air pressure Meaning in Odia (Oriya). ( air pressure ଶବ୍ଦର ଓଡିଆ ଅର୍ଥ)
ବାୟୁ ଚାପ,
Noun:
ବାୟୁ ଚାପ,
People Also Search:
air pumpair raid
air raid shelter
air reconnaissance
air rifle
air route
air sac
air search radar
air shaft
air ship
air spring
air station
air strike
air strip
air thermometer
air pressure తెలుగు అర్థానికి ఉదాహరణ:
ସମୁଦ୍ର ପତନରୁ ଅଧିକ ଉଚ୍ଚତାରେ ତାପମାତ୍ରା, ବାୟୁ ଚାପ ଓ ଆର୍ଦ୍ରତା କମିଯାଏ ।
ଦୁଇଗୋଟି ସ୍ଥାନ ମଧ୍ୟରେ ବାୟୁ ଚାପର ତଫାତ୍ ଅଧିକ ହୋଇଥିଲେ ଜୋର୍ରେ ପବନ ବହେ ।
ଉପରେ ବାୟୁ ଚାପ କମ ଥିବାରୁ ଏହା ସମ୍ପ୍ରସାରିତ ହୁଏ ଫଳରେ ଏହାର ତାପମାତ୍ରା ହ୍ରାସ ପାଏ।
ତାଙ୍କ ମତରେ, ବାୟୁ ଚାପର ସିଦ୍ଧାନ୍ତକୁ ନେଇ ଯଦି ଏକ ବନ୍ଧୁକ କାମ କରି ପାରୁଛି, ତେବେ ଏହି ସିଦ୍ଧାନ୍ତକୁ ନେଇ ଏକ ସାଇକେଲ୍ ମଧ୍ଧ୍ୟ ଚଲାଇହେବ ।
| ମୁହାଁଣ ଓ ସମୁଦ୍ର ତଟ |ମୁହାଁଣଠାରେ ସାମୁଦ୍ରିକ ଢେଉ ସହ ପବନ ଓ ନିମ୍ନ ବାୟୁ ଚାପ ମିଶିଯାଇ ବନ୍ୟା କରାଏ ଓ ତାହା ସହିତ ନଦୀରେ ଉଜାଣି ଜଳରାଶି ବନ୍ୟା ବିତ୍ପାତ କରେ ।
ସମୁଦ୍ର ପତ୍ତନରେ ବାୟୁ ଚାପ ସବୁଠାରୁ ଅଧିକ ରହେ ।
ପୃଥିବୀ ପୃଷ୍ଠରେ ପ୍ରତିବର୍ଗ ଏକକ ସ୍ଥାନ ଉପରେ ବାୟୁ ଖମ୍ବର ଯେଉଁ ଓଜନ ରହିଥାଏ ତାହାକୁ ବାୟୁ ଚାପ କୁହାଯାଏ ।
ମାତ୍ର ବାୟୁ ଚାପ କମିଗଲେ ବାକ୍ସିଟି ଫୁଲିଯାଏ ।
| ବାୟୁମଣ୍ଡଳର ଗଠନ | ମୂଖ୍ୟ ସ୍ତର ସମୂହ |ସାଧାରଣତଃ ବାୟୁମଣ୍ଡଳରେ ଉଚ୍ଚତା ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁ ଚାପ ଓ ସାନ୍ଦ୍ରତା କମିବାକୁ ଲାଗେ ।
|ପାଣିପାଗର ପରିବର୍ତ୍ତନ, ବାୟୁ ଚାପ, ଏକ ସ୍ଥାନରୁ ଅନ୍ୟ ସ୍ଥାନର ଉତ୍ତାପ ଓ ଆର୍ଦ୍ରତାର ଫରକ ଉପରେ ନିର୍ଭର କରେ ।
ବାୟୁର ଚାପ ମାପ ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାହାକୁ ବାୟୁ ଚାପମାନ ଯନ୍ତ୍ର ବା ବାରୋମିଟର କୁହାଯାଏ ।
ମାତ୍ର ଏହା ସାହାଯ୍ୟରେ ନିର୍ଭୁଲ ଭାବେ ବାୟୁ ଚାପ ମାପ କରାଯାଇପାରେ ନାହିଁ ।
ଚାପ ଅନୁସାରେ ବାକ୍ସ ସହ ଲାଗିଥିବା କାଟି ଘୂରିବୁଲି ଗୋଲାକାର ଡ୍ରମ ଉପରେ ବାୟୁ ଚାପକୁ ସୂଚାଇଥାଏ ।
air pressure's Usage Examples:
The Sleep Number setting is a setting that adjusts the firmness of the mattress, adjusted by air pressure, with higher numbers (up to 100) denoting higher pressure and more firmness.
raise and lower the diving fins and steer the rudder while a radiator petcock could be opened to regulate interior air pressure when necessary.
evaluation used to evaluate the condition of the middle ear eardrum (tympanic membrane) and the conduction bones by creating variations of air pressure in.
line-shaped clouds produced by aircraft engine exhaust or changes in air pressure, typically at aircraft cruising altitudes several miles above the Earth"s.
A reduction or loss of air pressure.
a 2-3 ton all terrain truck GAZ Sadko (4×4) with a single rear axle and busbar system for centralized control of air pressure in the tires.
is a type of atmospheric trough, an elongated area of relatively low air pressure, oriented north to south, which moves from east to west across the tropics.
Full air pressure signals each car to release the brakes.
Suction is the colloquial term to describe the air pressure differential between areas.
keg taps (indeed, many Scottish pubs serve keg beer through adapted tall founts) rendered from brass but the beer was drawn from the barrel via air pressure.
A reduction or loss of air pressure signals each car to apply its brakes, using the compressed air in its reservoirs.
safely air-transport a highly contagious patient; it comprises a transit isolator (a tent-like plastic structure provided with negative air pressure to prevent.
consonant produced by air pressure from the lungs, as opposed to ejective, implosive and click consonants.
Synonyms:
pressure level, suction, osmotic pressure, gas pressure, vapour pressure, vapor pressure, force per unit area, instantaneous sound pressure, oil pressure, IOP, sound pressure, intraocular pressure, radiation pressure, hydrostatic head, head, blood pressure, physical phenomenon, corpuscular-radiation pressure,
Antonyms:
centrifugal force, centripetal force, adduct, abduct, repel,