<< arenas arenicolous >>

arenations Meaning in Odia (Oriya). ( arenations ଶବ୍ଦର ଓଡିଆ ଅର୍ଥ)



ମଞ୍ଚ,

Noun:

ପାରସ୍ପରିକ କ୍ରିୟା,

People Also Search:

arenicolous
arent
aren't
areographic
areography
areola
areolae
areolar
areolate
areolation
areole
areoles
areometer
areopagite
areopagus

arenations తెలుగు అర్థానికి ఉదాహరణ:

୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ ।

| ନାଟ ମନ୍ଦିର ଓ ସ୍ଥାପତ୍ୟ|ମୁଖ୍ୟ ମନ୍ଦିର ପାଖରେ ଏକ ଚତୁଷ୍କୋଣ ବିଶିଷ୍ଟ ଛାତ ଥିବା ମଞ୍ଚ ଅଛି ଯାହାକୁ ନାଟ ମନ୍ଦିର କୁହାଯାଏ ।

ବହୁ ଭାଷିୟ ନାଟକ ଅନୁଷ୍ଠାନ ' ଯାତ୍ରୀକ 'ରେ ସେ ପ୍ରଥମ ଭାରତୀୟ ପେଷାଦାର ମଞ୍ଚ ଅଭିନେତା ଥିଲେ ।

|ସ୍ଥିତି|ଏବେ ସେହି ମଞ୍ଚରେ କାଁ ଭାଁ ନାଟକ ପରିବେଷଣ କରାଯାଉଛି ।

୧୯୫୮ ମସିହାରେ ସେ "ଜନତା ରଙ୍ଗମଞ୍ଚ" ସହିତ ଜଡ଼ିତ ହୋଇଥିଲେ ।

ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ରଣପା ନାଚ ପ୍ରଦର୍ଶିତ ହେଉଛି ।

|ଏହି ମୂର୍ତ୍ତିରେ କୈଳାସ ପର୍ବତକୁ ଏକ ପଥର ଗଦା ବା ଏକ ବେଦୀ, ମଞ୍ଚ ଆକାରରେ ଦର୍ଶାଯାଇଥାଏ ।

ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ ।

ସେ ବିଶ୍ୱସ୍ତରରେ ଅନେକ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସେ ପ୍ରଥମେ ମଞ୍ଚ ଅଭିନୟ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ।

ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ ।

arenations's Meaning in Other Sites