<< aerate aerated water >>

aerated Meaning in Odia (Oriya). ( aerated ଶବ୍ଦର ଓଡିଆ ଅର୍ଥ)



ବାୟୁମଣ୍ଡଳ,

Adjective:

ବାୟୁମଣ୍ଡଳ,

aerated తెలుగు అర్థానికి ఉదాహరణ:

| ଆଧାର |ମିଠା କାକର (Dew) ବାୟୁମଣ୍ଡଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ ।

ଏହି ମଣ୍ଡଳଗୁଡ଼ିକ ହେଉଛି:|* ଅଶ୍ମମଣ୍ଡଳ (Lithosphere)|* ବାୟୁମଣ୍ଡଳ (Atmosphere)|* ବାରିମଣ୍ଡଳ (Hydrosphere)|* ଜୈବମଣ୍ଡଳ (Biosphere)|ଏଥିମଧ୍ୟରୁ ପ୍ରଥମ ତିନୋଟି ଅଜୈବିକ (Abiotic) ଓ ଶେଷଟି ଜୈବିକ (Biotic) ।

ପୃଥିବୀର ବାୟୁମଣ୍ଡଳରେ ସବୁଦିଗରୁ ଚାପ ଯୋଗୁ ଜଳବିନ୍ଦୁମାନେ ଗୋଲାକାର ହୋଇଥାଆନ୍ତି।

ଫଳରେ ବାୟୁରେ ଥିବା ଜଳୀୟବାଷ୍ପ ଘନ ହୋଇଯାଏ ଏବଂ ବାୟୁରେ ଥିବା ଧୂଳିକଣା ଆଦିକୁ ଆଶ୍ରୟ କରି ସୂକ୍ଷ୍ମ ଜଳକଣା ଆକାରରେ ଭୂପୃଷ୍ଠରୁ ଅତି ଅଳ୍ପ ଉଚ୍ଚତାରେ ବାୟୁମଣ୍ଡଳରେ ଭାସିବୁଲେ ।

|ଆଧାର|କୁହୁଡ଼ି|ଶିଶିର|ତୁହିନ|Dew|Frost|ବାୟୁମଣ୍ଡଳରେ ପରିବର୍ତ୍ତନ ଗଡ଼ସ ଓନ ପିପୁଲ (Gods Own People) ହେଉଛି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତ ନବକଳେବର ଉପରେ ଆଧାରିତ ଏକ ପ୍ରାମାଣିକ ବୃତ୍ତଚିତ୍ର ।

ସମୁଦ୍ର ପତନରରେ ବାୟୁର ପରିବର୍ତ୍ତନଶୀଳ ଜଳୀୟ ବାଷ୍ପର ପରିମାଣ ୧% ଥାଏ ଓ ସମୁଦାୟ ବାୟୁମଣ୍ଡଳରେ ଏହାର ପରିମାଣ ୦.୪% ଥାଏ ।

|ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ।

|ସ୍ଥିର ଜଳାଶ୍ରୟରେ ଆଲୋକସଂଶ୍ଳେଷଣଦ୍ୱାରା ଅମ୍ଳଜାନ ପ୍ରସ୍ତୁତ କରୁଥିବା ଉତ୍ପାଦକ ବା ବାୟୁମଣ୍ଡଳୀୟ ସ୍ଥିତିମାନଙ୍କର ପରିବର୍ତ୍ତନ ସହିତ ମନ୍ଥର ଗତିରେ ସନ୍ତୁଳନ ହେଉଥିବା ହେତୁ ଅମ୍ଳଜାନର ସାନ୍ଦ୍ରତା ୧୦୦ ପ୍ରତିଶତରୁ ବି ଅଧିକ ଥାଏ ।

ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନ‌କୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ ।

ସେହିପରି ମୋଟର୍ ଗାଡ଼ିର ବହୁଳ ପ୍ରଚ଼ଳନ ସିଧା ସଳଖ ବାୟୁମଣ୍ଡଳରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ପରିମାଣ ବୃଦ୍ଧି କରାଇବାରେ ସହାୟତା କରେ ।

|ବିବନ୍ଧନ|ଅଜୈବ-ବିବନ୍ଧନ|ବିଜୁଳିଦ୍ୱାରା ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ଓ ଅମ୍ଳଜାନ, ଯବକ୍ଷାରଜାନ ଅକ୍ସାଇଡରେ ପରିଣତ ହୁଏ ।

ବହୁ ସଂଖ୍ୟକ କଣିକା ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିଗଲେ ଆୟୋନୋସ୍ଫିଅର୍‍ରୁ ନୂତନ କଣିକା ପୁଣି ବାୟୁମଣ୍ଡଳକୁ ପଶନ୍ତି ।

aerated's Usage Examples:

Back in town, at the local tavern, Gaston sulks a Tympanostomy tube, also known as a grommet or myringotomy tube, is a small tube inserted into the eardrum in order to keep the middle ear aerated for a prolonged period of time, and to prevent the accumulation of fluid in the middle ear.


218 [provisional patent]: Improvements in stoppering bottles for aerated or gaseous liquids 1881 May 31 (Charles Farrow " Richard.


Types of bio-filters include: Moving bed filter - aerated Bakki shower or Trickle filter - aerated Sand filter - not aerated Cross-flow.


Production of aerated water or cola for drinking purposes.


For fully claustral species, the queen should be sealed in a dark, aerated small container.


The family moved to Warrnambool, and John King ran an aerated water factory for nine years before he moved to Lake Bolac where he ran a.


The fountain has an axial thrust of 103,000 pounds-force (460 kN); water is jetted out of the -tall aerated nozzle at a pressure of 550 pounds per square inch (3.


While they are normally grown in pots, it is also possible to grow them in a bark garden or on a tree, although the plants prefer a humus rich well-aerated media.


1877, he bought a cordial and aerated water factory at Wilcannia in far western New South Wales with one of his.


As these castings were exposed to air, the soil was aerated, improving both the.


Berkshire) for the manufacture of Thermalite aerated breeze blocks using both decarbonized fly and raw ash, but most was mixed with water and pumped via a pipeline.


Autoclaved aerated concrete (AAC) is a lightweight, precast, foam concrete building material suitable for producing concrete masonry unit (CMU) like blocks.


the aerated leachate into the River Ouse via a ditch on the flood plain, although by 2003 this had not yet been used to discharge any leachate.



Synonyms:

treated,

Antonyms:

dull, untreated,

aerated's Meaning in Other Sites