analyse Meaning in Odia (Oriya). ( analyse ଶବ୍ଦର ଓଡିଆ ଅର୍ଥ)
ବିଶ୍ଳେଷଣ କର, ବିଶେଷଣ,
Verb:
ବିସର୍ଜନ କରନ୍ତୁ |, ପରୀକ୍ଷା କରିବାକୁ, ବିଶ୍ଳେଷଣ କରିବାକୁ |,
People Also Search:
analysedanalyser
analysers
analyses
analysing
analysis
analysis of variance
analyst
analysts
analytic
analytical
analytical cubism
analytical review
analytically
analyticity
analyse తెలుగు అర్థానికి ఉదాహరణ:
| ସିମାନଟିକ୍ସ | ନେମଡ ଏଣ୍ଟିଟି ରେକଗନିସନ (ଏନ.ଇ.ଆର.) |ନେମଡ ଏଣ୍ଟିଟି ରେକଗନିସନ ବା ଏନ.ଇ.ଆର. ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଆମେ ଏକ ଲେଖାକୁ ବିଶ୍ଳେଷଣ କରି ସେଥିରୁ ଦରକାରୀ ବିଶେଷ୍ୟ ଯଥା ଲୋକଙ୍କ ନାମ, ସ୍ଥାନର ନାମ କିମ୍ବା କୌଣସି ସଂସ୍ଥାର ନାମକୁ ବାହାର କରାଯାଇଥାଏ ।
ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ।
ଲମ୍ବର ପଙ୍କଚର କରି ସି.ଏସ୍.ଏଫ୍.ରେ ବିଶ୍ଳେଷଣ କରାଯାଏ ।
କେଉଁ ପ୍ରଶ୍ନର ଉତ୍ତର ଦରକାର ତାହା ଏହି ତଥ୍ୟଗୁଡିକୁ କାଟି, ଯୋଡ଼ି ବା ପରିଶୁଦ୍ଧ କରି ବିଶ୍ଳେଷଣ କରାଯାଏ ।
କେତେକ ରାଜନୀତିଜ୍ଞ ରାଜନୀତିକୁ ବିଶ୍ଳେଷଣ କରି ସକରାତ୍ମକତାକୁ (ଜିନିଷଗୁଡିକ କିପରି ହେବ ତା' ବଦଳରେ କିପରି ଅଛି ତାହା ବର୍ଣ୍ଣନା କରିବା ଚେଷ୍ଟା) ଆଗକୁ ନେଇଥାନ୍ତି ।
|ସମ୍ଭାବ୍ୟତା ଶାଖା ପରିସଂଖ୍ୟାନ ନିରୂପଣର ଏକ ଉପଶାଖା ଓ ବିଭିନ୍ନ ପ୍ରକାର ତଥ୍ୟର ବିଶ୍ଳେଷଣ କରିବା ପାଇଁ ସମ୍ଭାବ୍ୟତା ସିଦ୍ଧାନ୍ତର ବ୍ୟବହାର କରାଯାଏ ।
ତେଣୁ ଏହି ବିଶ୍ଳେଷଣରୁ ମିଳୁଥିବା ତଥ୍ୟର ଉପଯୋଗୀତା, ବିଶ୍ଳେଷଣ କରୁଥିବା କମ୍ପାନୀର ବ୍ୟବସାୟିକ ଲକ୍ଷ୍ୟ ଉପରେ ନିର୍ଭର କରେ - ବିଜ୍ଞାପନ, ଚାହିଦା ଅନୁଯାୟୀ ଜିନିଷ ବିକ୍ରି, ଅଳ୍ପ ଖର୍ଚ୍ଚରେ ଲୋକଙ୍କ ପାଖରେ ପହଞ୍ଚିବା ।
ତଥ୍ୟ ଚିହ୍ନଟ, ତଥ୍ୟ ଯୋଗାଡ଼, ତଥ୍ୟର ପରିଶୋଧନ କରିବା ପରେ ବିଶ୍ଳେଷଣ କରାଯାଏ ।
ସଂଗୃହୀତ ତଥ୍ୟର ବିଶ୍ଳେଷଣ କରି ବହୁ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଭବିଷ୍ୟତରେ ମାତୃ ମୃତ୍ୟୁ ହାରକୁ କମ୍ କରାଯାଇପାରେ ।
ଏଥିପାଇଁ ସେ ବାୟୁଦ୍ୱାରା ପରିବେଷ୍ଟିତ ଏକ କଠିନ ପୃଷ୍ଠତଳରେ ସ୍ଥିରଭାବରେ ରହିଥିବା ଏକ ତରଳ ବିନ୍ଦୁ ଉପରେ ପଡ଼ୁଥିବା ବଳମାନଙ୍କର ବିଶ୍ଳେଷଣ କରିଥିଲେ।
|ସାମାଜିକବିଜ୍ଞାନ|ସମାଜବିଜ୍ଞାନ ହେଉଛି ମାନବ ଆଚରଣର ଅଧ୍ୟୟନ | ସମାଜବିଜ୍ଞାନ ସାମାଜିକ ଆଚରଣ, ସମାଜ, ସାମାଜିକ ସମ୍ପର୍କର ଢାଞ୍ଚା, ସାମାଜିକ ପାରସ୍ପରିକ କ୍ରିୟା, ଏବଂ ଦୈନନ୍ଦିନ ଜୀବନକୁ ଘେରି ରହିଥିବା ସଂସ୍କୃତିକୁ ବିଶ୍ଳେଷଣ କରେ ||ପ୍ରାକୃତିକବିଜ୍ଞାନ|ବୈଜ୍ଞାନିକ ପ୍ରଣାଳୀ|ବିଜ୍ଞାନର ଅଧ୍ୟୟନ ଓ ଅଭିବୃଧି ମୁଖ୍ୟତଃ କେତୋଟି ପ୍ରାଥମିକ ସୋପାନକୁ ଅନୁସରଣ କରିଥାଏ ।
ଡଃ ସୋଲି ଜେ ସୋରାବଜିଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏହି କମିଟି ପ୍ରଚଳିତ ପୋଲିସ ଅଧିନିୟମର ବିଶ୍ଳେଷଣ କରି ଏଥିରେ ଆବଶ୍ୟକୀୟ ପରିବର୍ତ୍ତନର ସୁପାରିଶ କରିବେ ।
ଏହାବ୍ୟତୀତ ଚରିତ୍ରମାନଙ୍କର ମାନସ୍ତାତ୍ୱିକ ବିଶ୍ଳେଷଣ କରିବାରେ ବି ସେ ଥିଲେ ଜଣେ ଧୁରୀଣ ବିନ୍ଧାଣି ।
analyse's Usage Examples:
all sensorial factors into account during analyses in conformably with the perception process of architectural space which is a multi-sensorial act.
Danca and Chen note that the Rabinovich–Fabrikant system is difficult to analyse (due to the presence of quadratic and cubic terms) and that different attractors can be obtained for the same parameters by using different step sizes in the integration.
The prosodic structure of literary works from the Sangam era has to be analysed according to the Tolkappiyam.
from regular expressions and/or state charts and can also build lexical analysers via the longest-match method.
Taxonomy and speciesThere is evidence for [(biology)|hybridization] between sympatric taxa, requiring care when interpreting molecular phylogenetic analyses that do not use a large number of specimens.
Brownian ratchet or Feynman–Smoluchowski ratchet is an apparent perpetual motion machine of the second kind, first analysed in 1912 as a thought experiment.
In certain contexts, it engages socio-economic analyses, with "social concern for the poor and political liberation for oppressed peoples.
summaries and analyses of decisions by national and international courts and arbitral or other tribunals, and of contemporary U.
The Kappa number can be monitored by online Kappa analysers in a pulp mill, but these have to be calibrated with the ISO 302:2004.
instances of ideal forms) and non-totalizing (assemblages are not seamless totalities but collections of heterogeneous components that should be analysed as.
However, this view has been refuted by phylogenetic analyses using nuclear and mitochondrial DNA, which found that the great hammerhead and the smooth hammerhead (S.
He analysed, among others, the psychoanalysts Otto Gross and A.
Synonyms:
follow, assay, diagnose, audit, analyze, canvas, trace, look into, canvass, check up on, survey, go over, check over, check out, anatomize, scrutinize, look at, investigate, reexamine, study, screen, check into, check, scrutinise, compare, sift, review, consider, view, name, inspect, appraise, suss out, examine, sieve,
Antonyms:
differ, disagree, dissimilitude, unlikeness, stay in place,