<< african millet african oil palm >>

african nation Meaning in Odia (Oriya). ( african nation ଶବ୍ଦର ଓଡିଆ ଅର୍ଥ)



ଆଫ୍ରିକୀୟ ଦେଶ,

Noun:

ଆଫ୍ରିକୀୟ ଜାତି,

african nation తెలుగు అర్థానికి ఉదాహరణ:

| ବ୍ୟବହାର |ପୃଥିବୀ ସାରା ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ ହୋଇ ଥାଏ l|* ଆଫ୍ରିକୀୟ ଦେଶଗୁଡିକରେ ଏହାର ବ୍ୟବହାର ଏକ ଶାକ ବ୍ୟଞ୍ଜନ ରୂପେ ହୋଇଥାଏ।

ଏଥି ମଧ୍ୟରୁ ୮୬% ମହିଳା ଦକ୍ଷିଣ ଏସିଆ ଓ ପ୍ରାନ୍ତୀୟ ସାହାରା ଆଫ୍ରିକୀୟ ଦେଶଗୁଡିକରୁ ଅଟନ୍ତି ।

| ଆଧାର | ବାହାର ଆଧାର |ପାଳିତ ଦିବସ ସ୍ୱରୂପ ରଞ୍ଜନ ମିଶ୍ର, ପୂର୍ବ ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ରହୁଥିବା ଜଣେ ଓଡ଼ିଆ ଡାକ୍ତର ।

| ଆଫ୍ରିକୀୟ ସିଙ୍ଗଡ଼ା||ଆଫ୍ରିକୀୟ ଦେଶ ମାନଙ୍କରେ ପର୍ବ ପର୍ବାଣି ବେଳେ ସିଙ୍ଗଡ଼ାର ବେଶୀ ବ୍ୟବହାର ଦେଖାଯାଏ ।

ଗୁଜରାଟୀ ଦକ୍ଷିଣ-ପୂର୍ବ ଆଫ୍ରିକୀୟ ଦେଶଗୁଡ଼ିକରେ ବିଶେଷ କରି କେନିଆ, ଉଗାଣ୍ଡା, ତାଞ୍ଜାନିଆ, ଜାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରେ କଥିତ ।

ପଶ୍ଚିମ ଆଫ୍ରିକୀୟ ଦେଶ କଙ୍ଗୋଠାରେ ସେ ଜାତିସଂଘ ପାଇଁ ଏକ ବହୁ ଦେଶିୟ ମିଳିତ ବାଟାଲିୟନରେ ନେତୃତ୍ୱ ମଧ୍ୟ ନେଇଥିଲେ ।

ଅନେକ ଆଫ୍ରିକୀୟ ଦେଶ ଚିତାବାଘର ସଂରକ୍ଷଣ ପାଇଁ ଚେଷ୍ଟାରତ ।

ଆମେରିକୀୟ ବୈଦେଶିକ ନୀତିରେ ଆଫ୍ରିକୀୟ ଦେଶମାନଙ୍କ ଭୂମିକା କଣ ହେବା ଉଚିତ ଏଥିରେ ମଧ୍ୟସେ ବ୍ୟାଖ୍ୟା କରିଥିଲେ ।

|- ମାର୍ଭେଲ୍ କମିକ୍ସରେ “ଦ ବ୍ଲାକ୍ ପ୍ୟାନ୍ଥର୍” କାଳ୍ପନିକ ଆଫ୍ରିକୀୟ ଦେଶ ୱାକାଣ୍ଡାର ଏକ ମହା ନାୟକ ବା ସୁପର୍ ହିରୋ ।

Synonyms:

land, state, country, African country, Africa,

Antonyms:

embark, leave, nonbeing, nonexistence, utopia,

african nation's Meaning in Other Sites