<< anthuriums anti >>

anti Meaning in Odia (Oriya). ( anti ଶବ୍ଦର ଓଡିଆ ଅର୍ଥ)



ଆଣ୍ଟି, ଏହାର ବିପରୀତ, ବିପକ୍ଷରେ,

Noun:

ଆଣ୍ଟି,

anti తెలుగు అర్థానికి ఉదాహరణ:

ଏହି ପରୀକ୍ଷା ସର୍ବଦା ଅତି ସରଳ ନୁହେଁ, ରକ୍ତର ଅଟୋଆଣ୍ଟିବଡି ପରୀକ୍ଷା ଅଧିକାଂଶ ସମୟରେ ବିଯୁକ୍ତାତ୍ମକ ଥାଏ ।

|ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ ।

ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ ।

ଡକ୍‌ସିସାଇକ୍ଲିନ ଆଣ୍ଟିବାୟୋଟିକ ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।

ଏଚଆଇଭି/ଏଡସ ରୋଗ ଓ ଆଣ୍ଟିଭାଇରାଲ ଔଷଧ ସାଥିରେ ଏହା ମଧ୍ୟ ଦିଆଯାଏ ।

ପାଟିରେ ଖାଇବାକୁ ଦିଆଯାଉଥିବା ଆଣ୍ଟିବାୟୋଟିକମାନଙ୍କର ନାମ ସେଫାଲେକ୍‌ସିନ, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ ।

ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।

|ଗୀତ|ଆଧାର|ବାହାର ଆଧାର|୨୦୧୪ର ଓଡ଼ିଆ କଥାଚିତ୍ର କୋଟିଆପିନ (ଇଂରାଜୀ ଭାଷାରେ Quetiapine, ମାର୍କେଟ ନାମ ସେରୋକ୍ୱେଲ/ Seroquel) ଏକ ଅନିୟମିତ ଆଣ୍ଟିସାଇକୋଟିକ ଯାହା ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର ଓ ପ୍ରମୁଖ ଅବସାଦ ବେମାରୀ ଆଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।

ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।

ଅନିୟନ୍ତ୍ରିତ ଆଜ୍‌ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସ‌ହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ (ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।

ଆଇଜିଇ ଆଣ୍ଟିବଡି ଆଲର୍ଜେନ ସ‌ହିତ ସଂଯୁକ୍ତ ହେଲେ ମାସ୍ଟସେଲରୁ ପ୍ରଦାହକାରୀ ରାସାୟନିକ ପଦାର୍ଥ ହିସ୍‌ଟାମିନ ନିର୍ଗତ ହୁଏ ।

ରୋଗ ସାଂଘାତିକ ଥିଲେ, ଇମ୍ମ୍ୟୁନ ସମସ୍ୟା ଥିଲେ ଓ ଘାଆ ଶୀଘ୍ର ଶୁଖିବା ନିମନ୍ତେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।

ଏଣୁ ଖୋଲା ଭଗ୍ନ ତଥା ଅପରେଶନ୍ ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାଇଓଟିକ ଅତ୍ୟନ୍ତ ଆବଶ୍ୟକ ।

anti's Usage Examples:

suitable for grain-sowing or vine planting; lest by neglecting the proper moment for such operations the bounty of heaven should be lost.


signed Railpax legislation which placed a moratorium on passenger train discontinuances in anticipation of the start-up of Amtrak.


It is measured by the total value of a producer's acquisitions, less disposals of fixed assets during the accounting period plus certain additions to the value of non-produced assets (such as subsoil assets or major improvements in the quantity, quality or productivity of land) realised by the productive activity of institutional units.


To insure the facilities plants thrive in even the worst of droughts, a computerized irrigation system is designed around the plantings.


through antiquities including bas-reliefs and statues going back to ancient times.


'Thy Coming Fame, Ogé! Is Sure': New Evidence on Ogé's 1790 Revolt and the Beginnings of the Haitian Revolution, pages 19–45 in John Garrigus and Chris Morris, eds, Assumed Identities: The Meanings of Race in the Atlantic World (Texas A"M University Press, 2010) James, C.


After Lindsay Naegle forms an anti-children group, Marge fights back with a group led with Mr.


In a very romantic scene Ash says he came a long way and overcame great odds to apologize to Sally on the fashion advice he gave her back at Sunny Meadows.


Members of the House of Commons (MPs) were elected in an antiquated electoral system, under which constituencies of vastly different sizes existed.


The country's imports become more expensive and exports become cheaper due to the change in relative prices, and the Marshall-Lerner condition implies that the indirect effect on the quantity of trade will exceed the direct effect of the country having to pay a higher price for its imports and receive a lower price for its exports.


The enhanced community quarantine in Luzon is a series of stay-at-home orders and cordon sanitaire measures implemented by the Inter-Agency Task Force.


main means used by us are: baths, blood evacuations, antispasmodics, revulsives and light tonics.



Synonyms:

individual, somebody, soul, mortal, person, someone,

Antonyms:

male, acquaintance, good guy, introvert, fat person,

anti's Meaning in Other Sites