amongst them Meaning in Odia (Oriya). ( amongst them ଶବ୍ଦର ଓଡିଆ ଅର୍ଥ)
ସେମାନଙ୍କ ମଧ୍ୟରେ,
People Also Search:
amontilladoamontillados
amor
amoral
amoralism
amoralist
amoralists
amoralities
amorality
amorant
amorini
amorino
amorist
amorists
amorosa
amongst them తెలుగు అర్థానికి ఉదాహరణ:
ସେମାନଙ୍କ ମଧ୍ୟରେ ଅଛନ୍ତି - ଆଶା ଭୋସଲେ, ମହମ୍ମଦ ରଫି, କିଶୋର କୁମାର, କୁମାର ସାନୁ, ଉଦିତ ନାରାୟଣ, ଅମିତ କୁମାର, ଅଭିଜିତ, ସୋନୁ ନିଗମ, ଅଲକା ୟଗନିକ, ସାଧନା ସରଗମ୍, ସୁନିଧି ଚୌହାନ ଓ ଆହୁରି ଅନେକ ।
ଏହି ବର୍ଣ୍ଣ ସବୁ ବିଭିନ୍ନ ବର୍ଣ୍ଣ ଲୋକମାନଙ୍କସୂଚନା ଦେଇଥାଏ ଓ ତତ୍ସହିତ ସେମାନଙ୍କ ମଧ୍ୟରେ ଭ୍ରାତୃଭାବର ସମ୍ପର୍କ ସୃଷ୍ଟି କରିଥାଏ ।
ଇସଲାମ ଧର୍ମ ବିଶ୍ୱାସ ଅନୁଯାୟୀ ଘୁଷୁରୀ ମାଂସ ଖାଇବା ନିଷେଧ ହୋଇଥିବାରୁ ସେମାନଙ୍କ ମଧ୍ୟରେ ହଲାଲ କୁକୁଡ଼ା ମାଂସ ପଡ଼ିଥିବା ବ୍ୟଞ୍ଜନ ଅଧିକ ଲୋକପ୍ରିୟ ।
| ଜଙ୍ଗଲବାସୀଙ୍କ ସହିତ ସମ୍ପର୍କ |କେନ୍ନେଥ୍ ଆଣ୍ଡର୍ସନ୍ ବଣ ଜଙ୍ଗଲରେ ରହୁଥିବା ବିଭିନ୍ନ ଆଦିବାସୀଙ୍କ ସହିତ ମିଳିମିଶି କଥାବାର୍ତ୍ତା ହୋଇପାରୁଥିଲେ ଓ ସେମାନଙ୍କ ମଧ୍ୟରେ ପରିଚିତ ଥିଲେ ।
ସେମାନଙ୍କ ମଧ୍ୟରେ ଧରଣୀଧରଙ୍କ ଭାଇ ଗୋପାଳ ନାୟକ ମଧ୍ୟ ଥାନ୍ତି ।
ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ ।
ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଷ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ ।
ଭାରତୀୟ ପେଣ୍ଟିଂ ଜଗତକୁ ଯେଉଁ କେତେ ଜଣ ମହିଳା ଚିତ୍ରଶିଳ୍ପୀ ସମୃଦ୍ଧ କରିଥିଲେ ସେମାନଙ୍କ ମଧ୍ୟରେ ଅମୃତା ସେରଗିଲ ଅନ୍ୟତମ ।
କରପଲମୋନେଲ ରୋଗର ଯେତେ କାରଣ ଅଛନ୍ତି ସେମାନଙ୍କ ମଧ୍ୟରେ ଏହି ରୋଗ ପ୍ରଥମ ସ୍ଥାନ ଅଧିକାର କରିଛି ।
| ଇତିହାସ |ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତି ଓ ମହାପୂରୁଷମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ତତ୍କାଳୀନ ପାରଳା ମହାରଜା "ଶ୍ରୀ ଶ୍ରୀ ଶ୍ରୀ ଗୌର ଚନ୍ଦ୍ର ଗଜପତି ନାରାୟଣ ଦେଓ"ଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ ।
|ଦାଦାଭାଇ ଏତେ କଷ୍ଟ ହାତେଇଥିବା ସେଇ ହୋଟେଲ ଜଗାଟାକୁ ସେମାନେ ଅଧିକାର କରିପାରୁନଥିବାରୁ ସେମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଗଲା ଏବଂ ସେମାନେ ସେହି ଜମି ଅଧିକାର କରିବା ପାଇଁ ଏକ ଉପାୟ ବାହାର କଲେ ।
ସେମାନେ ମଧ୍ୟ ଗଛ, ଶୈବାଳ ଓ କବକଠାରୁ ବିଭାଜନ କରାଯାଇପାରେ କାରଣ ସେମାନଙ୍କ ମଧ୍ୟରେ କଠୋର କୌଷିକ ଭିତ୍ତିର ଅଭାବ ରହିଥାଏ ।
ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ ।
amongst them's Usage Examples:
During their attempts to survive the hostile alien world, the group meet Michael Collins, who helps them survive and come to the realization that the Beyonder has seemingly brought them together to evaluate them and see who wins in a battle amongst themselves.
He is assisted by up to 26 Deputy Lieutenants, amongst them the Vice Lord Lieutenant, held as of 1 July 2019[update] by Hugh McKechnie.
Common fate may be something like the group all getting up and leaving together while talking or laughing amongst themselves.
Theatre") was founded in 1889 by request of the citizens of Vienna, amongst them the dramatist Ludwig Anzengruber and the furniture manufacturer Thonet.
Freeze formed the Injustice League to take over and divide the ruins amongst themselves while Harley Quinn and her crew celebrate in the resulting anarchy.
lush carpets, the group"s unconventional paintings and prints struck a foreseeably strident chord, amongst them notably a nude poster of a woman that ruffled.
PoetryBecause the texts of Solage's songs are found only in his musical settings, and because they show amongst them kindred turns of phrase as well as syntactic and lexical preferences that lend a sense of unity, it is probable that he wrote the words as well as the music.
Several schools are located in Dansoman, amongst them are Senior High Schools like Ebenezer Senior High, St.
He is assisted by up to 26 Deputy Lieutenants, amongst them the Vice Lord Lieutenant, held by Hugh McKechnie Currie.
The speaker who addressed Muawiyah sharply with the greatest firmness amongst them was Abdurrahman bin Abu Bakr as-Siddeeq, while Abdullah bin Umar bin al-Khattab was the most soft-spoken amongst them.
territory was further divided between his four sons, who soon started quarrelling amongst themselves.
As regards the church bells, amongst them in the quadrangular tower are three bells, inscribed with the patron saints of the parish (Santa Monica, San Agustin, and Calipay or Joy).
These extension areas are popular amongst students from African countries visiting Hyderabad, and the enterprising ones amongst them have even started a restaurant, Africa, on the way to Indus International School, which dishes out African recipes.