alleyn Meaning in Odia (Oriya). ( alleyn ଶବ୍ଦର ଓଡିଆ ଅର୍ଥ)
ଆଲେନ୍,
Noun:
ଆଲେନ୍ |,
People Also Search:
alleysalleyway
alleyways
allgood
allheal
alliaceous
alliance
alliances
allice
allices
allie
allied
allied command atlantic
allied command europe
allier
alleyn తెలుగు అర్థానికి ఉదాహరణ:
|ଲେଖକ ଚାର୍ଲସ୍ ଆଲେନ୍ ବିଷ୍ଣୁ ପୁରାଣରେ କୈଳାସ ପର୍ବତ ବିଷୟରେ ବର୍ଣ୍ଣନା ରହିଥିବା କଥା ଉଲ୍ଲେଖ କରିଛନ୍ତି ।
୧୯୭୫ ମସିହାରେ ଗେଟ୍ସ୍ ଏବଂ ପଉଲ୍ ଆଲେନ୍ ମାଇକ୍ରୋସଫ୍ଟର ଆବିଷ୍କାର କରିଥିଲେ ଯାହାକି ବିଶ୍ୱର ସର୍ବବୃହତ୍ ପିସି ସଫ୍ଟୱେୟର୍ କମ୍ପାନୀ ଅଟେ ।
|SETI ଅନୁଷ୍ଠାନର ରେଡ଼ିଓ ଟେଲିସ୍କୋପ୍, “ଆଲେନ୍ ଟେଲିସ୍କୋପ୍ ଆରେ” ପରି ଦୂରବିକ୍ଷଣ ଯନ୍ତ୍ର ମଧ୍ୟ ଓମୁଆମୁଆର ସର୍ବେକ୍ଷଣ କରିଥିଲେ କିନ୍ତୁ କୌଣସି ପ୍ରକାରର ଭିନ୍ନ ଧରଣର ରେଡ଼ିଓ ବିକିରଣ ଚିହ୍ନଟ କରିପାରିନଥିଲେ ।
ସେହି ସିଷ୍ଟମ୍ ମଧ୍ୟରୁ ଗୋଟିଏ ସିଷ୍ଟମ୍ ଥିଲା ପିଡିପି-୧୦ ଯାହାକି କମ୍ପ୍ୟୁଟର୍ ସେଣ୍ଟର୍ କୋରପୋରେସନ୍ (ସିସିସି)ରୁ ଜଣା ଯାଉଥିଲା ଯାହାକି ୪ ଜଣ ଲେକ୍ ସାଇଡ୍ ଛାତ୍ର ଗେଟସ୍ , ପଉଲ୍ ଆଲେନ୍, ରିକ୍ ୱିଲାଣ୍ଡ୍ ଏବଂ କେନ୍ଟ୍ ଏଭାନ୍ସଙ୍କୁ ଦଣ୍ଡ ସ୍ୱରୂପ ବାରଣ କରିଥିଲେ କାରଣ- ଗ୍ରୀଷ୍ମ ପରେ ଅପରେଟିଂଗ୍ ସିଷ୍ଟମ୍ରେ କମ୍ପ୍ୟୁଟର୍ ଫ୍ରି ସମୟରେ ସେହିମାନେ ଭୁଲ୍ କରୁଥିଲେ।
ତାଙ୍କ ପିତା ଆଲେନ୍ ଗଡଫ୍ରେ ହାଇଦ୍ରାବାଦର ନିଜାମ ପାଇଁ ରୟାଲ ମେଣ୍ଟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ମାତା ମାରଜୋରୀ ଗଡଫ୍ରେ ଜଣେ ଶିକ୍ଷାବିତ୍, ସାଂସଦ ତଥା ବିଧାୟକା ଥିଲେ ।