arousal Meaning in Odia (Oriya). ( arousal ଶବ୍ଦର ଓଡିଆ ଅର୍ଥ)
ଉତ୍ତେଜନା,
Noun:
ଉତ୍ସାହ,
People Also Search:
arousalsarouse
aroused
arouser
arousers
arouses
arousing
arow
aroynt
arpeggio
arpeggios
arpent
arpents
arpillera
arquebus
arousal తెలుగు అర్థానికి ఉదాహరణ:
| ଚିହ୍ନ ଏବଂ ଲକ୍ଷଣ |ଯନ୍ତ୍ରଣା ହେଉଛି ଭଲଭୋଡିନିଆର ସବୁଠାରୁ ଉଲ୍ଲେଖନୀୟ ଲକ୍ଷଣ, ଏବଂ ଏହା ଏକ ଜଳିବା, ଦାଗ, ଉତ୍ତେଜନା କିମ୍ବା ତୀବ୍ର ଯନ୍ତ୍ରଣା ଭାବରେ ବର୍ଣ୍ଣିତ ହୋଇପାରେ ଯାହା ଭଗ/ ଭଲଭା ଏବଂ ଯୋନୀ ପ୍ରବେଶ ଦ୍ୱାରରେ ଦେଖାଯାଏ | ଏହି ଯନ୍ତ୍ରଣା ସ୍ଥିର ରହିପାରେ, ମଝିରେ ମଝିରେ ହୋଇପାରେ କିମ୍ବା ଭଗ ସ୍ପର୍ଶରେ ହିଁ ହୋଇପାରେ, କିନ୍ତୁ ଭଲଭୋଡିନିଆ ସାଧାରଣତଃ ଏକ ଦୀର୍ଘ ଅବଧିର ରୋଗ ହୋଇଥାଏ ।
ଏହି ସବୁ ଉପଚାର କାମ ନ କଲେ ସ୍ନାୟୁ ଉତ୍ତେଜନା (Nerve stimulation) ଓ ଅପରେଶନର ଆବଶ୍ୟକତା ପଡ଼ିପାରେ ।
ସାଧାରଣ ଔଷଧ ମାତ୍ରାରେ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ଉତ୍ତେଜନା, ବିଶେଷକରି ହୃଦୟ, ଶ୍ୱସନ ତଥା ମସ୍ତିଷ୍କରେ ହୋଇଥାଏ ।
ଏହି ଉତ୍ତେଜନା କାରଣରୁ ଭାରତର ସୀମା ସୁରକ୍ଷା ବାହିନୀର ସୈନିକମାନେ ଦୀପାବଳୀ ଓ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଆଦାନ ପ୍ରଦାନ ମଧ୍ୟ ବନ୍ଦ ରଖିଥିଲେ ।
| ଏହି ଲକ୍ଷଣ ପରେ ପରେ କ୍ରମଶଃ ପ୍ରଚଣ୍ଡ ଅଙ୍ଗପ୍ରତ୍ୟଙ୍ଗ ଚଳନ, ଅଣାୟତ ଉତ୍ତେଜନା, ଜଳ ପ୍ରତି ଭୟ, ବିଭିନ୍ନ ଅଙ୍ଗ ଚଳେଇବାକୁ ଅକ୍ଷମତା, ଦ୍ୱନ୍ଦ(confusion) ଓ ଚେତନଶୂନ୍ୟତା (loss of consciousness) ହୁଏ ।
|ଏହି ଘଟଣା ଲୋକ ମାନଙ୍କ ମନରେ ଉତ୍ତେଜନା ସୃଷ୍ଟି କଲା ଏବଂ ଏହା ରକ୍ତାକ୍ତ ରବିବାର (Bloody Sunday) ନାମରେ ପରିଚିତ ହେଲା ।
କେତେକଙ୍କ ମତରେ ଏହା ଛାତି କାନ୍ଥରେ ହୁଏ ବା ଇଣ୍ଟରକୋଷ୍ଟାଲ ସ୍ନାୟୁର (intercostal nerve) ଉତ୍ତେଜନା ଯୋଗୁ ହୁଏ ।
ଏହା କର୍ଯ୍ୟକ୍ଷମ ହେବା ନିମନ୍ତେ ଯୌନ ଉତ୍ତେଜନା (sexual arousal) ରହିବା ଆବଶ୍ୟକ ।
|ଡୁଲୋକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ଅଇ, ଥକ୍କାଣ ଅନୁଭବ, ମୁଣ୍ଡ ଓଜନିଆ, ଉତ୍ତେଜନା, ଯୌନ ସମସ୍ୟା ଓ ଅଧିକ ସ୍ୱେଦ ନିର୍ଗତ ହୁଏ ।
କ୍ରନ୍ଦନ ଏକ ଜଟିଳ ଘଟଣା (secretomotor phenomenon) ଯେଉଁଥିରେ ଲୋତକ ଗ୍ରନ୍ଥିରେ କୌଣସି ସ୍ଥାନୀୟ ଉତ୍ତେଜନା ନ ଥାଇ ମଧ୍ୟ ସେଥିରୁ ଅଶ୍ରୁ ଝରିଯାଏ ।
arousal's Usage Examples:
Watkins" effort in maintaining "rigid discipline", putting an end to the "carousals" of the prior year, and ridding the club of "the whiskey element", and.
Sexual arousal disorders were previously known as frigidity in women and impotence in men, though these have now been replaced with.
In his eponymous dialogue, Aeschines of Sphettus lambastes Axiochus" carousal with Alcibiades; the speech attributed to Lysias (the.
known as sexual perversion and sexual deviation) is the experience of intense sexual arousal to atypical objects, situations, fantasies, behaviors, or.
Violations of expectancies cause arousal and compel the recipient to initiate a series of cognitive.
passion, romance, sexual attraction, sexual activity, sexual arousal, affection, respect, greeting, friendship, peace, and good luck, among many others.
Her heightened arousal causes her right eye to glow red, startling Steve.
It may be used for sexual arousal or foreplay, constitute an entire sexual encounter, or be used as a form of non-penetrative.
erectile dysfunction, lack of sexual interest or arousal, and painful sex (vaginismus and dyspareunia), as well as dealing with problems imposed by atypical.
I attended carousals there with other undisciplined children, women in Gypsy dress, poets,.
torpor differs from non-marsupial mammalian (eutherian) torpor in the characteristics of arousal.
Other variations include arousal from wetting or seeing someone else urinate in their pants or underclothes, or wetting the bed.
Sexual arousal (also sexual excitement) describes the physiological and psychological responses in preparation for sexual intercourse or when exposed.
Synonyms:
excitement, incitement, incitation, titillation, inflammation, rousing, stimulation, inflaming, excitation, wakening, waking up, awakening, inspiration, stirring, change of state,
Antonyms:
asexual, male, homosexual, heterosexual, bisexual,