amino Meaning in Odia (Oriya). ( amino ଶବ୍ଦର ଓଡିଆ ଅର୍ଥ)
ଆମିନୋ,
Noun:
ଆମିନୋ |,
People Also Search:
amino acidamir
amir's
amirate
amirates
amirs
amish
amish sect
amiss
amissa
amissibility
amissing
amission
amit
amita
amino తెలుగు అర్థానికి ఉదాహరణ:
|୪-ଆମିନୋସାଲିସିଲିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ହୁଏ ।
ଆମିନୋସାଲିସିଲେଟ (aminosalicylates) ସଲଫାସାଲାଜିନ (sulfasalazine), ସ୍ଟିରଏଡ (steroids), ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଯେପରିକି ଆଜାଥାଇଓପ୍ରିନ (azathioprine), ଓ ବାୟୋଲୋଜିକାଲ ଥେରାପି ଦିଆଯାଏ ।
ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ଔଷଧ ।
ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ସ୍ଟ୍ରେପ୍ଟୋମାଇସିନ ଏକ ଔଷଧ ।
ଆମିନୋସାଇକ୍ଲିଟୋଲ ଶ୍ରେଣୀର ଔଷଧ ଯାହା କେତେକ ଜୀବାଣୁର ପ୍ରୋଟିନ ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
ରକ୍ତର ଫିଲଟର ବା ପରିସ୍ରବଣଦ୍ୱାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ ।
|ଆମିନୋଏସିଡ୍ ପ୍ରଣୀଜ ଖାଦ୍ୟ ଯଥା ମାଂସ, ଦୁଧ, ମାଛ ଓ ଅଣ୍ଡାରୁ ମିଳେ ।
| ଆଧାର |୧୯୪୮ ଜନ୍ମ|ଜୀବିତ ବ୍ୟକ୍ତି ଫିନାଇଲକିଟୋନୁରିଆ (ଇଂରାଜୀ ଭାଷାରେ Phenylketonuria ବା ପିକେୟୁ/PKU) ଏକ ଜନ୍ମଗତ ଚୟାପଚୟ ତୃଟି (inborn error of metabolism) ଯାହା ଫଳରେ ଦେହରେ ଥିବା ଫିନାଇଲଆଲାନିନର (phenylalanine) (ଏକ ପ୍ରକାର ଆମିନୋଏସିଡ (amino acid)) ପରିମାଣ କମିଯାଏ ।
ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ ।
କେତେକ ଖାଦ୍ୟରେ ଅଧିକ ଆମିନୋଏସିଡ ଥାଏ, କିନ୍ତୁ ଏହାକୁ ହଜମ କରିବା ସହଜ ନୁହେଁ ଓ କେତେକ ପୋଷକ ନିରୋଧୀ ଗୁଣ ମଧ୍ୟ ଥିବା ଯୋଗୁ ବ୍ୟବହାର ଉପଯୋଗୀ ହୁଏ ନାହିଁ ।
ସ୍ନାୟୁରେ ଗ୍ଲାଇସିନ୍ ଓ ଗାମ୍ମା-ଆମିନୋବ୍ୟୁଟିରିକ ଏସିଡକୁ(GABA) ବିଷ ବା ଟକ୍ସିନ ରୋକିଦିଏ ।
ପାରୋମୋମାଇସିନ ଏକ ଆମିନୋଗ୍ଲାଇକୋସାଇଡ ଶ୍ରେଣୀର ଔଷଧ ଓ ବ୍ୟାକ୍ଟେରିଆର ପ୍ରୋଟିନ ତିଆରି ଅବରୋଧ କରି ତାକୁ ମାରିଦିଏ ।
amino's Usage Examples:
maroon edge to leaf; staminodes, labellum and stamen bright orange (28B) blushed a darker, reddish (32A) in places; yellow (15A) on edges; stigma deep orange-red;.
Digestion occurs immediately after ingestion when the pollen makes contact with saliva, and amino acids are dissolved.
glutamic acid, respectively) In the urea cycle, aspartate and ammonia donate amino groups leading to the formation of urea.
Also in the late 1990s and early 2000s in Atascadero, the old SR 41 alignment used to cut through downtown by going north on El Camino Real and turning right onto West Mall.
This followed years of rebuilding under president Keith Curry who was provost of the campus while it was partnered with El Camino College.
It is isomerized by glutamate-1-semialdehyde 2,1-aminomutase to give aminolevulinic acid.
They exhibit 7 putative transmembrane α-helical spanners (TMSs) and vary in size between about 200 and 500 amino acyl residues,.
development of the pineal gland and of microglia, lead poisoning, and avitaminosis.
High affinity cationic amino acid transporter 1 is a protein that in humans is encoded by the SLC7A1 gene.
selective inhibition of aspartate aminotransferase with aminooxyacetic acid ameliorated experimental autoimmune encephalomyelitis in a therapeutic mouse model.
These analogues — first aminopterin and then amethopterin (now methotrexate) were antagonistic to folic acid, and blocked the function of folate-requiring enzymes.
The Wilcox wrestling team went undefeated in the El Camino League in 2007–2008 season, winning the League champions.
This can be through a connection between the amino and carboxyl ends of the peptide, for example in cyclosporin; a connection between the.
Synonyms:
aminic,
Antonyms:
old, moderate,