<< annunciations annunciator >>

annunciative Meaning in Odia (Oriya). ( annunciative ଶବ୍ଦର ଓଡିଆ ଅର୍ଥ)



ଘୋଷିତ,

Noun:

ଘୋଷଣା,

People Also Search:

annunciator
annunciators
anoa
anoas
anobiidae
anodal
anode
anodes
anodic
anodise
anodised
anodises
anodising
anodize
anodized

annunciative తెలుగు అర్థానికి ఉదాహరణ:

୨୦୧୧ ମସିହା ନଭେମ୍ବର ମାସରେ ପଶ୍ଚିମ ଆଫ୍ରିକୀୟ କଳା ଗଣ୍ଡା (Diceros bicornis longipes) ଉପପ୍ରଜାତିକୁ ବିଲୁପ୍ତ ଘୋଷିତ କରାଯାଇଥିଲା ।

|ସେଇ ପରୀମାନଙ୍କମୁହଁରେ ଚେନାଏ ହସ ଆଣିବା ପାଇଁ ''ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢାଅ!|ଆଧାର|୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ଭାରତ ସରକାରଙ୍କ ଯୋଜନା ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ସଂଯୁକ୍ତ ଗଣରାଜ୍ୟଦ୍ୱାରା ଘୋଷିତ ଏକ ଆନ୍ତର୍ଜାତିକ ପାଳନ ଦିବସ ।

ସେ ଧୀରେ ଧୀରେ ଦ୍ୱୀପଟିକୁ ନିଜ ଅକ୍ତିଆରକୁ ଆଣି ନିଜକୁ ରାଜା ଘୋଷିତ କରିଥିଲେ ।

|ଡିସେମ୍ବର ୨୯: ପୀଡ଼ିତା ଚିକିତ୍ସିତ ଅବସ୍ଥାରେ ମୃତ ଘୋଷିତ

ଦ୍ରୁତ ମୃତ୍ତିକା କ୍ଷୟଯୋଗୁଁ, ଏହାର ଲୁଣା ଜଙ୍ଗଲକୁ ସଂରକ୍ଷିତ ଘୋଷିତ କରାଯାଇଛି ।

ଏହାର ପ୍ରାୟ 3 ଶତାବ୍ଦୀ ପରେ ପାନ୍ନା ସହରକୁ ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କଦ୍ୱାରା ରାଜଧାନୀ ଘୋଷିତ ହେଇ ପାନ୍ନା ରାଜ୍ୟର ଅନୁସ୍ଥାନିକ ସ୍ଥାପନ ହେଲା ।

ସେହି କ୍ରୀଡ଼ାରେ ସେ ପରେ ସ୍ୱର୍ଣ୍ଣ ଜିତିଥିବା ବାହରେନର ରୂଥ ଜବେତଙ୍କୁ ପରେ ଅଜଜ୍ଞା ଘୋଷିତ ହେବା ପରେ ତାଙ୍କୁ ରୌପ୍ୟ ମିଳିଥିଲା ।

୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।

୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା ।

ଆନ୍ଧ୍ରପ୍ରଦେଶରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଓ ଦକ୍ଷିଣ ଓଡ଼ିଶାରେ ୧୦୦ କି.ମି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷିତ ହୋଇଥିଲା ।

ଭାରତୀୟ ସମ୍ବିଧାନ, ସମାଜବାଦ , ଧର୍ମନିରପେକ୍ଷତା (secular), ଲୋକତନ୍ତ୍ର ପରି ସିଦ୍ଧାନ୍ତକୁ ଧ୍ୟାନରେ ରଖି ଜାତି ଉପରେ ଆଧାରିତ ଭେଦଭାବକୁ ଗିଅର୍କାନୂନୀ ଘୋଷିତ କରାଯାଇଅଛି ।

annunciative's Meaning in Other Sites