agglomerated Meaning in Odia (Oriya). ( agglomerated ଶବ୍ଦର ଓଡିଆ ଅର୍ଥ)
ଏକତ୍ରିତ, ପିଣ୍ଡିବୁଟା,
Adjective:
ପିଣ୍ଡିବୁଟା |,
People Also Search:
agglomeratesagglomerating
agglomeration
agglomerations
agglomerative
agglutinable
agglutinants
agglutinate
agglutinated
agglutinates
agglutinating
agglutination
agglutinations
agglutinative
agglutinin
agglomerated తెలుగు అర్థానికి ఉదాహరణ:
|ପ୍ରଥମ ତରାଇଁ ବିରୋଧରେ ଲଢେଇ,୧୧୯୧|ପ୍ରଥମ ଓ ଦ୍ୱିତୀୟ ତରାଇଁ ଯୁଦ୍ଧ ମଧ୍ୟରେ|ଦ୍ୱିତୀୟ ତରାଇଁ ଯୁଦ୍ଧ|୧୧୯୨ ମସିହାରେ,ଘୋରୀ ୧୨୦,୦୦୦ ଲୋକମାନଙ୍କୁ ଏକତ୍ରିତ କରି ଏବଂ ଫେରି ଫୁଣିଥରେ ପୃଥିବୀରାଜଙ୍କୁ ଦ୍ୱତୀୟ ତରାଇଁ ଯୁଦ୍ଧ ପାଇଁ ଆମନ୍ତ୍ରଣ ଦେଲେ ।
ପରବର୍ତ୍ତୀ କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ଠାରୁ ସ୍ୱାଧୀନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା ।
|ଆସ୍ଥାନ ମଣ୍ଡପ – ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଏକତ୍ରିତ ହେବାପାଇଁ ମଣ୍ଡପ ।
୧୮୯୩ ମସିହାରେ, ଏହି ତିନୋଟି ଅଞ୍ଚଳ ଫରାସୀ ଉପନିବେଶ ଭାବରେ ଏକତ୍ରିତ ହେଲା ଯାହା ବର୍ତ୍ତମାନ ଲାଓସ୍ ଭାବରେ ଜଣାଶୁଣା ।
ଫଳରେ ଏଠାକାର ମାଲିକମାନେ ପୁଞ୍ଜି ଯୋଗାଡ କରିବା ନିମିତ୍ତ ଲଣ୍ଡନ ('ଷ୍ଟର୍ଲିଂ ଫାର୍ମସ୍') କିମ୍ବା କଲମ୍ବୋ ('ଟଙ୍କା ଫାର୍ମ')ରେ ଅବସ୍ଥିତ ବୃହତ ଇଂରାଜୀ ଏକତ୍ରିତ କମ୍ପାନୀର ସହାୟତା ନେବାକୁ ବାଧ୍ୟ ହେଲେ ।
ବିଭିନ୍ନ ପରିବାର ଏକତ୍ରିତ ହୋଇ ଏକାଠି ରହନ୍ତି ।
୧୯୩୦ ମସିହାରେ ସେ ସମସ୍ତ ମଧ୍ୟାହ୍ନ ଭୋଜନ ଯୋଗାଣ ସେବାରେ ଥିବା ଲୋକଙ୍କୁ ବା ଡବାବାଲାଙ୍କୁ ଏକତ୍ରିତ କରି ଏକ ସଂଗଠନ ଗଢ଼ିବାର ପ୍ରୟାସ କରିଥିଲେ ।
ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ ।
|ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନର ଲକ୍ଷ: ସଭ୍ୟ ଦେଶମାନଙ୍କୁ ଏକତ୍ରିତ କରିବା, ଏପରି ପେଟ୍ରୋଲିଅମ ପଲିସି ନିର୍ଦ୍ଧାରଣ କରିବା, ଯେପରିକି ତେଲ ମାର୍କେଟ ସର୍ବଦା ସ୍ଥିର ରହିବ ଓ କାର୍ଯ୍ୟଦକ୍ଷ, ଅର୍ଥନୈତିକ ଓ ନିୟମିତ ଯୋଗାଣ ଉପଭୋକ୍ତାଙ୍କୁ କରିବା, ନିର୍ମାତାଙ୍କର ନିୟମିତ ଆମଦାନୀ ହେବ ଓ ଏହି ପେଟ୍ରୋଲିଅମ ଉଦ୍ୟୋଗରେ ପୁଞ୍ଜି ଖଟେଇଥିବା ଲୋକଙ୍କୁ ଭଲ ପ୍ରାପ୍ୟ ମିଳିବ ।
ଗେଟସ୍ ପଉଲ ଆଲେନଙ୍କ ସହିତ ସଂସ୍ପର୍ଶରେ ରହିଥିଲେ ଏବଂ ସେ ତାଙ୍କ ସହିତ ୧୯୭୪ ମସିହାର ଗ୍ରୀଷ୍ମରେ ହନିୱେଲଠାରେ ଏକତ୍ରିତ ହୋଇଥିଲେ ।
| ଆଧାର |ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ ।
ଏହି ଲୋକଙ୍କୁ ସହାୟତା କରିବାକୁ ନେହେରୁ ଭାରତୀୟ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଜାନୁୟାରୀ ମାସ ୧୯୪୮ ମସିହାରେ ଏହି ଅର୍ଥପାଣ୍ଠି ଏକତ୍ରିତ କରିଥିଲେ ।
ଅଗଷ୍ଟ ଆସେମ୍ବ୍ଲିର ଉଦ୍ଦେଶ୍ୟ ଥିଲା ତରୁଣ କିଶୋରମାନଙ୍କୁ ଏକତ୍ରିତ କରି କୃଷ୍ଣ ଭକ୍ତି ପ୍ରତି ଆକୃଷ୍ଟ କରିବା ।
agglomerated's Usage Examples:
Other cities there are agglomerated (cité El Habib, 18 January and Borj El-Louzir).
In the entire district Neumarkt is only the third most populated town after Laives and Eppan, which are agglomerated to the capital city Bolzano.
in Lac Édouard in the municipality of Lac-Édouard in Haute-Mauricie, agglomerated with the city of La Tuque since 2003, in the administrative region of.
Engineered stone is also commonly referred to as agglomerate or agglomerated stone, the last term being that recognised by European Standards.
Accumulative mechanisms include slick formation, windrow formation, flocculate formation and agglomerated formation.
In the 19th century, Forlì was part of the Italian unification (or the Risorgimento), a political and social movement that agglomerated the different states of the Italian Peninsula into the single state of Italy.
cultural revolutions in the mid-20th century majority of the people agglomerated into a super tribe, Mizo.
With Xiangtan areas adjoining Zhuzhou due to be agglomerated in a few years" time, the joint built-up area will be home to 2,933,069.
compound in which multiple individual nouns are concatenated to form an agglomerated compound word in which the conjunction has been elided to form a new.
Its agglomerated urban area extends from the Cávado River to the Este River.
Bulk filler Bulk filler is composed of non-agglomerated silica and zirconia particles.
Engineered stone is also commonly referred to as agglomerate or agglomerated stone, the last term being that recognised by European Standards (EN.
It takes part of the Great Posadas (urban agglomerated between Posadas and Garupá), and most of the population works in the.
Synonyms:
collective, agglomerative, clustered, agglomerate,
Antonyms:
separate, divided, disintegrative, ungregarious, distributive,