angelina Meaning in Odia (Oriya). ( angelina ଶବ୍ଦର ଓଡିଆ ଅର୍ଥ)
ଆଞ୍ଜେଲିନା,
Noun:
ରନ୍ଧନ ଏବଂ medicine ଷଧରେ ବ୍ୟବହୃତ ସୁଗନ୍ଧିତ bs ଷଧ |,
People Also Search:
angelingangelique
angelology
angels
angelus
angeluses
anger
angered
angering
angerly
angers
angevin
anggur
angie
angina
angelina తెలుగు అర్థానికి ఉదాహరణ:
ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବବ୍ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା ।
|୨୦୦୧ ମସିହାରେ ଆଞ୍ଜେଲିନା ଜୋଲି ଏକ ଭିଡ଼ିଓ ଗେମ୍ରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ ।
ଏହାପରେ ଆଞ୍ଜେଲିନା କିଛି ଆତ୍ମଜୀବନି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।
୧୯୯୯ ମସିହାରେ ଗାର୍ଲ ଇଣ୍ଟରପ୍ଟେଡ୍ରେ ଆଞ୍ଜେଲିନା ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ପାଇଁ ତାଙ୍କୁ ଆକାଡ଼େମି ପୁରସ୍କାର ମିଳିଥିଲା ।
ଏଥିସହ ହଲିଉଡ୍ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଭିନେତ୍ରୀମାନଙ୍କ ମଧ୍ଯରୁ ଆଞ୍ଜେଲିନା ଅନ୍ୟତମ ।
୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ୍ ସ୍ମିଥ୍, ୨୦୦୮ର ୱାଣ୍ଟେଡ୍ ଏବଂ ୨୦୧୦ର ସଲ୍ଟ ଆଦି ଚଳଚ୍ଚିତ୍ରରେ ଆଞ୍ଜେଲିନା ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ସହ ଆକ୍ସନ ଦୃଶ୍ୟ କରିଥିଲେ ।
୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଲାରା କ୍ରଫ୍ଟ: ଟମ୍ବ ରାଇଡର ଭିଡ଼ିଓ ଗେମ୍ର ମୁଖ୍ୟ ଚରିତ୍ର ଲାରା କ୍ରଫ୍ଟ ଭାବରେ ଆଞ୍ଜେଲିନା କାର୍ଯ୍ୟ କରିଥିଲେ ଏବଂ ଏହି ଗେମ୍ରେ ତାଙ୍କର କାର୍ଯ୍ୟ ଯୋଗୁଁ ସେ ଇଂରାଜୀ ଚଳଚ୍ଚିତ୍ର ଜଗତ ତଥା ହଲିଉଡର ଜଣେ ଖ୍ୟାତାନାମା ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ ଓ ଅଧିକ ସଫଳ ଚଳଚ୍ଚିତ୍ର ତାଙ୍କୁ ସ୍ଥାନ ମିଳିଥିଲା ।
ଆଞ୍ଜେଲିନା ଜଣେ ଶିଶୁ କଳାକାର ଭାବରେ ତାଙ୍କର ବାପାଙ୍କର ସହ ୧୯୮୨ ମସିହରେ ଅଭିନୟ ଆରମ୍ଭ କରିଥିଲେ ।
| ଆଧାର |ଟାଇଗର ପ୍ରକଳ୍ପ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଗଢ଼ା ଯାଇଥିବା ପ୍ରସଙ୍ଗ ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା (ଜନ୍ମ: ୨୮ ମାର୍ଚ୍ଚ ୧୯୮୬), ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା ।
|ତାଙ୍କଦ୍ୱାରା ନିର୍ମିତ ପୋଷାକକୁ 'ଆଞ୍ଜେଲିନା ଜୋଲି', 'କେଟ ବ୍ଲାଞ୍ଚେଟ', 'ସିଏନା ମିଲର', 'ଗ୍ଲେନ କ୍ଲୋଜ', 'କଟ୍ରିନା କେଫ', 'ଦୀପିକା ପାଦୁକୋନ' ଆଦି ବହୁ ବିଶିଷ୍ଟ ମହିଳାମାନେ ପରିଧାନ କରି, ତାଙ୍କୁ ଜଣେ ଉଚ୍ଚକୋଟିର ଡିଜାଇନରର ମାନ୍ୟତା ପ୍ରଦାନ କରିଛନ୍ତି ।
angelina's Usage Examples:
It is also the hometown of Evangelina de la Cruz Macaraeg Macapagal, spouse of 9th President Diosdado Macapagal, and mother of 14th President Gloria Macapagal-Arroyo.
Notable peopleNotable people who either were born or resided in Binalonan include:Carlos Bulosan, Filipino-American writer best known for the novel America is in the HeartEvangelina de la Cruz Macaraeg Macapagal, spouse of 9th President Diosdado Macapagal, and mother of 14th President Gloria Macapagal-Arroyo.
Evangelina Home for Orphans.
revolves around the bitterness and hatred of a woman Evangelina, who retaliates against her niece, due to heartbreak that had happened during the earlier.
Evangelina Estrada Kalaw (June 16, 1920 – May 25, 2017) was a Filipina stateswoman who served as a Senator in the Senate of the Philippines from 1965–1972.