application of force Meaning in Odia (Oriya). ( application of force ଶବ୍ଦର ଓଡିଆ ଅର୍ଥ)
ବଳ ପ୍ରୟୋଗ, ଜବରଦସ୍ତ,
People Also Search:
applicationsapplications programme
applicative
applicator
applicators
applicatory
applied
applied anatomy
applied for
applied mathematics
applied science
applier
appliers
applies
applique
application of force తెలుగు అర్థానికి ఉదాహరణ:
ଯଦି ଚଟାଣ ଉପରକୁ କମ୍ ବଳ ପ୍ରୟୋଗ କରନ୍ତା, ତେବେ ଭାର ତଳକୁ ଖସି ପଡନ୍ତା ।
ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୌନିକ ସ୍ୱଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ଼ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଅସ୍ଥି ଭଗ୍ନ ହୁଏ ।
ରାଜନୀତି ଏକ ପେଷାକୁ (Politics as a Vocation) ୱେବର ସଂଜ୍ଞା କରି ଲେଖିଥିଲେ, ରାଜ୍ୟ (state) ଏକ ସତ୍ତା ଯେଉଁଠି ନ୍ୟାୟିକ ଭାବରେ ଶାରୀରିକ ବଳ ପ୍ରୟୋଗର ("monopoly of the legitimate use of physical force) ଏକଚାଟିଆ ଦାବୀ କରାଯାଇପାରେ ।
କୌଣସି ବସ୍ତୁ ଉପରେ କିଛି ବଳ ପ୍ରୟୋଗ ହେଲେ ହେଉଥିବା ପରିଣାମ ଏହି ନୀୟମମାନେ ବୁଝାନ୍ତି ।
କେତେକ ରୋଗ ଯଥା ହାଡ଼ ପୋରିଆ(Osteoporosis), ସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।
ଭାରତୀୟ ଶିଶୁ କଲ୍ୟାଣ ସଂଘ ଅନୁସାରେ,"ମମତା, ଅଶାନ୍ତିଙ୍କର ବାମ ହାତକୁ ବଳ ପ୍ରୟୋଗ ପୂର୍ବକ ଧରି ଟାଣିଥିଲେ ।
ଯଦି ଏହା ଅଧିକ ବଳ ପ୍ରୟୋଗ କରନ୍ତା, ତେବେ ଭାର ଉଠାଳୀ ପକ୍ଷୀ ଶାବକ ଭଳି ଉପରକୁ ଉଡି ଯାଇ ପୁଣି ଖସି ପଡନ୍ତା ।
ବସ୍ତୁ ସେହି ଦିଗକୁ ଗତି କରେ ଯେଉଁ ଦିଗକୁ ବଳ ପ୍ରୟୋଗ ହୁଏ ।
ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ ।
ସେ ନିଜର ୨୦ ବାହୁର ବଳ ପ୍ରୟୋଗ କରି କୈଳାସକୁ ଉଠାଇବାକୁ ଲାଗିଲେ ।
|ଅର୍ଦ୍ଧପରିବାହୀ ପଦାର୍ଥରେ ହଲ୍ ପ୍ରଭାବ|ବିଦ୍ୟୁତ୍ ପରିବହନ କରୁଥିବା ଏକ ଅର୍ଦ୍ଧପରିବାହୀ ପଦାର୍ଥ ନିକଟରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କଲେ ଉଭୟ ବୈଦ୍ୟୁତିକ କ୍ଷେତ୍ର ଓ ଚୁମ୍ବକୀୟ କ୍ଷେତ୍ର ସହିତ ଲମ୍ବ ଭାବେ ଅର୍ଦ୍ଧପରିବାହୀ ଉପରେ ଏକ ବଳ ପ୍ରୟୋଗ ହୁଏ ।
ଆମେ ଭାର ଉଠାଇବା ବେଳେ ଉପରକୁ ବଳ ପ୍ରୟୋଗ କରୁ ।
ଲୋମର ସ୍ତରରେ ବାୟୁର ଏକ ଆସ୍ତରଣ ତିଆରି ହୋଇଥାଏ ଯାହା ତାଙ୍କ ଶରୀରର ତାପମାତ୍ରା ଓ ଶୁଷ୍କତା ବଜାୟ ରଖିବା ସହ ପାଣି ତଳେ ଉତ୍ପ୍ଳବନ ବଳ ପ୍ରୟୋଗ କରିବାରେ ଉପଯୋଗୀ ହୋଇଥାଏ ।
application of force's Usage Examples:
superficial readers, that the road to success was through the unlimited application of force.
force is determination of the national goal to be achieved by that application of force.
The rate of application of force is also critical.
jujutsu (the art of empty-handed combat through use of indirect application of force) or kendo (Japanese sport fencing), wherein notable styles or major.
switching straight objects for pre-bent duplicates, the concealed application of force, and secretly inducing metallic fractures.
affecting the mind of the other person (whereas battery consists of the application of force).
terror, refers to the institutionalized application of force to counterrevolutionaries, particularly during the French Revolution from the years 1793 to.
The first is battery, which involves the unlawful application of force by the defendant upon the victim.
application of forces external to the body (such as a fall or pull) or at the tendon by a muscular contraction that is stronger than the forces holding the bone.
Slow application of force over several seconds is not experienced by.
terrorism or a reign of terror, refers to the institutionalized application of force to counterrevolutionaries, particularly during the French Revolution.
physics, work is the energy transferred to or from an object via the application of force along a displacement.
acts that occurred in a public place or that involved a minor, the application of force, or a monetary transaction.
Synonyms:
engineering, practical application, utilization, technology, use, exercise, usage, employment, utilisation, misapplication,
Antonyms:
top, falsify, unhealthful, discolor, soften,