<< ancient pine ancient times >>

ancient time Meaning in Odia (Oriya). ( ancient time ଶବ୍ଦର ଓଡିଆ ଅର୍ଥ)



ପ୍ରାଚୀନ ସମୟ, ପ୍ରାଚୀନ କାଳରୁ,

People Also Search:

ancient times
ancienter
ancientest
anciently
ancientness
ancients
ancile
ancilla
ancillaries
ancillary
ancle
ancome
ancon
ancones
ancora

ancient time తెలుగు అర్థానికి ఉదాహరణ:

|ସ୍ପେନ୍‍ର ଆ କୋରୁନାରେ ଥିବା ହର୍‍କ୍ୟୁଲିସ୍ ବତିଘରରୁ ପ୍ରାଚୀନ ସମୟରେ ବତିଘର କିପରି ନିର୍ମିତ ହେଉଥିଲା ସେ ସମ୍ପର୍କରେ ସମ୍ୟକ୍ ସୂଚନା ମିଳିଥାଏ ।

|ପ୍ରାଚୀନ ସମୟରେ ଅର୍ଥଶାସ୍ତ୍ରର ପ୍ରଭାବ|ଏସିଆର ଇତିହାସରେ ଅର୍ଥଶାସ୍ତ୍ରର ବହୁଳ ପ୍ରଭାବ ରହିଥିଲା ବୋଲି ବିଶେଷଜ୍ଞମାନଙ୍କ ସୂତ୍ରରୁ ଜଣାଯାଏ ।

ଐତିହାସିକ ତଥ୍ୟର ଅନୁଧ୍ୟାନ ଓ ଗବେଷଣାରୁ ଜଣାପଡ଼ିଛି ଯେ ଅନେକ ପ୍ରାଚୀନ ସମୟର ଚିକିତ୍ସା ଶାସ୍ତ୍ରୀ "ସୁଶ୍ରୁତ" ନାମରେ ଜଣାଶୁଣା ଥିଲେ ଓ ସୁଶ୍ରୁତ ଜଣେ ବ୍ୟକ୍ତି ବୋଲି କହିହେବ ନାହିଁ ।

ପ୍ରାଚୀନ ସମୟରେ ଏଠାରେ ଏକ ଗଡ଼/ଦୁର୍ଗ ଓ ଏହି ଦୁର୍ଗ ଭିତରେ ତଥା ବାହାରେ ଜନବସତି ରହିଥିଲା ।

ଏଠାରେ ତୀର୍ଥଯାତ୍ରୀମାନେ ବହୁ ପ୍ରାଚୀନ ସମୟରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖି ଆସୁଥିଲେ ।

ତା’ ଛଡ଼ା ଅର୍ଥଶାସ୍ତ୍ରରୁ ହିନ୍ଦୁ ଦର୍ଶନ ଶାସ୍ତ୍ର, ପ୍ରାଚୀନ ସମୟର କୃଷି ବିଜ୍ଞାନ, ଧାତୁ ଓ ଖଣି ବିଜ୍ଞାନ, ପଶୁ ପାଳନ, ଔଷଧ, ବଣ ଓ ବନ୍ୟଜନ୍ତୁ ଇତ୍ୟାଦି ସମ୍ବନ୍ଧରେ ମଧ୍ୟ ଅନେକ ଜ୍ଞାନ ଓ ତଥ୍ୟ ମିଳେ ।

|ପ୍ରାଚୀନ ସମୟରେ ମାରାଗୁଡ଼ା ଶରଭପୁରୀୟ ବଂଶର ରାଜଧାନୀ କୁଶାବତୀ ନାମରେ ଖ୍ୟାତ ଥିଲା ଓ ରାମଙ୍କ ପୁଅ କୁଶଙ୍କଦ୍ୱାରା ସ୍ଥାପିତ ହୋଇଥିଲା ବୋଲି କଥିତ ଅଛି ।

ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ ।

ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ୱୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା ।

ପ୍ରାଚୀନ ସମୟରେ ଏହି ସବୁ ମୂର୍ତ୍ତିକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରାଯାଇଥିଲା ।

ଏହି ସ୍ଥାନରେ ବହୁ ପ୍ରାଚୀନ ମନ୍ଦିର ଅବସ୍ଥିତ ଓ ପ୍ରାଚୀନ ସମୟରେ ଏଠାରେ ଏକ ଜନବସତି ଥିବା ଅନୁମେୟ ।

ନାଜ୍‍କାର ଦୀର୍ଘ ସରଳ ରେଖାଙ୍କୁ ସେ ପ୍ରାଚୀନ ସମୟର ବିମାନ ବନ୍ଦର ବୋଲି ଦର୍ଶାଇଥିଲେ ।

ପ୍ରାଚୀନ ସମୟରେ ସମୁଦ୍ରରେ ବୁଡ଼ି ରହିଥିବା ପ୍ରବାଳ ଭିତ୍ତି କାଳକ୍ରମେ ରୂପାନ୍ତରିତ ହୋଇ ଦ୍ୱୀପ ବା ଦ୍ୱୀପ ଖଣ୍ଡରେ ପରିଣତ ହୋଇଛି ।

ancient time's Usage Examples:

through antiquities including bas-reliefs and statues going back to ancient times.


Since ancient times, copper acetates of some form have been used as fungicides and green pigments.


An important deity in the Indian subcontinent since ancient times, Kartikeya is particularly.


The possible existence of unseen microbial life was suspected from ancient times, such as in Jain scriptures from.


Communities around the river has existed since ancient time.


Randall, 1993 (Indian Ocean mimic surgeonfish)Acanthurus xanthopterus Valenciennes, 1835 (Yellow-fin surgeonfish)References AcanthuridaeMarine fish generaTaxa named by Peter Forsskål Hu (هُو) is the modern name of an Egyptian town on the Nile, which in more ancient times was the capital of the 7th Nome of Upper Egypt.


characters or figurative scenes or both, used in ancient times to roll an impression onto a two-dimensional surface, generally wet clay.


system is a regime of crop rotation that was used in China since ancient times and in medieval and early-modern Europe.


present, and future lives of all humans were foreseen by Hindu sages in ancient time.


Vegetarian cuisine is popular among the Tamil people and has been since ancient times.


"And did those feet in ancient time" is a poem by William Blake from the preface to his epic Milton: A Poem in Two Books, one of a collection of writings.


Mediterranean and western Asia, it has been sought out and cultivated since ancient times and is now widely grown throughout the world, both for its fruit and.



Synonyms:

temporary, parttime, underemployed, odd-job, half-time, irregular,

Antonyms:

full-time, impermanence, stable, permanent, nonworker,

ancient time's Meaning in Other Sites