<< addressable addressee >>

addressed Meaning in Odia (Oriya). ( addressed ଶବ୍ଦର ଓଡିଆ ଅର୍ଥ)



ସମ୍ବୋଧିତ, ଉଦ୍ଦେଶ୍ୟ, ଟାର୍ଗେଟେଡ୍,

Adjective:

ଉଦ୍ଦେଶ୍ୟ, ଟାର୍ଗେଟେଡ୍,

addressed తెలుగు అర్థానికి ఉదాహరణ:

"ଜନ୍ମମାଟିର ରକ୍ଷା ନିମନ୍ତେ ଜଙ୍ଗଲ ଓ ଜମି ଛାଡ଼ି ଏକଜୁଟ ହୁଅ ଓ ରାସ୍ତାକୁ ଆସ" ବୋଲି ସେ ଆଦିବାସୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ ଆଙ୍ଗୋଲା, ମାଲି, ମାଲାୱି, ରିପବ୍ଲିକ ଅଫ କଙ୍ଗୋର ସଭାପତି ଯଥାକ୍ରମେ ଜୋଅଓ ଲୌରେଙ୍କୋ, ଇବ୍ରାହିମ ବୌବାକାର, ହାଗେ ଗିଙ୍ଗୋବ ଓ ଡେନିସ ସାସୌ; ନାମିବିଆର ପ୍ରଥମ ଲେଡି, ସନ ୨୦୧୮ର ନୋବେଲ ପୁରସ୍କାର ବିଜେତା ଡେନିସ କୁକ୍ୱେଗେଯୁନେସ୍କୋର ଡେପୁଟି ଡାଇରେକ୍ଟର ଜେନେରାଲ, ଗିନିର ଡେପୁଟି ପ୍ରଧାନ ମନ୍ତ୍ରୀ ଓ ଆଫ୍ରକିକା ସମସ୍ତ ସାଂସ୍କୃତିକ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ।

ତାଙ୍କର ଏହି ଉପଲବ୍ଧି ୨୦୧୩ ମସିହାରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସମ୍ବୋଧିତ ହୋଇଥିଲେ ।

ହିନ୍ଦୁ ଧର୍ମାବଲମ୍ବୀମାନେ ହିମାଳୟଙ୍କୁ “ହିମାବତ” ବୋଲି ସମ୍ବୋଧିତ କରିଥାନ୍ତି ଓ ସେ ଦେବୀ ପାର୍ବତୀଙ୍କର ପିତା ବୋଲି ଉଲ୍ଲେଖ ରହିଛି ।

ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ବୋଧିତ କରିଥିଲେ ।

ଅମ୍ରିତାଙ୍କୁ ବଲିଉଡ୍‌ର ସର୍ବୋକୃଷ୍ଟ ନାୟିକା ଭାବରେ ଅନେକ ଗଣମାଧ୍ୟମ ସମ୍ବୋଧିତ କରିଛନ୍ତି ।

ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, "ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ।

କିନ୍ତୁ ସୁଶ୍ରୁତ ସଂହିତା ଗ୍ରନ୍ଥର ଜଣେ ଅନୁବାଦକ ଜି. ଡି. ସିଂଘଲ୍ ଏହି ସଂହିତାରେ ବର୍ଣ୍ଣିତ ଅନେକ ଶଲ୍ୟ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଓ ପ୍ରୟୋଗ ବିଧିର ଅନୁଶୀଳନ କରି ସୁଶ୍ରୁତଙ୍କୁ “ଭାରତୀୟ ଶଲ୍ୟ ଚିକିତ୍ସାର ଜନକ” ଭାବେ ସମ୍ବୋଧିତ କରିଥିଲେ ।

ଏମାନଙ୍କୁ କିଛି ସ୍ଥଳେ ଟିଫିନ୍‍ବାଲା ବୋଲି ମଧ୍ୟ ସମ୍ବୋଧିତ କରାଯାଇଥାଏ ।

ସ୍ଥାନୀୟ ଭାଷା ଓ କାବ୍ୟ କବିତାରେ "ବାଇଗଣୀ ସୀମାନ୍ତ", "ଭୂମି ଡ୍ରାଗନ୍" ପରି ନାମଦ୍ୱାରା ବିଶାଳ ପ୍ରାଚୀରକୁ ସମ୍ବୋଧିତ କରାଯାଇଛି ।

ଡିଓକ୍ଲେଟିଆନ ସାମ୍ରାଜ୍ଯର ସଂପୂର୍ଣ୍ଣ ପୁନରୁତ୍ଥାନ କଲେ, କିନ୍ତୁ ପ୍ରିନ୍ସେପ୍ସର ଭୂମିକା ନ୍ୟୁନ କଲେ ଓ ପ୍ରଥମ ଥର ପାଇଁ ଡୋମିନେ, "ମାଷ୍ଟର" ବା "ସ୍ୱାମୀ" ରୂପେ ସମ୍ବୋଧିତ ହେଲେ ।

| ଉପାଧି |ଉପେନ୍ଦ୍ର ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା ।

ଏହାକୁ ବହୁବାର "ଅଳଙ୍କାର ବାକ୍ସ"(jewel box) ଭାବେ ସମ୍ବୋଧିତ କରାଯାଏ, କେବେ କେବେ "ଛୋଟ ତାଜ ମହଲ"(Baby Tāj) ମଧ୍ୟ କୁହାଯାଏ ।

addressed's Usage Examples:

Responsa (Latin: plural of responsum, "answer") comprise a body of written decisions and rulings given by legal scholars in response to questions addressed.


baseline designs are associated with potential confounds introduced by experimenter bias, which must be addressed to preserve objectivity.


example, "follow AMA style unless otherwise specified herein" or "for issues not addressed herein, follow AMA style").


On 8 October 2011, Tang, along with exiled political dissident Francis Seow, publicly addressed a Singapore Democratic Party forum.


The barangays or villages, meanwhile, are headed by elected officials, the topmost being the Punong Barangay or the Barangay Chairperson (addressed as Kapitan; also known as the Barangay Captain).


which contemporary saddles were made, and jocularly addressed him as "seignior" (señor).


She henceforth requested to be addressed as Malarndirri McCarthy.


Breaches in driving etiquette can often be addressed amiably with a simple and immediate expression of apology.


a form of argument and an informal fallacy of having the impression of refuting an argument, whereas the real subject of the argument was not addressed.


This document addressed usage, integrated architectures, DoD and Federal policies, value of architectures, architecture measures, DoD decision support processes, development techniques, analytical techniques, and the CADM v1.


unaddressed issue of curtailing freedom of movement for the common man due to hartals and processions.


Delp left four sealed envelopes in his office addressed to his children, his former wife Micki, his fiancée, and a couple who were not named by the media.


Oceani addressed the Church in the United States and issued praise and admonitions.



Synonyms:

self-addressed,

Antonyms:

unaddressed,

addressed's Meaning in Other Sites