<< adamic adamite >>

adamical Meaning in Odia (Oriya). ( adamical ଶବ୍ଦର ଓଡିଆ ଅର୍ଥ)



ଆଦିବାସୀ,

Noun:

ନ Nav ସେନା କର୍ମଚାରୀଙ୍କ ମୁଖ୍ୟ, ସେନାଧ୍ୟକ୍ଷ,

adamical తెలుగు అర్థానికి ఉదాహరణ:

"ଜନ୍ମମାଟିର ରକ୍ଷା ନିମନ୍ତେ ଜଙ୍ଗଲ ଓ ଜମି ଛାଡ଼ି ଏକଜୁଟ ହୁଅ ଓ ରାସ୍ତାକୁ ଆସ" ବୋଲି ସେ ଆଦିବାସୀମାନଙ୍କୁ ସମ୍ବୋଧିତ କରିଥିଲେ ।

| ପ୍ରାକ୍ ଜୀବନ |ବଂଗୌର ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଷୌଷୌ ଆଦିବାସୀ ଶ୍ରେଣୀର ଚାଷୀ ଓ ମାଛ ଧରାଳୀ ଜାତିର ଲୋକ ଥିଲେ ।

|୨୦୧୦ରେ ଆଦିବାସୀ ଉପଦେଷ୍ଟା କାଉନସିଲର ସଦସ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ପରିବେଶ ଓ ପ୍ରଦୂଷଣ ବିଭାଗର ଗୃହ କମିଟିରେ ଥିଲେ ।

| ସମାଜ ସେବା |ଷଡ଼ଙ୍ଗୀ ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲାଇଥିଲେ ।

ଆଦିବାସୀ ସମାଜରେ ବାଳିକା ଏବଂ ମହିଳାମାନଙ୍କର ଶିକ୍ଷାକୁ ପ୍ରସାର କରିବା ପାଇଁ ସେ ବିଭିନ୍ନ ସଂଘଠନ ସହ କାର୍ଯ୍ୟ କରିବା ସହିତ ନିଜେ ଶିକ୍ଷାଦାନ ବି କରୁଥିଲେ ।

ତାଙ୍କର ରାଜନୈତିକ ଦୂରଦୃଷ୍ଟି ପ୍ରଥମେ ବିହାର ସହ ମିଶ୍ରଣ ଓ ପରେ ଆଦିବାସୀ ରାଜ୍ୟ ଝାଡ଼ଖଣ୍ଡ ଗଠନ ସପକ୍ଷରେ ଥିଲା ।

| ଜଙ୍ଗଲବାସୀଙ୍କ ସହିତ ସମ୍ପର୍କ |କେନ୍ନେଥ୍ ଆଣ୍ଡର୍ସନ୍ ବଣ ଜଙ୍ଗଲରେ ରହୁଥିବା ବିଭିନ୍ନ ଆଦିବାସୀଙ୍କ ସହିତ ମିଳିମିଶି କଥାବାର୍ତ୍ତା ହୋଇପାରୁଥିଲେ ଓ ସେମାନଙ୍କ ମଧ୍ୟରେ ପରିଚିତ ଥିଲେ ।

| ସମାଜସେବା ||ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।

ସଂଖଳାପଦର ଗ୍ରାମରେ ଶାନ୍ତି ଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ୧୯୬୪ ମସିହାରେ ରାୟଗଡାଠାରେ ମାତ୍ର ଆଠ ଜଣ ଆଦିବାସୀ ଝିଅଙ୍କୁ ନେଇ ସେମାନେ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କଲେ ।

ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଗଣ୍ଡ, ଓରାମ,କିଷାନ , ଲୋଲହ ଓ ଅନନ୍ୟ ସଂପ୍ରଦାଯର ଆଦିବାସୀ ସମରଦୟାଙ୍କ ମଧ୍ୟରେ ଏହି ନୃତ୍ୟ ପାରମ୍ପରିକ ନୃତ୍ୟ ହିସାବରେ ବହୁକାଳରୁ ପ୍ରଚଳିତ ।

ରାଜାଙ୍କଠାରେ ଅଭିଯୋଗ କରି ନିରାଶ ହେଲା ପରେ ଉତ୍ୟକ୍ତ ଆଦିବାସୀମାନେ ରାଜାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କଲେ ।

ଆଦିବାସୀ ମହାସଭାର ମୁଖିଆମାନେ ଗିରଫ ହୋଇଥିବା ବେଳେ ଅନ୍ୟ ବାଟ ନ ପାଇ ସୁନାରାମ ସୋରେନ, ରାମଚନ୍ଦ୍ର ମାଝି ଓ ଅନ୍ୟାନ୍ୟ ଆଦିବାସୀ ନେତା ମହତାବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଓ ଜେଲରୁ ଖଲାସ ହୋଇଥିଲେ ।

adamical's Meaning in Other Sites