<< adoptions adoptive >>

adoptious Meaning in Odia (Oriya). ( adoptious ଶବ୍ଦର ଓଡିଆ ଅର୍ଥ)



ପୋଷ୍ୟ,

Noun:

ପୋଷ୍ୟ ସନ୍ତାନ, ଗ୍ରହଣ,

People Also Search:

adoptive
adoptive parent
adopts
adorable
adorableness
adorably
adoration
adorations
adore
adored
adorer
adorers
adores
adoring
adoringly

adoptious తెలుగు అర్థానికి ఉదాహరణ:

ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ ।

ରାମାନନ୍ଦଙ୍କୁ ତାଙ୍କ ଆଇ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ଓ ତାଙ୍କ ନାମ ଚନ୍ଦ୍ରମୌଲୀ ଚୋପ୍ରାରୁ ପରିବର୍ତ୍ତନ କରାଯାଇ ରାମାନନ୍ଦ ସାଗର ରଖା ଯାଇଥିଲା ।

ଏକ ପୌରାଣିକ ତଥ୍ୟ ଅନୁସାରେ ରାଜା ରୋମପାଦଙ୍କ ପୋଷ୍ୟକନ୍ୟା ତଥା ଋଷ୍ୟଶୃଙ୍ଗଙ୍କ ପତ୍ନୀ ଶାନ୍ତା ବାସ୍ତବରେ ଦଶରଥଙ୍କ ଝିଅ ଥିଲେ ।

ଏହି ସାଧନର ସାହାଯ୍ୟ ନେଇ ଏକ ଦମ୍ପତ୍ତି ପ୍ରାକୃତିକ ପ୍ରସବ, ଅନ୍ୟ ଗର୍ଭରେ ନିଜର ସନ୍ତାନ ସ୍ଥାନିତ (surrogacy) କରେଇ ଜନ୍ମ କରେଇବା, କୃତ୍ରିମ ବୀର୍ଯ୍ୟରୋପଣ (artificial insemination) ବା ପୋଷ୍ୟ ଶିଶୁ (adoption) ଗ୍ରହଣ କରିପାରିବେ ।

ଯମୁନା ନ‌ଦୀ କୁଳରେ ବାସ କରୁଥିବା ନାବିକ ମୁଖିଆ ଦୁଶରାଜର ପୋଷ୍ୟ କନ୍ୟା ଥିଲେ ।

ତାଙ୍କର ସମୁଦାୟ ଛଅଗୋଟି ସନ୍ତାନ ମଧ୍ୟରୁ ତିନିଟି ହେଉଛନ୍ତି ପୋଷ୍ୟ ଏବଂ ଅନ୍ୟ ତିନୋଟି ହେଉଛନ୍ତି ମେଡୋକ୍ସ, ଜହାରା ଏବଂ ପେକ୍ସ ।

ପରେ ସେ ବାବା ଗୋରଖନାଥଙ୍କଦ୍ୱାରା ପୋଷ୍ୟ ହେଲେ ।

|ଚୋମ୍ଫୁଫାନ୍ (ଜାମ୍ବବାନ) – ବାନର ରାଜକୁମାର ଏବଂ ଫାଲିଙ୍କ ପୋଷ୍ୟପୁତ୍ର ।

ଅନନ୍ତନାରାୟଣୀଙ୍କର ଶୋଭନା ପୋଷ୍ୟ କନ୍ୟା ଥିଲେ ।

ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ ।

ପୋଷ୍ୟ ନିମନ୍ତେ ମାନସିକ ସ୍ତରରେ ନିଶ୍ଚିତ ହେବା, ଏଥି ନିମନ୍ତେ ଦରଖାସ୍ତ ଦେବା, ପୋଷ୍ୟ ନିମନ୍ତେ ଘରୋଇ ଅନୁଶୀଳନ କରିବା, ପୋଷ୍ୟ ନିମନ୍ତେ ଅନୁମୋଦନ ପାଇବା, ପିଲା ସ‌ହିତ ମିଳାମିଶା କରିବା, ପୋଷ୍ୟ ନିମନ୍ତେ ଗ୍ରହଣ କରିବା ଓ ପୋଷ୍ୟକୁ କାନୁନୀ ଅନୁମୋଦନ କରିବା ଇତ୍ୟାଦି ସାତଟି ସୋପାନ ଦେଇ ଗତି କରିବାକୁ ହୁଏ ।

adoptious's Meaning in Other Sites