apologetically Meaning in Odia (Oriya). ( apologetically ଶବ୍ଦର ଓଡିଆ ଅର୍ଥ)
କ୍ଷମା ପ୍ରାର୍ଥନା,
Adverb:
ଶ୍ରୀ ୟୁନୋ,
People Also Search:
apologeticsapologia
apologias
apologies
apologise
apologised
apologiser
apologises
apologising
apologist
apologists
apologize
apologized
apologizer
apologizers
apologetically తెలుగు అర్థానికి ఉదాహరణ:
ଏହା ସହିତ ପବିତ୍ର କାଗୁରା ନୃତ୍ଯ କରାଯାଇ ବିଗତ ବର୍ଷରେ ମାଛଧରାଳିଙ୍କଦ୍ୱାରା ଧରାଯାଇ ଥିବା ମାଛମାନଙ୍କର ଆତ୍ମାର ସଦ୍ଗତି କାମନା ଓ ସେମାନଙ୍କଠାରୁ କ୍ଷମା ପ୍ରାର୍ଥନା କରାଯାଏ ।
ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।
ଲଙ୍କିନୀ ତାଙ୍କ ଭୁଲକୁ ଅନୁଭବ କରି କ୍ଷମା ପ୍ରାର୍ଥନା କଲେ ।
| କ୍ଷମା ପ୍ରାର୍ଥନା |୧୯୯୧ ପରେ ସରବଜିତଙ୍କ ଓକିଲଙ୍କଦ୍ୱାରା ବହୁତ ପିଟିସନ ଭରାଯାଇଥିଲା ।
|ରାଜ୍ୟପାଳ ଭାବେ ସେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୪ ଜଣ ଅପରାଧୀଙ୍କ କ୍ଷମା ପ୍ରାର୍ଥନାକୁ ନାମଞ୍ଜୁର କରିଥିଲେ ।
ଋଷି ଜଣକ କହିଲେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ବ୍ରତ କରି ବ୍ରାହ୍ମଣ ଭୋଜନ କରାଇ ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କର ।
ପେରୁର ସାଂସ୍କୃତିକ ଐତିହ୍ୟ ଉପମନ୍ତ୍ରୀ ଲୁଇ ହାଇମେ କ୍ୟାଷ୍ଟିଲୋ ଏହି କ୍ଷମା ପ୍ରାର୍ଥନାକୁ କଟାକ୍ଷ କରି କହିଥିଲେ ଯେ ଗ୍ରୀନ୍ପିସ୍ ପ୍ରଥମେ ନିଜ ଦୋଷ ମାନିନଥିଲା କିମ୍ବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିନଥିଲା ।
ରାଜା ଅଗ୍ନିଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ କଲେ, ତଥା ଧର୍ମ ଓ ଜ୍ଞାନର ଉତ୍ସ ବେଦର ସୃଷ୍ଟିର କାରଣ ଜଣେ ଦେବଙ୍କୁ ସେ କଦାପି ଦଣ୍ଡିତ କରିପାରିବେ ନାହିଁ ବୋଲି କ୍ଷମା ପ୍ରାର୍ଥନା କଲେ ।
ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଥିଲେ, "ନାଜ୍କାରେ ହୋଇଥିବା କ୍ଷତି ଅପୂରଣୀୟ ଏବଂ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା ଯଥେଷ୍ଟ ନାହିଁ ।
ଏହା ପରେ ଗ୍ରୀନ୍ପିସ୍ ପେରୁର ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲା ।
ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା ।
apologetically's Usage Examples:
after Sister Margaret tells the sisters that they must leave, Bob apologetically comes to bid them goodbye and overhears their prayers, discovering that.
" After apologetically saying goodbye to Luka, she abruptly leaves work and flies to Seattle.
MacTaggart then apologetically informs him that he neglected to insure the furniture, but Marshall.
Ross finally steps in and bans them from the function, and apologetically asks Rachel what he can do to make it up to her, to which Joey suggests.
teacher is confined to his quarters by the ship"s captain, somewhat apologetically, and warned that he will receive no credit – it must be believed that.
books today do, and then proceeds to go the extra mile to unapologetically commend and defend the doctrine of inerrancy.
Dana approaches, and Brody apologetically tells her that they cannot report the accident.
are unapologetically themselves and not afraid to take a stand on issues they are passionate about," McCarthy also added.
failure to the patient"s symptoms, the team diagnoses lymphoma; House apologetically cuts off Chase"s attempts to find a less-lethal conclusion.
The DHS is explicitly depicted as a completely unregulated, astoundingly powerful and unapologetically ruthless collection of fanatics, breaking laws without consideration and eager to torture and even murder innocent civilians to achieve their objectives.
Jagger as narrator, speaks to the mistress apologetically and with a guilty conscience.
Plotnick discovers what has occurred and apologetically frees Cloak, before admonishing his son.
reviewed the song favorably, calling it "dynamic" and saying that it is "apologetically country in instrumentation and vocal, with energy and outrage that are.