airline Meaning in Odia (Oriya). ( airline ଶବ୍ଦର ଓଡିଆ ଅର୍ଥ)
ବିମାନ ସେବା, ବିମାନ ଚଳାଚଳ, ବିମାନ ପରିବହନ, ନିୟମିତ ବିମାନ ଚଳାଚଳ,
Noun:
ବିମାନ ଚଳାଚଳ,
People Also Search:
airline businessairliner
airliners
airlines
airlock
airlocks
airmail
airmail letter
airmails
airman
airmanship
airmen
airn
airned
airning
airline తెలుగు అర్థానికి ఉదాహరణ:
| ସକ୍ରିୟ ଏୟାର୍ ଲାଇନ୍ସ ଓ ବିମାନ ସେବା | ଆହୁରି ଦେଖନ୍ତୁ |ଗେଲେଫୁ ବିମାନ ବନ୍ଦର|ଭୁଟାନ|ଥିମ୍ପୁ| ଆଧାର | ଅନ୍ୟାନ୍ୟ ଲିଂକ୍ |BBC World feature on landing at Paro Airport|ଭୁଟାନ କେଲିମୁଟୁ (ଇଂରାଜୀ ଭାଷାରେ Kelimutu) ଇଣ୍ଡୋନେସିଆର ଏକ ଆଗ୍ନେୟଗିରି ।
NSPCଦ୍ୱାରା ଏଠାକୁ ଚେନ୍ନଇରୁ ବିମାନ ସେବା ଆରମ୍ଭ ହେଇଥିଲେ ମଧ୍ୟ ତାହା ଆର୍ଥିକ ଭାବରେ ଲାଭଯୁକ୍ତ ନା ହେବାରୁ ବନ୍ଦ ହେଇଗଲା ।
ଇଣ୍ଡିଗୋର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ସେବାର ଆରମ୍ଭ ୧ ସେପ୍ଟେମ୍ବର 2011 ମସିହାରେ ଦୁବାଇରୁ ଦିଲ୍ଲୀ ପାଇଁ ହୋଇଥିଲା।
ଭୁଟାନର ପ୍ରଥମ ଘରୋଇ ବିମାନ କମ୍ପାନୀ ତାଶି ଏୟାର୍ ୨୦୧୧ ମସିହା ଡିସେମ୍ବର ମାସରୁ ବିମାନ ସେବା ଯୋଗାଇଥିଲା ।
ପ୍ରଥମ ବିମାନ ସେବା ଆରମ୍ଭ କରିଥିବାରୁ ତାଙ୍କୁ ଭାରତୀୟ ବେସାମରିକ ବିମାନସେବାର ଜନକ ମଧ୍ୟ କୁହାଯାଏ ।
ଏୟାର ଓଡ଼ିଶାର ବିମାନ ଏଠାରୁ ଝାରସୁଗୁଡ଼ା ଦେଇ ଭୁବନେଶ୍ୱର ଓ କଲିକତାକୁ ଦୈନିକ ବିମାନ ସେବା ଆରମ୍ଭ କରିଥିଲେ ମଧ୍ୟ ତାହା ପରେ ବନ୍ଦ ହେଇଗଲା ।
ଏହା କମ ଟଙ୍କା ବିଶିଷ୍ଟ ଯାତ୍ରୀ ସେବା ତଥା ଭାରତର ସବୁଠାରୁ ବଡ଼ ବିମାନ ସେବା ଅଟେ ।
ଏହା କିଙ୍ଗଫିସରକୁ ପ୍ରଥମରୁ ହିଁ ପ୍ରତିସ୍ଥାପିତ କରିଦେଇଥିଲା , ଏବେ କିଙ୍ଗଫିସର ଦ୍ୱିତୀୟ ସବୁଠାରୁ ବଡ଼ ବିମାନ ସେବା ଅଟେ ।
| ସେବା |ଦେଶର 8ଟି ମେଟ୍ରୋ ସହର , ଯଥା , ମୁମ୍ବାଇ , ଦିଲ୍ଲୀ , କଲିକତା , ଚେନ୍ନଇ , ବାଙ୍ଗାଲୋରେ , ହାଇଦରାବାଦ , ଅହମଦାବାଦ ଓ କୋଚିନଠାରୁ କର୍ଗୋ ନେଇ ତାକୁ ବିମାନଦ୍ୱାରା ଭାରତରେ କିଙ୍ଗ ଫିଶର ବିମାନ ସେବା ଥିବା 22ଟି ସହର ସମୂହକୁ ସେହି ଦିନ ପହଞ୍ଚାଇ ଗୃହରେ ଦେଲିଭରି ଦେବାର ବ୍ୟବସ୍ଥା କରାଯାଇଥିଲା ।
ବିଭିନ୍ନ ସରକାରୀ ଓ ବେସରକାରୀ ବିମାନ ସେବା ମଧ୍ୟରୁ ଚୟନ କରାଯାଇପାରିବ ଓ ପ୍ରାୟ ଦୈନିକ ବିମାନ ସେବା ଉପଲବ୍ଧ ।
୧୯୮୧ ମସିହା ଅପ୍ରେଲ୍ ୫ ତାରିଖରେ ଭୁଟାନର ଶାସକମାନେ ସେମାନଙ୍କ ପ୍ରଥମ ବିମାନ ସେବା କମ୍ପାନୀ ଡ୍ରୁକ୍ ଏୟାର୍ର ସ୍ଥାପନା କଲେ ।
୨୦୧୨ ମସିହାରେ ପାରୋ ବିମାନ ବନ୍ଦରରେ ୧୮୧୬୫୯ ଯାତ୍ରୀ ବିମାନ ସେବାର ସୁବିଧା ଲାଭ କରୁଥିବାର ତଥ୍ୟ ପ୍ରକାଶ ପାଇଥିଲା ।
ତେବେ ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ ହେଇ ନାହି ।
airline's Usage Examples:
"Abrasions Mount the Timpani" features field recordings of mewling babies and airliner announcements that Omar recorded on the road, while.
An open-jaw ticket is an airline return ticket where the destination and/or the origin are not the same in both directions.
In 1958, the airline pilots theoretical training course started.
The rest of MÁV's passenger network remained steam based with slow pre-war locomotives and 3rd class wooden bench carriages (called fapados in Hungarian, a name nowadays applied to low cost airlines).
The next diver will free dive down the airline, fit the regulator and wriggle into the harness.
However, on 3 May 2012 it was announced that Bmibaby was to be closed by the International Airlines Group after the group failed to find a buyer for the airline.
"rampie" or "ramper": one who handles cargo on the "ramp" (the Aircraft Operations Area or AOA; outside the airline industry, the ramp is frequently.
CATA Línea Aérea was an airline based in Buenos Aires, Argentina.
As a result of deregulation in Venezuela, IAACA became a regular airline in 1995.
It is used for general aviation and sees one passenger airline.
A number of regional airlines were also previously known as commuter airlines.
Another Boeing 737-800 was based at the airport and the airline projected to fly 650,000 passengers per annum at Bournemouth, however the actual figure was lower.
Synonyms:
line, airway, airline business, fleet,
Antonyms:
straight line, natural object, inactivity, slow, appear,