adultery Meaning in Odia (Oriya). ( adultery ଶବ୍ଦର ଓଡିଆ ଅର୍ଥ)
ବ୍ୟଭିଚାର,
Noun:
ଅଭିଜ୍ତା |, ନିଶା, ବ୍ୟଭିଚାର, ଆନ୍ତରିକତା |, ଯାତ୍ରା,
People Also Search:
adulthoodadulthoods
adultly
adultress
adults
adumbral
adumbrate
adumbrated
adumbrates
adumbrating
adumbration
adumbrations
adumbrative
adunc
aduncate
adultery తెలుగు అర్థానికి ఉదాహరణ:
"| ଉଚ୍ଚତମ ନ୍ୟାୟାଳୟଙ୍କ ଏ ସଂକ୍ରାନ୍ତୀୟ ନବୀନତମ ଆଦେଶ |ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର ପୂର୍ବକ ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ବ୍ୟଭିଚାର ସଂପର୍କୀୟ ଧାରା ୪୯୭କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ।
ଧାରା ୪୯୭ରେ ବ୍ୟଭିଚାର ସଂପର୍କରେ ଅଭିଯୋଗ କରିବା ପାଇଁ କେବଳ ପୁରୁଷ ସକ୍ଷମ ଥିଲେ, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିପକ୍ଷରେ ଏଭଳି ଅଭିଯୋଗ କରିପରୁ ନ ଥିଲେ ।
କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ ।
ଏହି ମାମଲାର ଶୁଣାଣି ପରେ ଉଚ୍ଚତମ ନ୍ୟାୟାଳୟର ସେହି ପାଞ୍ଚଜଣିଆ ଖଣ୍ଡପୀଠ ୨୭ ସେପ୍ଟେମ୍ବର ୨୦୧୮ ଦିନ ତାଙ୍କ ସର୍ବସମ୍ମତ ରାୟରେ ଉଲ୍ଲେଖ କଲେ କି ବ୍ୟଭିଚାର ସମ୍ପର୍କିତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ ହେଉଛି ଭାରତୀୟ ସଂବିଧାନର (ଧାରା ୧୪ ଓ ୧୫ର) ବିରୋଧୀ ଓ ତେଣୁ ଅସାମ୍ବିଧାନିକ ।
| ପୃଷ୍ଠଭୂମି |୨୦୧୭ ମସିହାରେ ଭାରତୀୟ ଦଣ୍ଡ ସଂହିତାର ବ୍ୟଭିଚାର ସଂପର୍କିତ ଧାରା ୪୯୭ର ବ୍ୟାଖ୍ୟା ପ୍ରମାଦ ଯୁକ୍ତ ହୋଇଥିବା ଦର୍ଶାଇ ଏହି ଧାରାକୁ ନିରସ୍ତ କରିବା ନିମନ୍ତେ ଏକ ଜନହିତ ମାମଲା ଦାଖଲ କରାଯାଇଥିଲା ।
ଏହି ପରିଭାଷା ଅନୁସାରେ ଜଣେ ପୁରୁଷ ଯଦି ଅନ୍ୟ ସ୍ତ୍ରୀସହ, ଯାହାକୁ ସେ ଅନ୍ୟର ବିବାହିତ ସ୍ତ୍ରୀ ବୋଲି ଜାଣେ, ଉକ୍ତ ପୁରୁଷର ସହମତି ବିନା ସେହି ସ୍ତ୍ରୀର ସହମତିରେ ଯୌନ ସମ୍ଭୋଗ କରେ ତାହା ଆଇନଗତ ଭାବେ ବ୍ୟଭିଚାର ଅପରାଧର ଅନ୍ତର୍ଭୁକ୍ତ ଅଟେ ।
ତେବେ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ପ୍ରବଧାନ ଅନୁସାରେ ବ୍ୟଭିଚାର ଭଳି ଅପରାଧରେ ଲିପ୍ତ ଥିବା କାରଣରୁ ପତି କିମ୍ବା ପତ୍ନୀ ନିଜର ଜୀବନ ସାଥୀ ବିରୁଦ୍ଧରେ ବିବାହ ବିଚ୍ଛେଦ ପାଇଁ ମକଦ୍ଦମା କରିପାରିବେ ।
| ରଚନାବଳୀ |ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)|ଓଡ଼ିଶା ବିଜୟ (ଐତିହାସିକ ଟୟନବିଙ୍କ 'ଦି ସ୍କେଚ ଅଫ ଦି ହିଷ୍ଟ୍ରି ଅଫ ଓଡ଼ିଶା'ର 'କନକ୍ୱେଷ୍ଟ ଅଫ ଓଡ଼ିଶା' ପ୍ରସଙ୍ଗକୁ ନେଇ ରଚନା)|ବାବାଜୀ (ନାଟକ-୧୮୭୭)- ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ ।
adultery's Usage Examples:
From July 2014 to February 2015, at least 15 people (six men and nine women) were executed (not all by rajm) by Islamic State of Iraq and the Levant (ISIL) in Syria for the crimes of adultery or homosexuality, according to the Syrian Observatory for Human Rights.
In 1874 Tilton filed a complaint against Beecher for "criminal conversation" (adultery) with Elizabeth Richards Tilton and sued for a "100,000.
demanded quarter Plain point sanguine, for one who lies to his sovereign Point in point sanguine, for cowardice Gusset sanguine borne to dexter, for adultery.
adultery, insults, violence, or desertion, but did not allow for dissolution of marriage.
After discovering the adultery of her husband with Kunigunde of Eisenberg, Margaret left Wartburg; according to a legend, before her departure she bit her son Frederick in the cheek; he was called henceforth Frederick the Bitten (de: Friedrich der Gebissene).
fornication and adultery (Zina as Fahisha Mubin), as Quran states, Do not draw near to fornication, for it is a Fahisha (indecency), and its way is evil.
Perkins also authored the nation's first covenant marriage law, a voluntary type of marriage that permits divorce only in cases of physical abuse, abandonment, adultery, imprisonment or after two years of separation.
By his first wife, who was noted for her beauty, but whom he divorced after her adultery with another ex-consul, he had a daughter Mucia Tertia; she was married to Pompey the Great, with whom she had his three surviving children.
adultery with Gaidiar, son of Manannán mac Lir, and is banished to the human world.
He also stated that contested pregnancy is also sufficient proof of adultery and any Muslim woman who is pregnant by a man who she is not married to, at the time of getting pregnant, must be stoned to death.
1663 on grounds of her adultery, and private Acts of Parliament in 1667 bastardizing her issue since 1659 and granting him permission to remarry in 1670.
Set and mostly taking place in New York City, the film explores themes of adultery.
Synonyms:
criminal conversation, free love, fornication, extramarital sex,