ୍ରାଫି (computer tomography ବା CT scan) କଲାବେଳେ ଏହା ବ୍ୟବହାର କରାଯାଏ ।
ଏହି ପଦ୍ଧତିରେ ମହାଧମନୀ/ ଆଓର୍ଟା ଓ ଇନଫିରିଅର ଭେନାକାଭା ଦ୍ୱୟକୁ ସଙ୍କୁଚିତ ହେବାରୁ ରକ୍ଷା କରିବା ପାଇଁ ଗର୍ଭସ୍ଥ ଶିଶୁକୁ ଗର୍ଭାଶୟରୁ ବାହାର କରିଦିଆଯାଏ ।
ପେଟକୁ ଚିପି ଧରିଲେ ମହାଧମନୀ ମଧ୍ୟ ଚିପି ହୋଇଯାଏ ।
|ନମୁନା|ନମୁନା ପଦ୍ଧତି:|ରକ୍ତ ନମୁନା ନିଆଯାଏ ରକ୍ତ ପରୀକ୍ଷା ନିମନ୍ତେ:|* ଧମନୀୟ ରକ୍ତ ନମୁନା: ଯେପରିକି ରାଡିଆଲ ଧମନୀ (radial artery puncture) ଛିଦ୍ର କରି ନିଆଯାଏ ।
ଏହି ରୋଗ ଫଳରେ ହୃତପେଶୀ ଅରକ୍ତତା/ମାୟୋକାର୍ଡ଼ିଆଲ ଇସକେମିଆ (not enough blood flow to the heart) ବା ମହାଧମନୀ ଫାଟିଯିବା (rupture of the aorta) ଫଳରେ ତୁରନ୍ତ ମୃତ୍ୟୁ ହୁଏ ।
|ସନ ୨୦୦୮ରେ ସାରା ପୃଥି୍ବୀରେ ହୃତ୍ପିଣ୍ଡରକ୍ତନଳୀ ରୋଗ ମୃତ୍ୟୁର ଏକ ସାଧାରଣ କାରଣ ଓ ୩୦% ଥିଲା, ଏଥିରୁ ଦୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗ ଓ ଷ୍ଟ୍ରୋକ ଥିଲା ।
| ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷା (Arterial blood gas or ABG test) |ଏହି ପରୀକ୍ଷା ପାଇଁ ରକ୍ତ ଧମନୀରୁ କିଛି ରକ୍ତ ସିରିଞ୍ଜଦ୍ୱାରା ନିଆଯାଇ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆଂଶିକ ଚାପ ଏବଂ ରକ୍ତର ଅମ୍ଳତା ନିର୍ଣ୍ଣୟ କରାଯାଏ ।
ଲକ୍ଷଣ, ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଟେମ୍ପୋରାଲ ଧମନୀର (temporal artery) ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ ।
ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟରେ ଦୁଇ ନିଳୟ ମଝିରେ ଥିବା କାନ୍ଥରେ ଛିଦ୍ର ଥାଏ, ପଲମୋନାରି ସ୍ଟେନୋସିସରେ ଦକ୍ଷିଣ ନିଳୟରୁ ବାହାରୁଥିବା ଧମନୀର ମୁହଁ ସରୁ ଥାଏ, ଦକ୍ଷିଣ ନିଳୟ ଆକାର ବଡ଼ ହୋଇଥିଲେ ରାଇଟ ଭେଣ୍ଟ୍ରକୁଲାର ହାଇପରଟ୍ରଫି କୁହାଯାଏ ଓ ଓଭରରାଇଡିଙ୍ଗ ଆଓର୍ଟାରେ ଉଭୟ ଦୁଇ ନିଳୟ ମଧ୍ୟରୁ ଆଓର୍ଟାକୁ ରକ୍ତ ଯାଇପାରେ ।
arterialized's Usage Examples:
blood flow and shear stress, but the vein dilates more and becomes "arterialized".
support leads to aneurysmal degeneration and intimal hyperplasia in arterialized vein grafts in the rat".
Deviations from the above described behavior can occur in arterialized hemangiomas or those containing arterio-venous shunts.
Synonyms:
change, modify, arterialise, alter,
Antonyms:
stiffen, decrease, tune, dissimilate, detransitivize,