arrestation Meaning in Odia (Oriya). ( arrestation ଶବ୍ଦର ଓଡିଆ ଅର୍ଥ)
ଗିରଫ,
Noun:
ବିବୃତ୍ତି, ସାକ୍ଷ୍ୟ, ପ୍ରମାଣପତ୍ର,
People Also Search:
arrestedarrested development
arrestee
arrestees
arrester
arresters
arresting
arrestingly
arrestive
arrestor
arrests
arret
arrets
arrhenius
arrhenius theory of dissociation
arrestation తెలుగు అర్థానికి ఉదాహరణ:
ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି।
ଗିରଫ ହେଲାବେଳକୁ ପ୍ରମିଳା ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।
ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାସ୍ଥ ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା ।
ଶକ୍ତିମାନଙ୍କ ବିରୁଦ୍ଧରେ ଗିରଫଦାରୀ ବାହାରିଲା ।
ଗାନ୍ଧୀଙ୍କୁ ମଧ୍ୟ ଗିରଫ କରାଯାଇ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା କିନ୍ତୁ ଅସୁସ୍ଥତା ହେତୁ ଫେବୃଆରୀ ୧୯୨୪ରେ ମୁକ୍ତ କରାଯାଇଥିଲା।
ଯଦି ଏହି ସମ୍ବାଦ ଅପରାଧ ସଂଘଟଣ, ଅପରାଧ ନିରାକରଣ କିମ୍ବା କୌଣସି ଅପରାଧୀକୁ ଗିରଫ କରିବା ବିଷୟରେ ହୋଇଥାଏ, ତା’ହେଲେ ତାଙ୍କୁ ଛଅମାସ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ।
ଏହି ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିରୀହମାନଙ୍କୁ ମନମୁଖୀ ଗିରଫରୁ ରକ୍ଷା କରିବା ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା ଆହତ କରିଥିବା ଅଭିଯୋଗରେ ତୁରନ୍ତ ଗିରଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ସେଥିରେ ସେ ଗିରଫ ହେଇ ୧୯୩୧ ମସିହାରେ ଅନ୍ୟ ରାଜନୈତିକ ବନ୍ଦୀମାନଙ୍କ ସହ ତାଙ୍କୁ ମୁକ୍ତ କରା ନ ଯିବାରୁ ଜେଲରେ ଥିବା ସମସ୍ତ ମହିଳା ବନ୍ଦୀ ଜେଲ ଛାଡ଼ିବାକୁ ନାରାଜ ହେଇଥିଲେ ।
ପୂର୍ବେ ମଇ ମାସରେ ଏହି ହୋଟେଲ୍ରୁ ୭ ଜଣ ଫିଫା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।
ଆଦିବାସୀ ମହାସଭାର ମୁଖିଆମାନେ ଗିରଫ ହୋଇଥିବା ବେଳେ ଅନ୍ୟ ବାଟ ନ ପାଇ ସୁନାରାମ ସୋରେନ, ରାମଚନ୍ଦ୍ର ମାଝି ଓ ଅନ୍ୟାନ୍ୟ ଆଦିବାସୀ ନେତା ମହତାବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଓ ଜେଲରୁ ଖଲାସ ହୋଇଥିଲେ ।
ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ ।
୧୯୭୫ ମସିହାରେ ସେ ମିସା ଆଇନ ବଳରେ ଗିରଫ ହୋଇ ସେ ଜେଲ ଯାଇଥିଲେ ।
୧୯୪୦ ମସିହାରେ ଜାନୁଆରୀ ୨୬ ତାରିଖ ଦିନ ରେଭେନ୍ସା ମହାବିଦ୍ୟାଳୟ ପରିସରରେ ବ୍ରିଟିଶ ପତାକା ୟୁନିଅନ ଜ୍ୟାକକୁ ବାହାର କରି କଂଗ୍ରେସର ତ୍ରିରଙ୍ଗା ପତାକା ଉଡ଼ାଇବା ଯୋଗୁଁ ମହାବିଦ୍ୟାଳୟରୁ ନିଲମ୍ବିତ ଓ ପୁଲିସଦ୍ୱାରା ଗିରଫ ହୋଇ କାରାବରଣ କରି ଥିଲେ ।
arrestation's Usage Examples:
"Evènements de Raiatea et arrestation de Teraupo".
compromise the neutrality of the United States would expose themselves to arrestation and punishment.
"San Pedro : arrestation de 5 membres d"une structure de marketing de réseau pour".
"Athènes (Grèce) : Des infos sur la récente arrestation de trois anarchistes | Attaque" (in French).
"Il y a 48 ans: arrestation de Dev Virahsawmy et décès de Lall Jugnauth".
On 2 March 1943, in the course of the arrestation campaign against Pomeranian Catholics, the Fall Stettin, Hirsch was incarcerated.
"Intrusion de l"extrême droite chez VICE: une arrestation" [Far-right trespass at VICE: one arrest].
"Il y a 48 ans: arrestation de Dev Virahsawmy.
"Russie: arrestations lors d"une.
défenseurs, la résistance de Vasselot après la mort de Charette, et son arrestation aussitôt suivie de son exécution.
"Il y a 48 ans: arrestation de Dev Virahsawmy et décès de Lall Jugnauth".
arrestations lors d"une manifestation de l"extrême gauche" (in French).