adherers Meaning in Odia (Oriya). ( adherers ଶବ୍ଦର ଓଡିଆ ଅର୍ଥ)
ଅନୁଗାମୀମାନେ,
ଅନୁସରଣକାରୀ,
People Also Search:
adheresadhering
adhesion
adhesions
adhesive
adhesive agent
adhesive plaster
adhesive tape
adhesively
adhesiveness
adhesives
adhibit
adhibition
adhoc
adiabatic
adherers తెలుగు అర్థానికి ఉదాహరణ:
ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ ।
|ଗୁରୁ ବସବେଶ୍ୱରଙ୍କ ଅନୁଗାମୀମାନେ ବସବ ଧର୍ମର ଅନୁଗାମୀ ବା ଲିଙ୍ଗାୟତ ବା ଲିଙ୍ଗାବତ ନାମରେ ପରିଚିତ ।
ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚିତ।
ଏହି ବିଶ୍ବାସର ଅନୁଗାମୀମାନେ ଏହାକୁ ଜାପାନର ମୂଳ ଧର୍ମ ବୋଲି କହନ୍ତି ।
|ସାଧାରଣ ଭାବରେ ହିନ୍ଦୁ ଧର୍ମର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ ।
ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ ।
ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି ।
ବିଶେଷଭାବେ ହନାଫି ସୁନ୍ନି ଇସଲାମିକ ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି ।
ଏହି ରାଜାଙ୍କ ଅନୁଗାମୀମାନେ ଓଡ଼ିଶାର ପୁରପଲ୍ଲୀରେ ଜାନୁଘଣ୍ଟିଆ ବୋଲାଇଥାନ୍ତି ।
| ପୃଷ୍ଠଭୂମି |ମୁମ୍ବାଇର ଚୈତ୍ୟଭୂମି ଓ ନାଗପୁରର ଦିକ୍ଷାଭୂମିରୁ ତାଙ୍କର ଅନୁଗାମୀମାନେ ଏକ ଶୋଭାଯାତ୍ରାରେ ବାହାରନ୍ତି ।
ଶିବଙ୍କର ଅନୁଗାମୀମାନେ ତାଙ୍କୁ ଖାଦ୍ୟ ଭିକ୍ଷା ମାଗିଲେ ।
ତାଙ୍କର ଅନୁଗାମୀମାନେ କୁହନ୍ତି, ରାଧେମା ବାଲ୍ୟକାଳରୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ ।
ତାଙ୍କୁ ଖାଦ୍ୟ ଦେଇ ଅନ୍ନପୂର୍ଣ୍ଣା ପ୍ରମାଣିତ କରିଦେଲେ ଯେ ଶିବ ନିଜେ ଭୋକାତୁର ହୋଇନପାରନ୍ତି କିନ୍ତୁ ତାଙ୍କର ଅନୁଗାମୀମାନେ ନିଶ୍ଚୟ ଭୋକାତୁର ହେବେ ।
adherers's Usage Examples:
although a trend toward effectiveness was seen in sub-group analyses of high adherers.
based on the belief in God with the obligation to obey Sharia law for its adherers".
"Understanding different beliefs held by adherers, unintentional nonadherers, and intentional nonadherers: application of.