antibiotics Meaning in Odia (Oriya). ( antibiotics ଶବ୍ଦର ଓଡିଆ ଅର୍ଥ)
ଆଣ୍ଟିବାୟୋଟିକ୍, ଆଣ୍ଟିବ୍ୟାକ୍ଟେରିଆଲ୍ ପଦାର୍ଥ,
Noun:
ଆଣ୍ଟିସେପ୍ଟିକ୍ |, ଆଣ୍ଟିବ୍ୟାକ୍ଟେରିଆଲ୍ ପଦାର୍ଥ |,
People Also Search:
antibodiesantibody
antic
anticancer
anticholinergic
antichrist
antichrists
antichthon
anticipant
anticipants
anticipate
anticipated
anticipates
anticipating
anticipation
antibiotics తెలుగు అర్థానికి ఉదాహరణ:
ଆଣ୍ଟିବାୟୋଟିକ୍ ଓ ରେଟିନଏଡ ଖାଇବାକୁ ଓ ବ୍ରଣ ସ୍ଥାନରେ ଲଗାଇବାକୁ ଦିଆଯାଏ ।
ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାର ସୁଡୋମୋନାସ୍ କୋଲାଇଟିସ୍ ହୁଏ।
ବିକାଶଶୀଳ ଅଞ୍ଚଳରେ ଏହି ରୋଗ କେତେ ହୁଏ ତାହା ବିବାଦୀୟ ଅଟେ | ପୂର୍ବରୁ ଏହାର ମଡ଼କ ହେଉଥିବା ବେଳେ ଅଧୁନା ଆଣ୍ଟିବାୟୋଟିକ୍ ଏବଂ ବିଶୁଦ୍ଧ ଜଳ ମିଳୁଥିବା ଯୋଗୁ ଏହା କମ୍ ଦେଖାଯାଉଛି ।
ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଶିରାଭ୍ୟନ୍ତର ତରଳ ପଦାର୍ଥ, ଫ୍ରେସ ଫ୍ରୋଜନ ପ୍ଲାଜମା, ଆଣ୍ଟିବାୟୋଟିକ୍ ଏବଂ ଓକ୍ଟ୍ରିଓଟାଇଡ ଦିଆଯାଇପାରେ ।
ସଂକ୍ରମଣ ହୋଇଗଲେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଟକ୍ସିନ ଦେଇ ଚିକିତ୍ସା କରାଯାଏ ।
ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ଦ୍ୱାରା ଭଲ ହୋଇଯାଆନ୍ତି ।
ଲାକ୍ଟେଟ ସ୍ତର ୩୫ ମିଗ୍ରା/ଡେ.ଲି.ରୁ କମ୍ ଥିଲେ ଓ ପୂର୍ବରୁ ଆଣ୍ଟିବାୟୋଟିକ୍ ନ ପାଇଥିଲେ ଜୀବାଣୁ ଜନିତ ନୁହେଁ ବୋଲି ଧରାଯାଏ ।
ସଂକ୍ରମଣ ସମ୍ଭାବନା ଥିବାରୁ ନିୟମିତ ଆଣ୍ଟିବାୟୋଟିକ୍ ଦେବାକୁ ପରାମର୍ଶ ଦିଆଯାଏ ।
|ଏହି ରୋଗର ଚିକିତ୍ସାରେ ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ବି 12 ସହିତ ଟେଟ୍ରାସାଇକ୍ଲିନ୍ ପରି ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ | ଏହି ରୋଗ ଏସିଆ, ମଧ୍ୟ ଆମେରିକା ଏବଂ ଦକ୍ଷିଣ ଆମେରିକାର କେତେକ ସ୍ଥାନରେ ହେଉଥିବା ଦେଖାଯାଏ ।
|ଶିଳ୍ପଭିତ୍ତିକ ବିକାଶର ଯୁଗ: ୧୯୨୮ ମସିହରେ ଆଲେକଜାଣ୍ଡେର୍ ଫ୍ଲେମିଂ ଏକ ଫିମ୍ପି ପ୍ରଜାତିରୁ ପେନିସିଲିନ୍ ନାମକ ରସାୟନ ଆବିଷ୍କାର କଲେ ଯାହା କି ବହୁଳ ମାତ୍ରାରେ ଜିବଘ୍ନ ବା ଆଣ୍ଟିବାୟୋଟିକ୍ (antibiotic) ପ୍ରସ୍ତୁତ୍ କରିବାରେ ବ୍ୟବହୃତ ହେଲା।
ଏହା ହେଲେ ଆଣ୍ଟିବାୟୋଟିକ୍ ଦେବା ବନ୍ଦ କରିଦିଆ ଯାଏ ଓ ମେଟ୍ରୋନିଡାଜୋଲ୍ ବା ଭାଙ୍କୋମାଇସିନ୍ ଦିଆଯାଏ ।
ଅତି ଗରିବ ଦେଶମାନଙ୍କରେ ମଧ୍ୟ ବହୁମୁଖୀ ଆଣ୍ଟିବାୟୋଟିକ୍ ଔଷଧ ସେବନଦ୍ୱାରା ପ୍ରସବ ପରବର୍ତ୍ତୀ ସଂକ୍ରମଣର ନିରାକରଣ ଓ ଉପଚାର ଏବେ ଏକ ସାମାନ୍ୟ ବିଷୟ ।
ଆଣ୍ଟିବାୟୋଟିକ୍ ଔଷଧ ପ୍ରସବ ପରବର୍ତ୍ତୀ ସଂକ୍ରମଣର ପ୍ରତିଷେଧରେ ସମର୍ଥ ହୁଏ ।
antibiotics's Usage Examples:
sub-Saharan Africa, nontyphoidal Salmonella can be invasive and cause paratyphoid fever, which requires immediate treatment with antibiotics.
antibiotics derived from tetracycline.
Giving antibiotics to people with significant exposure to certain types of meningitis may.
Treatments may include moisturizing cream, antibiotics, etretinate or retinoids.
simplex) Drug reactions, most commonly to: antibiotics (including, sulphonamides, penicillin), anticonvulsants (phenytoin, barbiturates), aspirin, modafinil.
A limited number of antibiotics also possess antiprotozoal activity.
Macrolide antibiotics are thought to inhibit peptidyl transferase, in addition to inhibiting ribosomal translocation.
Antimetabolites may also be antibiotics, such as sulfanilamide drugs, which inhibit dihydrofolate synthesis in bacteria by competing.
The term antibiotic resistance is a subset of AMR, as it applies to bacteria that become resistant to antibiotics.
In the Soviet Union, it was used in the pyrogenic treatment of syphilitic encephalitis (mostly in the pre-antibiotics era), various psychiatric.
lichen identification, and have had economic importance as dyes such as cudbear or primitive antibiotics.
Immediately after surgery, patients must adhere to certain infection preventing instructions such as daily cleaning, and the consumption of antibiotics.
Daily treatment of DPB with macrolide antibiotics such as erythromycin eases symptoms and increases survival time, but the disease currently.
Synonyms:
antineoplastic antibiotic, chlortetracycline, Aureomycin, Viocin, bacitracin, Nebcin, nystatin, Mutamycin, mitomycin, carbomycin, gentamicin, viomycin, fradicin, Mycostatin, streptomycin, Ethril, tyrocidine, cephaloglycin, Neobiotic, pyocyanin, spectinomycin, mycomycin, ciprofloxacin, tyrocidin, chloramphenicol, cephaloridine, tobramycin, Pediamycin, gramicidin, tyrothricin, Nystan, Kantrex, vancomycin, penicillin, cycloserine, aztreonam, antibiotic drug, polymyxin, cephalosporin, Vancocin, Mefoxin, antibacterial, Vibramycin, bactericide, antimycin, Cipro, neomycin, Kafocin, E-Mycin, Chloromycetin, streptothricin, hydroxytetracycline, novobiocin, Lincocin, amphotericin, Terramycin, Azactam, subtilin, oxytetracycline, actinomycin, oxytetracycline hydrochloride, doxorubicin, dihydrostreptomycin, Garamycin, Erythrocin, doxycycline, pyocyanase, Ilosone, antibacterial drug, lincomycin, kanamycin, erythromycin, Primaxin,