<< agriculture secretary agriculturist >>

agricultures Meaning in Odia (Oriya). ( agricultures ଶବ୍ଦର ଓଡିଆ ଅର୍ଥ)



କୃଷି,

Noun:

ଚାଷ, ଜୀବନ୍ତ ଚାଷ, କ୍ଷେତ୍ର କାର୍ଯ୍ୟ, କୃଷି,

agricultures తెలుగు అర్థానికి ఉదాహరణ:

ଏହା ଏକ କୃଷି ଭିତ୍ତିକ ପର୍ବ ।

ସେ, ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଚାକିରି କରି, ଅବସର ଗ୍ରହଣ କରିସାରିଛନ୍ତି ।

|କୃଷି|ଭୂଟାନରୁ ଉତ୍ତର ଆମେରିକା ଓ ଇୟୁରୋପକୁ ବହୁଳ ମାତ୍ରାରେ ନାଲି ଚାଉଳ ରପ୍ତାନୀ ହୋଇଥାଏ।

|ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ ।

|ସଂଯୁକ୍ତରାଷ୍ଟ୍ର ବିକାଶ କୋଶ (United Nations Development Fund) ଓ ଖାଦ୍ୟ ଓ କୃଷି ସଂଗଠନ (Food and Agriculture Organization)ଙ୍କ ସହାୟତାରେ ଭାରତ ସରକାର ୧୯୭୫ ମସିହାରେ ପ୍ରୋଜେକ୍ଟ କ୍ରୋକୋଡାଇଲ୍ ଆରମ୍ଭ କରିଥିଲେ ।

ପଶ୍ଚିମ ପଟର ଦ୍ୱାର କିଛି ମାତ୍ରାରେ ଭଲ ଅବସ୍ଥାରେ ରହିଥିବା ବେଳେ ଦକ୍ଷିଣ ପଟର ଦ୍ୱାର କୃଷିକ୍ଷେତ୍ର ମାଡ଼ିଯିବା ଯୋଗୁଁ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି ।

ମତ୍ସ୍ୟନୀତି-୨୦୧୫ରେ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗର ଆଶାନୁରୂପ ଉପଯୋଗ କରି ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀମାନେ ମତ୍ସ୍ୟ ଉତ୍ପାଦନକୁ ଦ୍ୱିଗୁଣିତ କରାଇବେ ବୋଲି କୃଷିମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ମୁଖ୍ୟତଃ ଏଠାର ଅଧୀବାସୀ କୃଷିଜୀବି ଅଟଂତି ।

ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ ।

ସେପ୍ଟେମ୍ବର ୨୫ ତାରିଖରେ କୃଷି ସଙ୍ଗଠନ ସର୍ବଭାରତୀୟ ସ୍ତରରେ ବନ୍ଦ ଡ଼ାକରା ଦେଇଥିଲେ ।

|ତିନି ନୂଆ କୃଷି ଆଇନକୁ ହଟାଯାଉ ପ୍ରତ୍ୟାହାର କରାଯାଉ |ଏହି ଆଇନଗୁଡ଼ିକ ରଦ୍ଦ କକରାଯିବା ନିମନ୍ତେ ଲୋକ ସଭାରେ ଏକ ବିଶେଷ ଅଧିବେଶନ ଆୟୋଜନ କରାଯାଉ ।

ଏହି ସହରର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ , ଔଷଧ ପ୍ରସ୍ତୁତି , ନିଳଗିରି ଚା ଓ କୃଷି ଉପରେ ନିର୍ଭରଶୀଳ ।

| ଜୀବନ ଜୀବିକା |କୃଷି ଏଠାକାର ପ୍ରଧାନ ଜୀବିକା ।

agricultures's Usage Examples:

People of Turlandi earn their livings by agricultures mostly wheat, tobacco, vegetables, virgenia and small businesses but.


Urgence Développement) and the Comité 21 de la Plate-forme pour des agricultures durables et solidaires.


for example the calcareous rocks exploration that is plenty used for agricultures to correct soil acidity.


Agropolis-Museum was conceived as a museum of the world"s food and agricultures by fr:Louis Malassis in 1986, and enjoyed the support of the scientific.


has called the project "a testament to the potential of regenerative agricultures and a template for the reforestation of millions of desert landscapes.


The "crowding out" effect on local agricultures it is basically due to the global sourcing of the produces, wherever.


Développement) and the Comité 21 de la Plate-forme pour des agricultures durables et solidaires.


(1989) "Agriculture and the state system: the rise and fall of national agricultures, 1870 to the present" Further, Philip McMichael"s more recent article.


Several memorandum of understanding (MoU) on agricultures and fisheries have also been signed.


Trumbo: The underdeveloped nations have exploding populations and static agricultures.


Residents of the college study a diverse range of disciplines, particularly agricultures, law, business, education and nursing.



Synonyms:

business enterprise, commercial enterprise, agribusiness, business, factory farm,

Antonyms:

inelegance,

agricultures's Meaning in Other Sites