appealer Meaning in Odia (Oriya). ( appealer ଶବ୍ଦର ଓଡିଆ ଅର୍ଥ)
ଆବେଦନକାରୀ, ଗାଲିଚା,
People Also Search:
appealingappealingly
appealingness
appeals
appeals board
appear
appearance
appearances
appeared
appearing
appears
appeasable
appease
appeased
appeasement
appealer తెలుగు అర్థానికి ఉదాహరణ:
| ମାମଲା ସଂପର୍କରେ |ରିଟ୍ ପର୍ଯ୍ୟାୟଭୁକ୍ତ ଉକ୍ତ ମାମଲାରେ ଜାତୀୟ ଆଇନ ସେବା ପ୍ରାଧିକରଣ ( NALSA), ଦିଲ୍ଲୀ ପ୍ରାଥମିକ ଆବେଦନକାରୀ ଥିଲା ।
ଏହି ବିଶେଷ ସୁବିଧା କେବଳ ଆବଶ୍ୟକ ସ୍ଥଳେ ହିଁ ଯୋଗ୍ୟ ଆବେଦନକାରୀଙ୍କ କ୍ଷେତ୍ରରେ ଗ୍ରହଣ କରାଯିବ ।
ସୁପ୍ରିମକୋର୍ଟରେ ଚାରିଜଣ ଆବେଦନକାରୀ ତିନିଟି ପିଟିସନଦ୍ୱାରା ଏହି ବିଲ୍ର ସାମ୍ବିଧାନିକତାକୁ ଚୁନୋତି ଦେଇଥିଲେ ।
ଅତଏବ ବିବାଦିତ ଜମି ତିନି ଭାଗ ହୋଇ ପ୍ରତି ଆବେଦନକାରୀଙ୍କୁ ମୋଟ ଜମିର ଏକ- ତୃତୀୟାଂଶ ପ୍ରଦାନ କରାଯିବ ।
ଏହି ଫଇସଲା ଅନୁଯାୟୀ ସେହି ବିବାଦିତ ୨ ଏକର ୭୭ ଡେସିମିଲ ଜମିକୁ ତିନି ଆବେଦନକାରୀ ଯଥା, ରାମ ଲାଲା ତରଫେ ହିନ୍ଦୁ ମହାସଭା, ସୁନ୍ନୀ ୱାକଫ ବୋର୍ଡ ଓ ନିର୍ମୋହୀ ଆଖାଡାକୁ ଏକ ତୃତୀୟାଂଶ ହିସାବରେ ମାଲିକାନା ପାଇବେ ।
|ଉଦାହରଣ ସ୍ୱରୁପ ଓଡ଼ିଶାରେ ଏପିଏଲ କାର୍ଡ଼ ପାଇବା ପାଇଁ ଆବେଦନକାରୀଙ୍କୁ ପରିବାରମୁଖ୍ୟଙ୍କ ଦୁଇଟି ଫଟୋ ସହ ପରିଚୟ ପତ୍ର, ଠିକଣା ପ୍ରମାଣପତ୍ର, ଏବଂ ପୁରୁଣା ରାସନ କାର୍ଡ଼ ସହ _ଟଙ୍କା ଫି ଦେବାକୁ ପଡ଼ିଥାଏ ।
ଏହି ସେବା ମାଧ୍ୟମରେ ଆବେଦନକାରୀଙ୍କ ମୋବାଇଲ ମାଧ୍ୟମରେ ମାମଲାର ପରବର୍ତ୍ତୀ ତାରିଖ ମଧ୍ୟ ଜଣାଇଦିଆଯାଇଥାଏ ।
ଏହି ମାମଲାରେ ଅନ୍ୟ ଆବେଦନକାରୀମାନେ ଥିଲେ ପଞ୍ଜୀକୃତ ସଂସ୍ଥା ତଥା ଏନଜିଓ ପୂଜା ମାତା ନାସିବ କୌର ଜୀ ମହିଳା କଲ୍ୟାଣ ସମିତି ଏବଂ ହିଞ୍ଜଡ଼ା ମାନଙ୍କ ସାମାଜିକ ଅଧିକାର ପାଇଁ ଲଢୁଥିବା ଏକ ମାନବାଧିକାର କର୍ମୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ।
ଏଥିପାଇଁ ଓକିଲ ଆବଶ୍ୟକ ପଡେନି ଏବଂ ପୂର୍ବରୁ ଯଦି କୋର୍ଟ ଫି ଦାଖଲ ହୋଇଥାଏ ତେବେ ଲୋକ ଅଦାଲତରେ ମାମଲାର ସମାଧାନ ହେଲେ ଆବେଦନକାରୀ ପକ୍ଷ ସେହି କୋର୍ଟ ଫି ବାବଦ ଟଙ୍କା ଫେରି ପାଇବାର ବ୍ୟବସ୍ଥା ମଧ୍ୟ ରହିଛି ।
ଆବେଦନକାରୀଭାବେ ହୁସେନ୍ନାରା ଖାତୁନ କରିଥିବା ଏହି ମାମଲାଟି ବିଚାରପତି ଜଷ୍ଟିସ କ୍ରୀଷ୍ଣା ଆୟାରଙ୍କ୍ ଇଜଲାସରେ ଶୁଣାଣି ହୋଇଥିଲା ।
ଆବେଦନକାରୀ S. P. Guptaଙ୍କଦ୍ୱାରା ଦାୟର ଏହି ମାମଲାରେ (ପ୍ରଥମ ନ୍ୟାୟାଧୀଶଙ୍କ ମାମଲା-"S. P. Gupta v. Union of India") ଆବେଦନକାରୀ ଦୁଇଜଣ ବିଚାରପତିଙ୍କ ବଦଳି ବିରୁଦ୍ଧରେ ସରକାରଙ୍କ ମତକୁ ବିରୋଧ କରିବା ସହ ଏ ସମ୍ପର୍କିତ ସରକାରୀ ଚିଠିପତ୍ର/ନଥିକୁ ସାର୍ବଜନୀନ କରିବାକୁ ପ୍ରାର୍ଥନା କରିଥିଲେ ।
appealer's Usage Examples:
Horatio Wills, January 1855 n Langlands was unseated; replaced by successful appealer Frederick James Sargood, Oct.
disagreements came because Waddington played to win and was an enthusiastic appealer, although he was unlikely to win many appeals for leg before wicket because.
Tallon was a vociferous and frequent appealer behind the stumps, something that led to complaints from opposition batsmen.
He earned a reputation as a voracious appealer, a sworn enemy of batsmen.